ETV Bharat / bharat

3ଟି ବାଇକକୁ ପିଟିଲା ସ୍କର୍ପିଓ: 8 ଜଣଙ୍କ ମୃତ୍ୟୁ

ମଧ୍ୟପ୍ରଦେଶର ଛତରପୁର ଅଞ୍ଚଳରେ ମର୍ମନ୍ତୁଦ ସଡକ ଦୁର୍ଘଟଣା । ବାଇକକୁ ସ୍କର୍ପିଓ ପିଟିଦେବାରୁ ଘଟଣାସ୍ଥଳରେ 8 ଜଣଙ୍କ ମୃତ୍ୟୁ ହୋଇଥିବା ଜଣାପଡିଛି । ଅଧିକ ଖବର ପଢନ୍ତୁ...

3 ଟି ବାଇକକୁ ପିଟିଲା ସ୍କର୍ପିଓ; 8 ଜଣଙ୍କ ମୃତ୍ୟୁ

author img

By

Published : Jul 27, 2020, 2:30 PM IST

Updated : Jul 27, 2020, 3:20 PM IST

ଭୋପାଳ: ମଧ୍ୟପ୍ରଦେଶର ଛତରପୁର ଅଞ୍ଚଳରେ ମର୍ମନ୍ତୁଦ ସଡକ ଦୁର୍ଘଟଣା । ବାଇକକୁ ସ୍କର୍ପିଓ ପିଟିଦେବାରୁ ଘଟଣାସ୍ଥଳରେ 8 ଜଣଙ୍କ ମୃତ୍ୟୁ ହୋଇଥିବା ଜଣାପଡିଛି । ସୂଚନା ଅନୁସାରେ, ଛତରପୁରରୁ ପାନ୍ନା ଯାଉଥିଲା ସ୍କର୍ପିଓ ଏବଂ ପାନ୍ନାରୁ ତିନୋଟି ବାଇକରେ ମୃତକମାନେ ଛତରପୁର ଅଭିମୁଖେ ଯାଉଥିବାବେଳେ ଏହି ଦୁର୍ଘଟଣା ଘଟିଥିବା ଜଣାପଡିଛି ।

3ଟି ବାଇକକୁ ପିଟିଲା ସ୍କର୍ପିଓ: 8 ଜଣଙ୍କ ମୃତ୍ୟୁ

ସେପଟେ ସ୍କର୍ପିଓ ପ୍ରଥମେ ବାଇକ ସହ ପିଟି ହେବାରୁ ରାସ୍ତା ତଳକୁ 10 ଫୁଟ ଗଭୀରକୁ ସମସ୍ତେ ପଡ଼ିଯାଇଥିଲେ। ଦୁର୍ଘଟଣା ଏତେ ଭୟଙ୍କର ଥିଲା ଯେ, ବାଇକରେ ଯାତ୍ରା କରୁଥିବା ଏକ ଶିଶୁର ମୁଣ୍ଡ ଶରୀରରୁ ଅଲଗା ହୋଇଯାଇଥିବା ଜଣାପଡିଛି । ସେପଟେ ଘଟଣାସ୍ଥଳରେ ସ୍ଥାନୀୟ ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଥିବା ଜଣାପଡିଛି ।

ଦୁର୍ଘଟଣା ଜଖୀରା ଟେକ ଚନ୍ଦ୍ରନଗର ଅଞ୍ଚଳରେ ବିଳମ୍ବିତ ରାତି ପ୍ରାୟ ଗୋଟାଏ ବେଳେ ହୋଇଥିବା ଜଣାପଡିଛି।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

Last Updated : Jul 27, 2020, 3:20 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.