ETV Bharat / bharat

3 ଦିନିଆ ମସ୍କୋ ଗସ୍ତରେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ - ପ୍ରତିରକ୍ଷାମନ୍ତ୍ରୀ ରାଜନାଥ ସିଂହ

3 ଦିନିଆ ମସ୍କୋ ଗସ୍ତରେ ପ୍ରତିରକ୍ଷାମନ୍ତ୍ରୀ ରାଜନାଥ ସିଂହ। ରଷର ବିଜୟ ଦିବସ ପରେଡରେ ରେ ଯୋଗ ଦେବେ। ଆଜି ନୂଆଦିଲ୍ଲୀରୁ ବାୟୁସେନାର ଏକ ସ୍ବତନ୍ତ୍ର ବିମାନରେ ରଷ ଅଭିମୁଖେ ଯାତ୍ରା କରିଛନ୍ତି ରାଜନାଥ ସିଂ।

3 ଦିନିଆ ରଷ ଗସ୍ତରେ ବାହାରିଲେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ

author img

By

Published : Jun 22, 2020, 11:46 AM IST

ନୂଆଦିଲ୍ଲୀ: 3 ଦିନିଆ ମସ୍କୋ ଗସ୍ତରେ ପ୍ରତିରକ୍ଷାମନ୍ତ୍ରୀ ରାଜନାଥ ସିଂହ। ଋଷର 75ତମ ବିଜୟ ଦିବସ ପରେଡରେରେ ସେ ଯୋଗ ଦେବେ। ଆଜି ନୂଆଦିଲ୍ଲୀରୁ ବାୟୁସେନାର ଏକ ସ୍ବତନ୍ତ୍ର ବିମାନରେ ରଷ ଅଭିମୁଖେ ଯାତ୍ରା କରିଛନ୍ତି ରାଜନାଥ ସିଂ।

ଏହି ଗସ୍ତ ଅବସରରେ ଭାରତ ଓ ଋଷର ଦ୍ବିପାକ୍ଷିକ ପ୍ରତିରକ୍ଷା ସମ୍ପର୍କ ଏବଂ ରଣନୀତିକ ଭାଗିଦାରୀକୁ ଆହୁରି ମଜବୁତ୍ କରିବାକୁ ଏକ ସୁବର୍ଣ୍ଣ ସୁଯୋଗ ପ୍ରଦାନ କରିବ। ଏହାସହ ମୁଁ ମସ୍କୋରେ 75ତମ ବିଜୟ ଦିବସ ପରେଡରେ ଯୋଗଦେବି ବୋଲି ପ୍ରତିରକ୍ଷା ମନ୍ତ୍ରୀ ଟ୍ବିଟ କରି ସୂଚନା ଦେଇଛନ୍ତି। ତାଙ୍କ ସହ ପ୍ରତିରକ୍ଷା ସଚିବ ମଧ୍ୟ ଯାଇଛନ୍ତି।

ସୂଚନା ଅନୁସାରେ, ଦ୍ବିତୀୟ ବିଶ୍ବ ଯୁଦ୍ଧରେ ଜର୍ମାନ ବିରୁଦ୍ଧରେ ସୋଭିଏତ ସଙ୍ଘର ବିଜୟ ଦିବସକୁ ଋଷ ପ୍ରତିବର୍ଷ 24 ତାରିଖରେ ପାଳନ କରିଥାଏ। ଚଳିତ ବର୍ଷ ମସ୍କୋ ରେଡ୍ ସ୍କୋୟାରରେ ଦେଶ 75 ତମ ବିଜୟ ଦିବସ ପାଳନ କରିବ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.