ETV Bharat / bharat

ବିବାଦରେ ବିଜେପି ନେତା, କହିଲେ ‘ପ୍ରତି ଦୁଷ୍କର୍ମର ଭିନ୍ନ ରୂପ ଥାଏ’

‘ପ୍ରତି ଦୁଷ୍କର୍ମର ଅଲଗା ରୂପ ଥାଏ’। ଏଭଳି ଏକ ବିଦାଦୀୟ ବୟାନ ଦେଇ ବିବାଦ ଘେରରେ ଛନ୍ଦି ହୋଇଯାଇଛନ୍ତି ଉତ୍ତରପ୍ରଦେଶର ବିଜେପି ନେତା ଉପେନ୍ଦ୍ର ତିୱାରୀ ।

author img

By

Published : Jun 10, 2019, 9:57 AM IST

ଫାଇଲ ଫଟୋ

ଲକ୍ଷ୍ନୌ: ବିଜେପି ନେତାଙ୍କ ବିବାଦୀୟ ବୟାନ । ‘‘ପ୍ରତି ଦୁର୍ଷମର ଭିନ୍ନ ରୂପ ଥାଏ’’ ଭଳି ଏକ ବିବାଦୀୟ ବୟାନ ଦେଇ ବିବାଦ ଘେରରେ ଛନ୍ଦି ହୋଇଛନ୍ତି ଉତ୍ତରପ୍ରଦେଶର ବିଜେପି ନେତା ଉପେନ୍ଦ୍ର ତିୱାରୀ ।

ସୂଚନା ଅନୁଯାୟୀ, ମହିଳାମାନଙ୍କ ଉପରେ ବଢୁଥିବା ଅପରାଧ ପାଇଁ ଏକ ପତ୍ରକା ବିଜେପି ନେତା ଉପେନ୍ଦ୍ର ତିୱାରୀଙ୍କ ସହ ଆଲୋଚନା କରିଥିଲେ । ଏହି ଆଲୋଚନା ଦ୍ବାରା ସେ କହିଥିଲେ,‘‘ପ୍ରତି ଦୁର୍ଷମର ଭିନ୍ନ ଭିନ୍ନ ରୂପ ଥାଏ । ଯେପରି ଏକ ନାବାଳିକା ସହ ଦୁଷ୍କର୍ମ ହେଲେ ତାହାକୁ ଆମେ ଦୁଷ୍କର୍ମ ମାନିଥାଉ ।

କିନ୍ତୁ କେବେ କେବେ ଏଭଳି ଘଟଣା ମଧ୍ୟ ସାମ୍ନାକୁ ଆସେ କି, ଏକ ବିବାହିତ ମହିଳାର ବୟସ 30-35 ହୋଇଥିବେ ଏବଂ 7-8 ବର୍ଷ ପର୍ଯ୍ୟନ୍ତ ସେ ପ୍ରେମ ସମ୍ପର୍କରେ ଥିବେ । କିନ୍ତୁ ଅଭିଯୋଗ କରିବେ କି ଆମ ସହ ଦୁଷ୍କର୍ମ ହୋଇଛି ।

ତେଣୁ ଏଠାରେ ପ୍ରଶ୍ନ ଉଠୁଛି ଯେ, 7 ବର୍ଷ ପୂର୍ବରୁ ଆପଣ ଏହି ଅଭିଯୋଗ କଣ ପାଇଁ କଲେନି । ତେଣୁ ଦୁଷ୍କର୍ମର ଭିନ୍ନ ଭିନ୍ନ ରୂପ ଥାଏ’’। ତେବେ ଏପରି ମନ୍ତବ୍ୟ ନେଇ ନେଇ ନିଜକୁ ବିବାଦ ଘେରକୁ ଟାଣିଛନ୍ତି ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟ ନାଥଙ୍କ ମନ୍ତ୍ରିମଣ୍ଡଳରେ ଥିବା ବିଜେପି ନେତା ଉପେନ୍ଦ୍ର ତିୱାରୀ ।

Intro:Body:

fsfs

Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.