ETV Bharat / bharat

ସୁରକ୍ଷିତ ନୁହେଁ ମୋବାଇଲ ଆପ୍, କରିପାରେ ଡାଟା ଚୋରି

ମାର୍ଚ୍ଚରେ ଏହି 53ଟି ଆପ୍ ତାଲାଲ୍ ହଜ୍ ଏବଂ ଟମି ମିସ୍କ ନାମକ ଦୁଇ ଗବେଷକଙ୍କ ଦ୍ବାରା ଚିହ୍ନଟ କରାଯାଇଥିଲା । ଏହି 53ଟି ମୋବାଇଲ୍ ଆପ୍ ଆଇଫୋନ୍ ବ୍ୟବହାରକାରୀଙ୍କ କ୍ଲିପବୋର୍ଡରେ ଉପଲବ୍ଧ ସୂଚନା ଉପରେ ନଜର ରଖୁଥିବା ଅଭିଯୋଗ ହୋଇଛି । ଅଧିକ ପଢନ୍ତୁ..

ସୁରକ୍ଷିତ ନୁହେଁ ମୋବାଇଲ ଆପ୍, କରିପାରେ ଡାଟା ଚୋରୀ

author img

By

Published : Jun 29, 2020, 6:51 PM IST

ହାଇଦ୍ରାବାଦ: ଚାଇନାର ସର୍ଟ ଭିଡିଓ ମେକିଙ୍ଗ୍ ଆପ୍ ଟିକ୍-ଟକ୍ । ଏହି ଆପର ଡାଟା ଗୋପନୀୟତାକୁ ନେଇ ସବୁବେଳେ ବିବାଦ ଦେଖାଦିଏ । ନିକଟରେ ଆପଲ୍ ଟିକ୍ ଟକ୍ ଉପରେ ଜାସୁସି କରୁଥିବାର ଅଭିଯୋଗ ଆଣିଥିଲା । ଏହାସହ ବର୍ତ୍ତମାନ 53ଟି ମୋବାଇଲ୍ ଆପ୍ ଚିହ୍ନଟ ହୋଇଛି । ଯାହା ଆଇଓଏସ୍ ବ୍ୟବହାରକାରୀଙ୍କ ଡାଟା ଚୋରି କରିପାରେ । ଏଥିମଧ୍ୟରେ ପବଜି ଏବଂ ଟ୍ରୁ କଲର୍ ଭଳି ଆପ୍ ମଧ୍ୟ ଅନ୍ତର୍ଭୁକ୍ତ । ଯାହାର ସୂଚନା ଦେଇଛି ଆର୍ସ ଟେକ୍ନିକା ଦ୍ବାରା ପ୍ରକାଶିତ ଏକ ରିପୋର୍ଟ ।

ଏହି ରିପୋର୍ଟ ଅନୁଯାୟୀ, ମାର୍ଚ୍ଚରେ ଏହି 53ଟି ଆପ୍ ତାଲାଲ୍ ହଜ୍ ଏବଂ ଟମି ମିସ୍କ ନାମକ ଦୁଇ ଗବେଷକଙ୍କ ଦ୍ବାରା ଚିହ୍ନଟ କରାଯାଇଥିଲା । ଏହି 53ଟି ମୋବାଇଲ୍ ଆପ୍ ଆଇଫୋନ୍ ବ୍ୟବହାରକାରୀଙ୍କ କ୍ଲିପବୋର୍ଡରେ ଉପଲବ୍ଧ ସୂଚନା ଉପରେ ନଜର ରଖୁଥିବା ଅଭିଯୋଗ ହୋଇଛି । କେବଳ ସେତିକି ନୁହେଁ ଆହୁରି ମଧ୍ୟ ଏହି ଆପ୍ସ ୟୁର୍ଜସଙ୍କ ଆଇଡି ଏବଂ ପାସୱାର୍ଡ ପରି ସମ୍ବେଦନଶୀଳ ସୂଚନା ମଧ୍ୟ ଚୋରି କରିପାରେ ।

ଏହି ଗେମିଂ ଆପ୍ କରିଥାଏ ଜାସୁସି

8 ବଲ୍ ପୁଲ୍, ଅମାଜେ, ବେଜେୱେଲଡ୍, ବ୍ଲକ୍ ପଜଲ୍, କ୍ଲାସିକ୍ ବେଜେୱେଲଡ୍, କ୍ଲାସିକ୍ ବେଜେୱେଲଡ୍ ଏଚଡି, ଫ୍ଲିପ୍ ଗ ଗନ, ଫ୍ରୁଟ ନିଞ୍ଜା, ଗଲ୍ଫମାଷ୍ଟର୍ସ, ଲେଟର ସୁପ୍, ଲଭ୍ ନିକ୍କି, ମାଇ ଏମା, ପ୍ଲାନେଟ୍ ବନାମ ଜୋମ୍ବୀ ହିରୋଜ, ପୁକିଂ, ପବଜି ମୋବାଇଲ୍, ଟୋଟାଲ୍ ପାର୍ଟି କିଲ୍ ଏବଂ ୱାଟରମାର୍ଲିଂ ଇତ୍ୟାଦି ।

ସୋସିଆଲ ମିଡିଆ ଆପରେ ଜାସୁସି ଅଭିଯୋଗ

ଟିକ୍-ଟକ୍, ଟକ୍, ଟ୍ରୁକଲର୍, ବାଇବର, ୱାଇବୋ ଏବଂ ଜୁସ୍କ ଭଳି ସୋସିଆଲ ମିଡିଆ ଆପମାନଙ୍କରେ ଜାସୁସି ଅଭିଯୋଗ କରାଯାଇଛି ।

ଏହିଆପ ଦ୍ବାରା ହୋଇପାରେ ଡାଟା ଚୋରି

ମେଡିଟେସନ୍, 5-0 ରେଡିଓ ପୋଲିସ୍ ସ୍କାନର୍, ଅଲି ଏକ୍ସପ୍ରେସ ସପିଂ ଆପ୍, ବେଡ୍ ବାଥ୍, ହୋଟେଲ ଡଟ୍ କମ୍, ହୋଟେଲ ଟୁନାଇଟ, ଓଭରଷ୍ଟକ୍, ପିଗମେଣ୍ଟ ଇତ୍ୟାଦି ଆପଦ୍ବାରା ଆପଣଙ୍କ ଡାଟା ଚୋରୀ ହୋଇପାରେ ।

ଆଉ ସବୁଠାରୁ ଆଶ୍ଚର୍ଯ୍ୟକର କଥା ଏହି ଲିଷ୍ଟରେ ଅନେକ ନ୍ୟୁଜ ଆପର ନାମ ମଧ୍ୟ ସାମିଲ ରହିଛି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.