ETV Bharat / bharat

ଋଷିକେଶ-ଗଙ୍ଗୋତ୍ରୀ ହାଇଓ୍ବେରେ ଧସିଲା ପାହାଡ, ଦେଖନ୍ତୁ ଭିଡିଓ

author img

By

Published : Aug 25, 2019, 11:19 AM IST

ଋଷିକେଶ-ଗଙ୍ଗୋତ୍ରୀ ହାଇଓ୍ବରେ ଏକ ପାହାଡରୁ ମାଟି ଧସି ରାସ୍ତା ଅବରୋଧ ହୋଇଥିଲା । ଫଳରେ ସ୍ଥାନୀୟ ଲୋକ ଓ ଯାତ୍ରୀମାନେ ଅନେକ ଅସୁବିଧାର ସମ୍ମୁଖୀନ ହୋଇଛନ୍ତି ।

ଡିଜାଇନ ଫଟୋ

ଡେରାଡୁନ: ଋଷିକେଶ-ଗଙ୍ଗୋତ୍ରୀ ହାଇଓ୍ବ ରମୋଲଗାଓ୍ବଂ ଓ ଉନିୟାଲଗାଓ୍ବଂ ମଧ୍ୟରେ ଶନିବାର ଦିନ ସନ୍ଧ୍ୟା ସମୟରେ ଏକ ପାହାଡରୁ ମାଟି ଧସିଛି । ଫଳରେ ସେହି ହାଇଓ୍ବେ ବନ୍ଦ ହୋଇଯାଇଥିଲା । ଫଳରେ ସ୍ଥାନୀୟ ଲୋକ ଓ ଯାତ୍ରୀମାନେ ଅନେକ ଅସୁବିଧାର ସମ୍ମୁଖୀନ ହୋଇଛନ୍ତି । ଭୂସ୍ଖଳନ ରାସ୍ତା ବିପଦପୂର୍ଣ୍ଣ ହୋଇଥିବାରୁ ଯାତ୍ରୀମାନଙ୍କୁ ଅନ୍ୟ ରାସ୍ତାରେ ଯିବାକୁ ପରାମର୍ଶ ଦିଆଯାଇଛି ।

ତେବେ ଋଷିକେଶ-ଗଙ୍ଗୋତ୍ରୀ ହାଇଓ୍ବର ଭୂସ୍ଖଳନର ଭୟାବହ ଦୃଶ୍ୟ ଦେଖନ୍ତୁ:-

ଭିଡିଓ ସୌଜନ୍ୟ: ଇଟିଭି ଭାରତ, ବ୍ୟୁରୋ

Intro:Body:Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.