ETV Bharat / bharat

ଉଜୈନରେ ମହାକାଳଙ୍କ ରାଜକୀୟ ଯାତ୍ରାରେ ଯୋଗଦେଲେ ସିନ୍ଧିଆ

author img

By

Published : Aug 17, 2020, 8:42 PM IST

ସୋମବାର ମହାକାଳଙ୍କ ରାଜକୀୟ ଯାତ୍ରା ଉଜୈନରେ ହୋଇଛି । ଏଥିରେ ଜ୍ୟୋତିରାଦିତ୍ୟ ସିନ୍ଧିଆ ସାମିଲ ହୋଇଛନ୍ତି ।

Jyotiraj Scindia
ଉଜୈନରେ ମହାକାଳଙ୍କ ରାଜକୀୟ ଯାତ୍ରାରେ ଯୋଗଦେଲେ ସିନ୍ଧିଆ

ଭୋପାଳ: ସୋମବାର ମହାକାଳଙ୍କ ରାଜକୀୟ ଯାତ୍ରା ଉଜୈନରେ ହୋଇଛି । କୋରୋନା ହେତୁ ରଥକୁ ସ୍ବଳ୍ପ ବାଟ ଟାଣି ନିଆଯାଇଥିଲା କିନ୍ତୁ ଏହି ରଥଯାତ୍ରାର ସମ୍ପୂର୍ଣ୍ଣ ରାଜକୀୟ ଢଙ୍ଗୀରେ କରାଯାଇଛି । ମାର୍ଗରେ ନାଲି କପଡା ରଖାଯାଇଥିଲା ଓ ରାସ୍ତାରେ ବାଣ ମଧ୍ୟ ଫୁଟାଯାଇଥିଲା । ଏହି ଯାତ୍ରାରେ ଉମା ଭାରତୀଙ୍କ ସମେତ ଜ୍ୟୋତିରାଦିତ୍ୟ ସିନ୍ଧିଆ, ତୁଲସୀରାମ ସିଲାୱଟ, କମଲ ପଟେଲ, ମୋହନ ଯାଦବ ଓ ଉଜୈନ ସାଂସଦ ଅନିଲ ଫିରୋଜିଆ ସାମିଲ ହୋଇଥିଲେ ।

ଏହି ଯାତ୍ରା ଅପରାହ୍ନ 4ଟାରୁ ଆରମ୍ଭ ହୋଇଥିଲା । ପୂର୍ବତନ କେନ୍ଦ୍ରମନ୍ତ୍ରୀ ତଥା ରାଜ୍ୟସଭା ସାଂସଦ ଜ୍ୟୋତିରାଦିତ୍ୟ ସିନ୍ଧିଆ ରାମନାଥରେ ପୂଜାରେ ଯୋଗ ଦେଇଥିଲେ । ସାଧାରଣ ଭକ୍ତଙ୍କ ଉପରେ ସମ୍ପୂର୍ଣ୍ଣ ନିଷେଧାଦେଶ ରହିଥିଲା । ଘରେ ରହି ଦେଖିବାରେ ସୁବିଧା କରିବା ପାଇଁ ମହାକାଳ ମନ୍ଦିର ଆପରେ ଲାଇଭ୍ ବ୍ୟବସ୍ଥା କରାଯାଇଥିଲା ।

ବାବା ମହାକାଳଙ୍କ ଚନ୍ଦ୍ରମୁଲେଶ୍ବର ବେଶ, ମନମେହଶରୂପ ତଥା ସମସ୍ତ ପାରମ୍ପରିକ ମୁକୁଟ ଦର୍ଶନ ସହ ପବିତ୍ର ଶିପ୍ରା ଘାଟରେ ପୂଜାର୍ଚ୍ଚନା କରାଗଲା । ଏହି ସମସ୍ତ ଦୃଶ୍ୟକୁ ଲାଇଭ୍ ମାଧ୍ୟମରେ ଦେଖିପାରିବେ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.