ETV Bharat / bharat

କୋରୋନା ସହାୟତା: ତେଲେଙ୍ଗାନା-ଆନ୍ଧ୍ରପ୍ରଦେଶକୁ 20 କୋଟି ଦେଲେ ରାମୋଜୀ ରାଓ

author img

By

Published : Apr 1, 2020, 12:04 PM IST

ରାମୋଜି ଗ୍ରୁପ୍ ଅଫ୍ କମ୍ପାନିଜ୍‌ର ଚେୟାରମ୍ୟାନ, ରାମୋଜି ରାଓ କୋରୋନା ଭାଇରସକୁ ମୁକାବିଲା କରିବା ପାଇଁ ଆନ୍ଧ୍ରପ୍ରଦେଶ ଏବଂ ତେଲେଙ୍ଗାନା ମୁଖ୍ୟମନ୍ତ୍ରୀଙ୍କ ରିଲିଫ୍ ପାଣ୍ଠିକୁ 10 କୋଟି ଲେଖାଏଁ ପ୍ରଦାନ କରିଛନ୍ତି । ଅଧିକ ପଢନ୍ତୁ...

Ramoji Rao donates Rs 10 cr each to Telugu states to combat COVID-19
ତେଲେଙ୍ଗାନା ଏବଂ ଆନ୍ଧ୍ରପ୍ରଦେଶକୁ ରାମୋଜି ଗ୍ରୁପର ୨୦ କୋଟି ସହାୟତା

ହାଇଦ୍ରାବାଦ: ସାରା ବିଶ୍ବ କୋରୋନାକୁ ନେଇ ଘଡିସନ୍ଧି ମୂହୁର୍ତ୍ତରେ ଗତି କରୁଛି । ଯାହାର ମୁକାବିଲା ପାଇଁ ସାରା ଦେଶରୁ ଯିଏ ଯାହା ପାରୁ ପର୍ଯ୍ୟନ୍ତ ସହାୟତାର ହାତ ବଢାଇଛନ୍ତି । ରାଜନେତା ଠାରୁ ନେଇ ସେଲିବ୍ରିଟି, ଆବାଳ-ବୃଦ୍ଧ ବନୀତା ସମସ୍ତେ ପିଏମ କେୟାର୍ସ ପାଣ୍ଠିକୁ ଦାନ କରୁଛନ୍ତି । ତେବେ ରାମୋଜୀ ଗ୍ରୁପ ଚେୟାରମ୍ୟାନ ରାମୋଜୀ ରାଓ ମଧ୍ୟ ମଙ୍ଗଳବାର ତେଲେଙ୍ଗାନା ଏବଂ ଆନ୍ଧ୍ରପ୍ରଦେଶ ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠିକୁ 10 କୋଟି ଟଙ୍କା ଲେଖାଏଁ ପ୍ରଦାନ କରିଛନ୍ତି ।

ଲକଡାଉନ କାରଣରୁ ରାମୋଜୀ ଗ୍ରୁପ ଚେୟାରମ୍ୟାନ ବ୍ୟକ୍ତିଗତ ଭାବେ ମୁଖ୍ୟମନ୍ତ୍ରୀଙ୍କୁ ଭେଟି ପାରିନାହାନ୍ତି । ତେଣୁ ଅନଲାଇନ ଜରିଆରେ ଉଭୟ ରାଜ୍ୟର ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠିକୁ ସହାୟତା ରାଶି ପ୍ରଦାନ କରାଯାଇଛି ବୋଲି ଏକ ବିବୃତିରେ ରାମୋଜୀ ରାଓ ପ୍ରକାଶ କରିଛନ୍ତି ।

ତେବେ ତେଲେଙ୍ଗାନା ଏବଂ ଆନ୍ଧ୍ରପ୍ରଦେଶ ଲୋକେ କୋରୋନାକୁ ସଠିକ ଭାବେ ମୁକାବିଲା କରିପାରିବେ ବୋଲି ଆଶା ବ୍ୟକ୍ତ କରିଛନ୍ତି ରାମୋଜୀ ଗ୍ରୁପ ଚେୟାରମ୍ୟାନ ରାମୋଜୀ ରାଓ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.