ETV Bharat / bharat

କୋରୋନା ଭୟ, ପଞ୍ଜାବରେ ସ୍ଥିତି ଗମ୍ଭୀର

author img

By

Published : Mar 24, 2020, 5:23 PM IST

ଦେଶରେ କୋରୋନା ଭାଇରସ୍‌ର ଆଶଙ୍କା କ୍ରମାଗତ ଭାବେ ବୃଦ୍ଧି ପାଉଛି । ଏନେଇ ପ୍ରତିଦିନ ନୂଆ ମାମଲା ସାମ୍ନାକୁ ଆସୁଛି । ଅଧିକ ପଢନ୍ତୁ..

କୋରୋନା ଭୟ, ପଞ୍ଜାବରେ ସ୍ଥିତି ଗମ୍ଭୀର
କୋରୋନା ଭୟ, ପଞ୍ଜାବରେ ସ୍ଥିତି ଗମ୍ଭୀର

ନୂଆଦିଲ୍ଲୀ: ଦେଶରେ କୋରୋନା ଭାଇରସ୍‌ର ଆଶଙ୍କା କ୍ରମାଗତ ଭାବେ ବୃଦ୍ଧି ପାଉଛି । ଏନେଇ ପ୍ରତିଦିନ ନୂଆ ମାମଲା ସାମ୍ନାକୁ ଆସୁଛି ।

punjab-health-minister-inform-centre-that-around-90000-nri-landed-in-state-this-month-only-which-may-increase-covid-19-cases-alarmingly
କୋରୋନା ଭୟ, ପଞ୍ଜାବରେ ସ୍ଥିତି ଗମ୍ଭୀର

ବର୍ତ୍ତମାନ ସୁଦ୍ଧା ଭାରତରେ 500ରୁ ଅଧିକ କୋରୋନା ମାମଲା ରୁଜୁ ହୋଇଛି । 10 ଜଣଙ୍କର ମୃତ୍ୟୁ ହୋଇଥିବାବେଳେ ଏହି ସମୟରେ ପଞ୍ଜାବରୁ ଏଭଳି ଖବର ଆସିଛି ଯାହା ଲୋକଙ୍କୁ ଭୟଭୀତ କରିପାରେ ।

ପଞ୍ଜାବ ସ୍ବାସ୍ଥ୍ୟମନ୍ତ୍ରୀ ବଲଭେର ସିଦ୍ଧୁ କେନ୍ଦ୍ର ସ୍ବାସ୍ଥ୍ୟମନ୍ତ୍ରୀ ହର୍ଷ ବର୍ଦ୍ଧନଙ୍କୁ ଚିଠି ଲେଖି ସୂଚନା ଦେଇଛନ୍ତି ଯେ ଗତ 3-4 ମାସ ମଧ୍ୟରେ ପଞ୍ଜାବକୁ 90 ହଜାର ଏନଆରଆଇ ଆସିଛନ୍ତି । ଯେଉଁମାନଙ୍କ ପାଖରେ COVID-19ର ଲକ୍ଷଣ ରହିଛି ।

ଏହି ରୋଗ ଦିନକୁ ଦିନ ବିସ୍ତାର କରିବାରେ ଲାଗିଛି । COVID-19 ରୋଗୀଙ୍କ ସଂଖ୍ୟା ଉଦ୍‌ବେଗଜନକ ଭାବରେ ବୃଦ୍ଧି ପାଇବାରେ ଲାଗିଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.