ETV Bharat / bharat

ଆଜି ପାଟନା ଗାନ୍ଧୀ ମଇଦାନରେ ଗର୍ଜିବେ ରାହୁଲ - jan aakanksha rally

ବିହାରରେ ମେଣ୍ଟ ସଜାଡିବେ ରାହୁଲ । ଜୀବନ୍ୟାସ ପାଇବ କଂଗ୍ରେସ । ଜନ ଆକାଂକ୍ଷା ଯାତ୍ରାରେ ସାମିଲ ହେବେ ରାହୁଲ ଗାନ୍ଧୀ । ଦଳୀୟ କାର୍ଯ୍ଯକର୍ତ୍ତାଙ୍କୁ ଦେବେ ଗୁରୁମନ୍ତ୍ର । ବିଜେପି-ଜେଡିୟୁ ମେଣ୍ଟ ଉପରେ ଜୋରଦାର ବର୍ଷିପାରନ୍ତି । ଗାନ୍ଧୀ ମଇଦାନରୁ ବାଜିବ ନିର୍ବାଚନୀ ବିଗୁଲ ।

ଫାଇଲ ଫଟୋ
author img

By

Published : Feb 3, 2019, 12:15 PM IST

ପାଟନା: ବିହାରରେ ମେଣ୍ଟ ସଜାଡିବେ ରାହୁଲ । ଜୀବନ୍ୟାସ ପାଇବ କଂଗ୍ରେସ । ଜନ ଆକାଂକ୍ଷା ଯାତ୍ରାରେ ସାମିଲ ହେବେ ରାହୁଲ ଗାନ୍ଧୀ । ଦଳୀୟ କାର୍ଯ୍ଯକର୍ତ୍ତାଙ୍କୁ ଦେବେ ଗୁରୁମନ୍ତ୍ର । ବିଜେପି-ଜେଡିୟୁ ମେଣ୍ଟ ଉପରେ ଜୋରଦାର ବର୍ଷିପାରନ୍ତି । ଗାନ୍ଧୀ ମଇଦାନରୁ ବାଜିବ ନିର୍ବାଚନୀ ବିଗୁଲ ।

ଆଜି ବିହାର ଗସ୍ତରେ ଯାଉଛନ୍ତି କଂଗ୍ରେସ ହାଇକମାଣ୍ଡ ରାହୁଲ ଗାନ୍ଧୀ । 30 ବର୍ଷ ପରେ ରାଜଧାନୀ ପାଟନାର ଐତିହାସିକ ଗାନ୍ଧୀ ମଇଦାନରେ କଂଗ୍ରେସ ରାଲି ଆୟୋଜନ କରୁଛି । ଦଳୀୟ ନେତା ଓ କର୍ମୀ ବି ଏନେଇ ବେଶ ଉତ୍ସାହିତ ଅଛନ୍ତି । ଶନିବାରଠୁ ବିଭିନ୍ନ ଜିଲ୍ଲାରୁ କର୍ମୀ ଓ ନେତା ରାଜଧାନୀରେ ପହଞ୍ଚିଲେଣି ।

ରାଲିରେ କଂଗ୍ରେସ ଅଧ୍ୟକ୍ଷଙ୍କ ସମେତ ବିରୋଧୀ ଦଳ ନେତା ତେଜସ୍ବୀ ଯାଦବ, ଆରଏଲଏସପି ମୁଖ୍ୟ ଉପେନ୍ଦ୍ର କୁଶୱାହା, ହମ ମୁଖ୍ୟ ଜତୀନ ରାମ ମାଝୀ ମଧ୍ୟ ସାମିଲ ହେଉଛନ୍ତି । ଛତିଶଗଡ, ମଧ୍ୟପ୍ରଦେଶ ଏବଂ ରାଜସ୍ଥାନ ମୁଖ୍ୟମନ୍ତ୍ରୀ ସାମିଲ ହେବାର ଅଛି । ଏହାବ୍ୟତୀତ କିଛି ବାମପନ୍ଥୀ ଦଳର ନେତା ବି ଆସୁଛନ୍ତି । ଏନେଇ ବିହାର ପିସିସି ସଭାପତି ମଦନ ମୋହନ ଝା ସୂଚନା ଦେଇଛନ୍ତି ।

ବିଜେପି-ଜେଡିୟୁ ମେଣ୍ଟକୁ ଟକ୍କର ଦେବାକୁ ଆରଜେଡି, କଂଗ୍ରେସ, ଆରଏଲଏସପି ଏବଂ ଅନ୍ୟ କିଛି ଦଳ ଅଣ୍ଟା ଭିଡିଛନ୍ତି । ସାଧାରଣ ନିର୍ବାଚନ ପୂର୍ବରୁ ଏହି ରାଲି ବେଶ ଗୁରୁତ୍ବବହନ କରୁଛି । ମେଣ୍ଟରେ ରହିବାକୁ ଥିବା ଦଳର ନେତାଙ୍କ କଣ ଆଭିମୁଖ୍ୟ ରହିଛି, ତା ଉପରେ ସମସ୍ତଙ୍କ ନଜର ରହିଛି ।

undefined

Intro:Body:

ଆଜି ପାଟନା ଗାନ୍ଧୀ ମଇଦାନରେ ଗର୍ଜିବେ ରାହୁଲ

Conclusion:
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.