ETV Bharat / bharat

ବାପୁ@150: ରେଳମନ୍ତ୍ରାଳୟ କାର୍ଯ୍ୟକ୍ରମରେ ‘ଇଟିଭି ଭାରତ’ ଭିଡିଓ

author img

By

Published : Oct 2, 2019, 5:31 PM IST

ଗାନ୍ଧୀ ଜୟନ୍ତୀ ଅବସରରେ ରେଳମନ୍ତ୍ରାଳୟ ପକ୍ଷରୁ 'ଇଟିଭି ଭାରତ' ଦ୍ବାରା ପ୍ରସ୍ତୁତ ସ୍ବତନ୍ତ୍ର ଭଜନ ‘ବୈଷ୍ଣବ ଜନ ତୋରେ କହିୟେ, ତେ ପିଡ ପରାୟେ ଜାନେ ରେ’ ଗୀତକୁ ଷ୍ଟେସନରେ ଭିଡିଓ ମାଧ୍ୟମରେ ଦେଖାଇଛି ।

ଫଟୋ ସୌଜନ୍ୟ: ଇଟିଭି ଭାରତ ବ୍ୟୁରୋ

ନୂଆଦିଲ୍ଲୀ: ଆଜି ସମଗ୍ର ଦେଶ ପାଳୁଛି ମହାତ୍ମା ଗାନ୍ଧୀଙ୍କ 150ତମ ଜୟନ୍ତୀ । ଏହି ଅବସରରେ 'ଇଟିଭି ଭାରତ' ଦ୍ବାରା ପ୍ରସ୍ତୁତ ମହାତ୍ମା ଗାନ୍ଧୀଙ୍କ ପ୍ରିୟ ଭଜନ ମାଧ୍ୟମରେ ସାରା ଦେଶକୁ ଏକତାର ସନ୍ଦେଶ ଦେବାରେ ନିଜର ମହତ୍ତ୍ବପୂର୍ଣ୍ଣ ଭୂମିକା ଦର୍ଶାଇଛି । ଦେଶର ସର୍ବଶ୍ରେଷ୍ଠ ଗାୟକ ଓ ଗାୟିକା ନିଜର ସୁମଧୁର କଣ୍ଠରେ ଏହି ଗୀତକୁ ପରିବେଷଣ କରିଛନ୍ତି ।

ଭିଡିଓ ସୌଜନ୍ୟ: ଇଟିଭି ଭାରତ ବ୍ୟୁରୋ

ଏନେଇ ରେଳ ମନ୍ତ୍ରାଳୟ ପକ୍ଷରୁ ଗାନ୍ଧୀ ଜୟନ୍ତୀ ଅବସରରେ ଅନେକ କାର୍ଯ୍ୟକ୍ରମ ଆୟୋଜିତ କରାଯାଇଛି । ସେଥିମଧ୍ୟରୁ ମନ୍ତ୍ରାଳୟ ଗାନ୍ଧୀଙ୍କ ସହ ସମ୍ଭନ୍ଧିତ 'ଇଟିଭି ଭାରତ' ଦ୍ବାରା ପ୍ରସ୍ତୁତ ‘ବୈଷ୍ଣବ ଜନ ତୋ ରେ କହିୟେ, ତେ ପିଡ ପରାୟେ ଜାନେ ରେ’ ଗୀତକୁ ଷ୍ଟେସନରେ ଭିଡିଓ ମାଧ୍ୟମରେ ଦେଖାଇଛି । ଏହା ଗାନ୍ଧୀଙ୍କ ପ୍ରିୟ ଭଜନ ହୋଇଥିବାବେଳେ 11ଟି ଭାଷାରେ ଏହାକୁ ପ୍ରସ୍ତୁତ କରାଯାଇଛି ।

ଗାନ୍ଧୀଜୀଙ୍କ ଜୀବନ ଭାରତ ସହ ସମ୍ପୂର୍ଣ୍ଣ ଭାବେ ଜଡିତ ରହିଥିଲା । ସେ ସଚ୍ଚୋଟତା ଭାବେ ମାନବତାବାଦ ଓ ସାର୍ବଭୌମିକ ଭାଇଚାରାକୁ ଶିଖାଇଥିଲେ । ଆଉ ନିଜେ ମଧ୍ୟ ଏହି ଆଦର୍ଶରେ ଅନୁପ୍ରାଣିତ ହୋଇଥିଲେ । ସେ କେବେ ହେଲେ ଦୁଷ୍ଟଙ୍କ ପ୍ରତି ଘୃଣା ଭାବ ରଖୁନଥିଲେ । ସେ ସର୍ବଦା ଅହିଂସା ଓ ସତ୍ୟ ମାର୍ଗରେ ପରିଚାଳିତ ହେବାକୁ ଶିକ୍ଷା ଦେଉଥିଲେ ।

Intro:Body:

ranjita

Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.