ETV Bharat / bharat

ନିସର୍ଗ ଛଡାଇ ନେଲା ବସା, ମାଟି କାମୁଡି ପଡିଛି ଚିଲ - Ratnagiri

ବିପଦ ଆସିଲେ ଏକାଠି ସମସ୍ତଙ୍କ ପାଇଁ ଆସେ । ସେହିଭଳି ଦୃଶ୍ୟ ଦେଖିବାକୁ ମିଳିଛି ମହାରାଷ୍ଟ୍ରରେ । ସାମୁଦ୍ରିକ ଝଡ ନିସର୍ଗ ତାଣ୍ଡବରେ ମଣିଷ ଠୁ ପଶୁପକ୍ଷୀ ସମସ୍ତ ଜୀବନ ଅସ୍ତବ୍ୟସ୍ତ ହୋଇପଡିଛି । ଅଧିକ ପଢନ୍ତୁ...

କୋଙ୍କଣ ଉପକଳରେ ନସର୍ଗର ପ୍ରଭାବ, ବିପଦରେ ସହସହ ପକ୍ଷୀ

author img

By

Published : Jun 3, 2020, 7:23 PM IST

ମୁମ୍ବାଇ: ମହାରାଷ୍ଟ୍ରରେ ନିସର୍ଗର ତାଣ୍ଡବ ରୂପ । ଏହି ଝଡ ମୁମ୍ବାଇର ଅଲିବାଗରେ ଲ୍ୟାଣ୍ଡଫଲ କରିଛି । ଫଳରେ ଘଣ୍ଟାକୁ 100 ରୁ 120 କିମି ବେଗରେ ପବନ ବୋହୁଛି । ଏହାର ପ୍ରଭାବରେ ମୂଷଳ ଧାରାରେ ବର୍ଷା ମଧ୍ୟ ଜାରି ରହିଛି । ତଳିଆ ଅଞ୍ଚଳବାସୀଙ୍କୁ ବାତ୍ୟା ଆଶ୍ରୟସ୍ଥଳୀକୁ ନିଆଯାଇଛି ।

କୋଙ୍କଣ ଉପକଳରେ ନସର୍ଗର ପ୍ରଭାବ, ବିପଦରେ ସହସହ ପକ୍ଷୀ

ଏହି ଘୂର୍ଣ୍ଣିବଳୟର ପ୍ରଭାବ କୋଙ୍କଣ ଉପକୂଳରେ ମଧ୍ୟ ପଡିଛି । ଫଳରେ ଅନେକ ସ୍ଥାନରେ କ୍ଷୟକ୍ଷତି ଘଟିଛି । ମୁଶଳ ଧାରା ବର୍ଷା ଯୋଗୁଁ ଅନେକ ପକ୍ଷୀ ଭାସି ଯାଇଥିବାବେଳେ, କେତେକ ପକ୍ଷୀ ମଧ୍ୟ ପବନରେ ଉଡିଯାଇଛନ୍ତି । ଆକାଶରେ ରାଜତ୍ୱ କରୁଥିବା ଚିଲ ଓ ଛଞ୍ଚାଣ ମଧ୍ୟ ଏଥିରୁ ବର୍ତ୍ତି ପାରି ନାହାନ୍ତି ।

ଏହା ବ୍ୟତୀତ ରତ୍ନଗିରି ନିକଟ ଭାଟି ଗ୍ରାମରେ ମଧ୍ୟ ବାତ୍ୟା ଅନେକ କ୍ଷୟକ୍ଷତି ଘଟାଇଛି । ସ୍ଥାନୀୟ ଲୋକ ଭାସି ଆସିଥିବା ପକ୍ଷୀ ମାନଙ୍କୁ ଉଠାଇ ଏକ ସୁରକ୍ଷିତ ସ୍ଥାନରେ ରଖିଥିଲେ। ସେମାନଙ୍କ ଅବସ୍ଥା ଗମ୍ଭୀର ଥିବା ସତ୍ତ୍ବେ ପକ୍ଷୀଗୁଡିଙ୍କ ଦେହରୁ ପାଣି ଛାଡିବା ପରେ ଓ ସେମାନେ ଟିକିଏ ଆରାମ ପାଇବା ପରେ ଉଡିଯାଇଛନ୍ତି ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.