ETV Bharat / bharat

ବିଶାଖାପଟନମ ରେଳଟ୍ରାକରେ ବିଦ୍ୟୁତ ଆଘାତରେ ଓଡିଆ ଶ୍ରମିକ ମୃତ

ବିଶାଖାପଟନମ ଆରକୁ ଘାଟିର ରେଳଲାଇନରେ ବିଦ୍ୟୁତ କାମ କରୁଥିବାବେଳେ ଜଣେ କର୍ମଚାରୀଙ୍କ ମୃତ୍ୟୁ ହୋଇଛି । ମୃତକ ଜଣଙ୍କ ଓଡିଶାର ବୋଲି ଜଣାପଡିଛି ।

Railway coolie died by electric shock
ବିଦ୍ୟୁତ ଆଘାତରେ ଓଡିଆ ଶ୍ରମିକ ମୃତ
author img

By

Published : Dec 11, 2019, 4:12 PM IST

ଅମରାବତୀ: ବିଶାଖାପଟନମ ଆରକୁ ଘାଟିର ରେଳ ଲାଇନରେ ବିଦ୍ୟୁତ କାମ କରୁଥିବା ବେଳେ ଜଣେ କର୍ମଚାରୀଙ୍କ ମୃତ୍ୟୁ ହୋଇଛି । ମୃତକ ଜଣଙ୍କ ଓଡିଶାର ବୋଲି ଜଣାପଡିଛି ।

ବିଦ୍ୟୁତ ଆଘାତରେ ଓଡିଆ ଶ୍ରମିକ ମୃତ

ସୂଚନା ଅନୁଯାୟୀ, ଆରକୁ ରେଲୱେଷ୍ଟସନ ଟ୍ରାକରେ ମାଲବୋଝେଇ ଟ୍ରେନ ଯାଉଥିବା ବେଳେ ଉପରେ ଲଟକିଥିବା ବିଦ୍ୟୁତ ତାରକୁ ସ୍ପର୍ଶ କରିଯାଇଥିଲା । ଏହି ସମୟରେ ଟ୍ରାକରେ କାମ କରୁଥିବା କର୍ମଚାରୀଙ୍କୁ ବିଦ୍ୟୁତ ଆଘାତ ଲାଗିଥିଲା । ଘଟଣାସ୍ଥଳରେ ହିଁ ତାଙ୍କର ମୃତ୍ୟୁ ହୋଇଛି । ଏହି ଘଟଣାରେ ଅନ୍ୟ ଜଣେ କର୍ମଚାରୀ ମଧ୍ୟ ଆହତ ହୋଇଥିଲେ । ତାଙ୍କୁ ଆରୁକ ଘାଟିର ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଛି ।

ଖବର ପାଇ ବିଜୟନଗରମ ପୋଲିସ ଏକ ମାମଲା ରୁଜୁ କରି ତଦନ୍ତ କରୁଛି । ଏପଟେ ଜିଆରପି ମଧ୍ୟ ଯାଞ୍ଚ ଜାରି ରଖିଛି ।

Intro:Body:

Railway coolie died by electric shock

A Cooley native of Orissa died when an electric shock struck at railway line in the Araku Valley of Visakha district. At Araku railway station while railway track alloting to the goods train by touching electric wires Pandy Bode from Parigoda got elecric shock and died on the spot. In this incident Udaya from Parigoda also injured. In the morning, victims were rushed to the Araku vally Regional Medical Center for medical attention for treament. Vijayanagaram district police have registered a case and are investigating in the GRP.

Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.