ETV Bharat / bharat

ପରିବାରର 5 ସଦସ୍ୟଙ୍କୁ ଗୁଳି କରି ହତ୍ୟା - man kills all family member

ଗତ ଶୁକ୍ରବାର ବିଳମ୍ବିତ ରାତ୍ରିରେ ପଞ୍ଜାବର ମୋଗା ଅଞ୍ଚଳ ନିକଟସ୍ଥ ନାଥୁୱାଲ ଗ୍ରାମର ସନ୍ଦିପ ସିଂ ନାମକ ଯୁବକ ନିଜ ଜେଜେମା, ବାପା, ମାଆ, ଭଉଣୀ  ଏବଂ ତିନି ବର୍ଷର ଭାଣିଜୀକୁ ଗୁଳି କରି ହତ୍ୟା କରିବା ପରେ ନିଜକୁ ଗୁଳି କରି ଆତ୍ମହତ୍ୟା କରିଛନ୍ତି ।

ଫାଇଲ ଫଟୋ
author img

By

Published : Aug 3, 2019, 4:08 PM IST

ଚଣ୍ଡିଗଡ: ପଞ୍ଜାବର ଏକ ଅଭାବନୀୟ ଘଟଣା ଘଟିଛି । ଜଣେ ବ୍ୟକ୍ତି ଆତ୍ମହତ୍ୟା କରିବା ପୂର୍ବରୁ ନିଜ ପରିବାର 5 ଜଣ ସଦସ୍ୟଙ୍କ ସମେତ ନିଜ ଭାଣିଜୀଙ୍କୁ ହତ୍ୟା କରି ନିଜେ ଆତ୍ମହତ୍ୟା କରିଛି । ଏଭଳି ଘଟଣା ଦେଖିବାକୁ ମିଳିଛି ପଞ୍ଜାବର ମୋଗା ଅଞ୍ଚଳ ନିକଟସ୍ଥ ନାଥୁୱାଲ ଗ୍ରାମରେ ।

ଗତ ଶୁକ୍ରବାର ବିଳମ୍ବିତ ରାତ୍ରିରେ ସନ୍ଦିପ ସିଂ ନାମକ ଯୁବକ ନିଜ ଜେଜେମା, ବାପା, ମାଆ, ଭଉଣୀ ଏବଂ ତିନି ବର୍ଷର ଭାଣିଜୀକୁ ଗୁଳି କରି ହତ୍ୟା କରିବା ପରେ ନିଜକୁ ଗୁଳି କରି ଆତ୍ମହତ୍ୟା କରିଛନ୍ତି । ତେବେ ତାଙ୍କ ଜେଜେବାପା ମେଡିକାଲରେ ଚିକିତ୍ସିତ ହେଉଥିବା ହେତୁ ଏଥିରୁ ବଞ୍ଚିଯାଇଛନ୍ତି ।

ତେବେ ଏହା ପଛରେ ଥିବା କାରଣ ଅସ୍ପଷ୍ଟ ଥିବାବେଳେ ପୋଲିସ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଜାରି ରଖିଛନ୍ତି ।

Intro:Body:

BLANK FOR LINK 

Conclusion:
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.