ETV Bharat / bharat

ଅବିଶ୍ୱସନୀୟ: 73 ବର୍ଷରେ ମାଆ ହେଲେ ମହିଳା

author img

By

Published : Sep 5, 2019, 4:29 PM IST

ଆପଣଙ୍କୁ ଶୁଣି ଆଶ୍ଚର୍ଯ୍ୟ ଲାଗୁଥିବା, ବୃଦ୍ଧା ହେଲେ ମାଆ। ହେଲେ ଘଟଣାଟି ସତ । ବିବାହର 57 ବର୍ଷ ପରେ ଆନ୍ଧ୍ରପ୍ରଦେଶ ପୂର୍ବ ଗୋଦାବରୀ ଜିଲ୍ଲାର ମାଙ୍ଗାୟଆମ୍ମା ହେଲେ ମାଆ । ଆଉ ଘରକୁ ଆସିଛନ୍ତି ଦୁଇଟି କୁନି ଅତିଥି ।

ଡିଜାଇନ ଫଟୋ

ଅମରାବତୀ: ବୃଦ୍ଧାବସ୍ଥାରେ ମାଆ ହେଲେ ମହିଳା । ଆପଣଙ୍କୁ ଆଶ୍ଚର୍ଯ୍ୟ ଲାଗିଲେ ବି ଘଟଣାଟି ନିରାଟ ସତ୍ୟ । ଆନ୍ଧ୍ରପ୍ରଦେଶ ଗୁଣ୍ଟୁରୁ ଅଞ୍ଚଳରେ ଘଟିଛି ଏହି ଘଟଣା ।

ପୂର୍ବ ଗୋଦାବରୀ ଜିଲ୍ଲାର ମଙ୍ଗୟଆମ୍ମା ନାମକ ବୃଦ୍ଧାଙ୍କ ବିବାହକୁ 57 ବର୍ଷ ପୁରିଲାଣି । ହେଲେ କୋଳକୁ ଆସିନଥିଲା ଗୋଟିଏ ବି ସନ୍ତାନ । ଆଜି ଏକ ଘରୋଇ ନର୍ସିଂହୋମରେ ସେ ଦୁଇ ଯମଜ ଶିଶୁଙ୍କୁ ପ୍ରସବ କରି ରେକର୍ଡ କରିଛନ୍ତି ।

1962 ମସିହାରେ ମଙ୍ଗୟାଆମ୍ମା ୟାରାମତି ରାମାରାରାଓଙ୍କୁ ବିବାହ କରିଥିଲେ । ହେଲେ ପରିବାରକୁ ଆସିନଥିଲା ସନ୍ତାନଟିଏ । ଅନେକ ଓଷାବ୍ରତ ପରେ ବି କିଛି ଲାଭ ହୋଇନଥିଲା । ଗତ ବର୍ଷ ସେ ଅହଲ୍ୟା ହସ୍ପିଟାଲ ସମ୍ପର୍କରେ ଜାଣିବା ପରେ ଚିକିତ୍ସା ପାଇଁ ଯାଇଥିଲେ । ସ୍ବାସ୍ଥ୍ୟପରୀକ୍ଷା ପରେ ସେ ସନ୍ତାନ ପ୍ରସବ ପାଇଁ ପ୍ରସ୍ତୁତ ବୋଲି ଡାକ୍ତର କହିଥିଲେ।

ଭିଡିଓ ସୌଜନ୍ୟ: ଇଟିଭି ଭାରତ

କିଛି ଦିନ ସେଠାରେ ଚିକିତ୍ସା ପରେ ସେ ଆଜି ସକାଳ 10.30ରେ ସେ ଅସ୍ତ୍ରୋପ୍ରଚାର ଦ୍ବାରା ଯମଜ ସନ୍ତାନ ଜନ୍ମ ଦେବାରେ ସଫଳ ହୋଇଥିଲେ । ଦୁଇ ସନ୍ତାନ ପାଇବା ପରେ ଏହି ବୃଦ୍ଧ ଦମ୍ପତିଙ୍କ ଖୁସି କହିଲେ ନସରେ । ଡାକ୍ତର ଉମା ଶଙ୍କର ତାଙ୍କର ଚିକିତ୍ସା କରୁଛନ୍ତି ।

Intro:Body:

A rare incident in Guntur... Pregnancy for an elderly woman aged 73 years

Mangayamma belongs to east godavari distict... who conceived after 57 years of marriage. Famous doctors who are going to give birth to surgery today

Dr. Shanakkayala Aruna and Uma Shankar will perform the surgery are Dr. Shanakkayala Aruna and Uma Shankar.  Before 70 years old  Pregnancy is a world record...  If she gave birth to child she will create new record

Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.