ETV Bharat / bharat

ରାଷ୍ଟ୍ରୀୟ ଏକତା ଦିବସ; ଦେଶ ଦେଉଛି ସର୍ଦ୍ଦାର ବଲ୍ଲଭଙ୍କୁ ଶ୍ରଦ୍ଧାଞ୍ଜଳି

author img

By

Published : Oct 31, 2019, 7:56 AM IST

ଏକତା ପାଇଁ ଦୌଡୁଛି ସାରାଦେଶ । ଗୁଜୁରାଟର ଷ୍ଟାଚୁ ଅଫ ୟୁନିଟିରୁ ସର୍ଦ୍ଦାର ବଲ୍ଲଭ ଭାଇ ପଟେଲଙ୍କୁ ମୋଦି ଦେବେ ଶ୍ରଦ୍ଧାଞ୍ଜଳି।

ଫାଇଲ ଫଟୋ

ହାଇଦ୍ରାବାଦ: ଆଜି ହେଉଛି ଲୌହମାନବ ସର୍ଦ୍ଦାର ବଲ୍ଲଭ ଭାଇ ପଟେଲଙ୍କ 144ତମ ଜନ୍ମ ଜୟନ୍ତୀ । ସ୍ବାଧୀନ ଭାରତର ପ୍ରଥମ ଗୃହମନ୍ତ୍ରୀ ଦାୟିତ୍ବ ନେଇଥିବା ଲୌହମାନବ ସର୍ଦ୍ଦାର ବଲ୍ଲଭ ଭାଇ ପଟେଲଙ୍କ ଜନ୍ମ ଜୟନ୍ତୀକୁ ‘ରାଷ୍ଟ୍ରୀୟ ଏକତା ଦିବସ’ ଭାବେ ପାଳନ କରୁଛି ଦେଶ ।

ସ୍ବାଧୀନ ଭାରତର ପ୍ରଥମ ଗୃହମନ୍ତ୍ରୀ ସର୍ଦ୍ଦାର ବଲ୍ଲଭ ପଟେଲ ଦେଶର ଏହି ବିଶାଳ ଭୂ-ଖଣ୍ଡର ଥିବା 5ଶହରୁ ଉର୍ଦ୍ଧ୍ବ ଛୋଟଛୋଟ ଦେଶୀୟ ରାଜ୍ୟକୁ ସେ ଭାରତରେ ସାମିଲ କରିବାରେ ପ୍ରମୁଖ ଭୂମିକା ଗ୍ରହଣ କରିଥିଲେ । ନିଜ ବିଚକ୍ଷଣ ବୁଦ୍ଧି, ଦୂରଦୃଷ୍ଟି ମାଧ୍ୟମରେ ସେ ଦେଶର ଅଖଣ୍ଡତା ପାଇଁ ଯେଉଁ ସାହସୀ ନିଷ୍ପତି ନେଇଛନ୍ତି ସେଥିପାଇଁ ଏ ଜାତି ତାଙ୍କ ପାଖରେ ଚିରନମସ୍ୟ ।

1875 ଅକ୍ଟୋବର 31ରେ ଗୁଜୁରାଟରେ ଜନ୍ମଗ୍ରହଣ କରିଥିବା ସର୍ଦ୍ଦାର ବଲ୍ଲଭ ପଟେଲଙ୍କ ଜନ୍ମ ଜୟନ୍ତୀକୁ 2014ରୁ ‘ରାଷ୍ଟ୍ରୀୟ ଏକତା ଦିବସ’ ଭାବେ ସାରା ଦେଶରେ ପାଳନ କରାଯାଉଛି । ଏହି ଲୌହମାନବଙ୍କ ସ୍ମୃତିରେ ଗୁଜୁରାଟର କେୱାଡିଆରେ ବିଶାଳ ଷ୍ଟାଚ୍ୟୁ ନିର୍ମାଣ କରାଯାଇଛି । ଏହାସହ ଆଜି ସାରା ଦେଶରେ ଏକତା ପାଇଁ ଗଣ ଦୌଡ ରନ ଫର ୟୁନିଟି’ଚାଲିଛି ।

Intro:Body:

BLANK

Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.