ETV Bharat / bharat

ରାଜଧାନୀରେ କୁଆପଥର ବର୍ଷା, AIIMS ରେ ବନ୍ୟା !

author img

By

Published : Mar 14, 2020, 11:09 PM IST

ରାଜଧାନୀ ଦିଲ୍ଲୀରେ ଅଦିନିଆ ବର୍ଷା । ରାଜପଥ ଓ ସଂସଦ ପରିସରରେ କୁଆପଥର ବର୍ଷା ହୋଇଥିବା ବେଳେ AIIMSରେ ଏକ ପ୍ରକାର ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି । ଅଧିକ ପଢନ୍ତୁ...

aa
ରାଜଧାନୀରେ କୁଆପଥର ବର୍ଷା

ନୂଆଦିଲ୍ଲୀ: ରାଜଧାନୀ ଦିଲ୍ଲୀରେ କୁଆପଥର ବର୍ଷା । ଉତ୍ତର ଦିଲ୍ଲୀ ଅଞ୍ଚଳରେ ପ୍ରବଳରୁ ଅତିପ୍ରବଳ ବର୍ଷା ହୋଇଥିବା ଦେଖିବାକୁ ମିଳିଛି । ରାଜପଥ ଓ ସଂସଦ ପରିସରରେ କୁଆପଥର ବର୍ଷା ହୋଇଛି । ଅଦିନିଆ ବର୍ଷାରେ ଜନଜୀବନ ଅସ୍ତବ୍ୟସ୍ତ ହୋଇପଡିଛି ।

ରାଜଧାନୀରେ କୁଆପଥର ବର୍ଷା

ସେହିପରି AIIMS ରେ ପାଣି ଜମି ରହିଥିବା ଦେଖିବାକୁ ମିଳିଛି । ଏତେ ମାତ୍ରାରେ ବର୍ଷା ହୋଇଛି ଯେ ଦୁଇ ଚକିଆ, ତିନି ଚକିଆ ଓ ଚାରି ଚକିଆ ଯାନ ଗୁଡିକ ପାଣିରେ ଅଧା ବୁଡି ଯାଇଥିବା ଦେଖିବାକୁ ମିଳିଛି । AIIMS ପରିସରରେ ଏକ ପ୍ରକାର ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି । ଇଣ୍ଡିଆ ଗେଟ୍‌ ରେ ମଧ୍ୟ ଭାରି ମାତ୍ରାରେ ବର୍ଷା ହୋଇଥିବା ଦେଖିବାକୁ ମିଳିଛି ।

@ANI

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.