ETV Bharat / bharat

ଅସୁସ୍ଥ RJD ନେତା ରଘୁବଂଶ ସିଂହ ଗୁରୁତର, ଚିନ୍ତିତ ଲାଲୁ

author img

By

Published : Sep 9, 2020, 8:33 PM IST

ରାଷ୍ଟ୍ରୀୟ ଜନତା ଦଳ ଉପରେ ନାରାଜ ଥିବା ପ୍ରଭାବଶାଳୀ ନେତା ତଥା ପୂର୍ବତନ କେନ୍ଦ୍ରମନ୍ତ୍ରୀ ରଘୁବଂଶ ପ୍ରସାଦ ସିଂହ ଅଚାନକ ଅସୁସ୍ଥ ହୋଇପଡିଛନ୍ତି । ଅଧିକ ପଢନ୍ତୁ...

ଅସୁସ୍ଥ RJD ନେତା ରଘୁବଂଶ ସିଂହ ଗୁରୁତର, ଚିନ୍ତିତ ଲାଲୁ
ଅସୁସ୍ଥ RJD ନେତା ରଘୁବଂଶ ସିଂହ ଗୁରୁତର, ଚିନ୍ତିତ ଲାଲୁ

ପାଟନା: ବିହାର ରାଜନୀତି ସହ ଜଡିତ ଏକ ବଡ ଖବର ସାମ୍ନାକୁ ଆସିଛି । ରାଷ୍ଟ୍ରୀୟ ଜନତା ଦଳ ଉପରେ ନାରାଜ ଥିବା ପ୍ରଭାବଶାଳୀ ନେତା ତଥା ପୂର୍ବତନ କେନ୍ଦ୍ରମନ୍ତ୍ରୀ ରଘୁବଂଶ ପ୍ରସାଦ ସିଂହ ଅଚାନକ ଅସୁସ୍ଥ ହୋଇପଡିଛନ୍ତି । ସ୍ବାସ୍ଥ୍ୟବସ୍ଥା ଗୁରୁତର ଥିବାରୁ ରଘୁବଂଶଙ୍କୁ ଦିଲ୍ଲୀ ଏମ୍ସର ଆଇସିୟୁରେ ଭର୍ତ୍ତି କରାଯାଇଛି ।

ରଘୁବଂଶଙ୍କ ଅସୁସ୍ଥତାକୁ ନେଇ ଆରଜେଡି ମୁଖିଆ ଲାଲୁପ୍ରସାଦ ଯାଦବ ଚିନ୍ତିତ ଥିବା ଜଣାପଡିଛି । ପୂର୍ବରୁ ପାଟନା ଏମ୍ସରେ ରଘୁବଂଶଙ୍କ ଚିକିତ୍ସା ଚାଲିଥିଲା । ସେଠାରୁ ସେ ସୁସ୍ଥ ହୋଇ ଡିସଚାର୍ଜ ହୋଇଥିଲେ ।

ରଘୁବଂଶଙ୍କୁ ନେଇ ବିହାରର ରାଜନୀତିରେ ଝଡ ସୃଷ୍ଟି ହୋଇଥିଲା । ସେ ଦଳର ଉପାଧ୍ୟକ୍ଷ ପଦରୁ ଇସ୍ତଫା ମଧ୍ୟ ଦେଇଥିଲେ । ତେବେ ଅସୁସ୍ଥତା ମଧ୍ୟରେ ବି ରଘୁବଂଶ ନାରାଜ ଥିବା ଜଣାପଡିଛି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.