ETV Bharat / bharat

ରାଜୀବ ଗାନ୍ଧୀ ହତ୍ୟା ଅଭିଯୁକ୍ତଙ୍କ ମୁକ୍ତ ପ୍ରସଙ୍ଗ, ନିଷ୍ପତ୍ତି ନେବେ ତାମିଲନାଡୁ ରାଜ୍ୟପାଳ - ତାମିଲନାଡୁ ରାଜ୍ୟପାଳ

ପୂର୍ବତନ ପ୍ରଧାନମନ୍ତ୍ରୀ ରାଜୀବ ଗାନ୍ଧୀଙ୍କ ହତ୍ୟା ଅଭିଯୁ୍କ୍ତ ଏ.ଜି ପେରିଭାଲାନଙ୍କୁ ମୁକ୍ତ କରାଯିବ କି ନାହିଁ ତାହା ତାମିଲନାଡୁର ରାଜ୍ୟପାଳ ସ୍ଥିର କରିବେ । ପଢନ୍ତୁ ଅଧିକ..

ରାଜୀବ ଗାନ୍ଧୀ ହତ୍ୟା ଅଭିଯୁକ୍ତଙ୍କ ମୁକ୍ତ ନିଷ୍ପତ୍ତି ନେବେ ତାମିଲନାଡୁ ରାଜ୍ୟପାଳ

author img

By

Published : Jan 21, 2021, 5:14 PM IST

ଚେନ୍ନାଇ: ପୂର୍ବତନ ପ୍ରଧାନମନ୍ତ୍ରୀ ରାଜୀବ ଗାନ୍ଧୀଙ୍କ ହତ୍ୟା ଅଭିଯୁ୍କ୍ତ ଏ.ଜି ପେରିଭାଲାନଙ୍କୁ ମୁକ୍ତ କରାଯିବ କି ନାହିଁ ତାହା ତାମିଲନାଡୁର ରାଜ୍ୟପାଳ ବନୱାରିଲାଲ ପୁରୋହିତ ସ୍ଥିର କରିବେ । ବୁଧବାର ଏନେଇ ସୁପ୍ରିମକୋର୍ଟକୁ ସୂଚନା ଦେଇଛନ୍ତି କେନ୍ଦ୍ର ସରକାର । ସୁପ୍ରିମକୋର୍ଟର ଶୁଣାଣି କରୁଥିବା ବେଞ୍ଚ ଏହି ମାମଲାକୁ 4 ସପ୍ତାହ ସ୍ଥଗିତ ରଖିଛି ।

କେନ୍ଦ୍ର ସରକାରଙ୍କ ପକ୍ଷ ରଖୁଥିବା ସଲିସିଟର ଜେନେରାଲ ତୁଷାର ମେହେଟ୍ଟା କହିଛନ୍ତି ଯେ ଅଭିଯୁକ୍ତ ପେରାରିଭାଲାନଙ୍କୁ ମୁକ୍ତ କରିବା ପାଇଁ ରାଜ୍ୟପାଳଙ୍କୁ ରାଜ୍ୟ ସରକାର ଆସନ୍ତା 3 ରୁ 4 ଦିନ ମଧ୍ୟରେ ସୁପାରିଶ କରିବେ । ପରେ ରାଜ୍ୟପାଳ ସର୍ବୋଚ୍ଚ ଅଦାଲତଙ୍କୁ ସ୍ପଷ୍ଟ କରିବେ ବୋଲି ଜଣା ପଡିଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.