ETV Bharat / bharat

ଧାର୍ମିକ ସ୍ଥଳରେ ଲଙ୍ଗର ପାଇଁ ଅନୁମତି ଦେଲେ ପଞ୍ଜାବ ସରକାର - ଧାର୍ମିକ ସ୍ଥାନରେ ଲଙ୍ଗର୍ ପାଇଁ ଅନୁମତି ଦେଲା ପଞ୍ଜାବ ସରକାର

ପଞ୍ଜାବ ସରକାର ଧାର୍ମିକ ସ୍ଥଳରେ ଲଙ୍ଗର, ପ୍ରସାଦ ବଣ୍ଟନ ପାଇଁ ଅନୁମତି ଦେଇଛନ୍ତି ।

community kitchens
ଧାର୍ମିକ ସ୍ଥାନରେ ଲଙ୍ଗର୍
author img

By

Published : Jun 10, 2020, 7:19 PM IST

ଚଣ୍ଡୀଗଡ: ପଞ୍ଜାବ ସରକାର ଧାର୍ମିକ ସ୍ଥଳରେ ଲଙ୍ଗର, ପ୍ରସାଦ ବଣ୍ଟନ ପାଇଁ ଅନୁମତି ଦେଇଛନ୍ତି । ପୂର୍ବ ନିର୍ଦ୍ଦେଶାବଳୀ ଅନୁଯାୟୀ ଧାର୍ମିକ ସ୍ଥାନରେ ପ୍ରସାଦ, ଖାଦ୍ୟ ବଣ୍ଟନ ଓ ଲଙ୍ଗର ସେବନ ନିଷେଧ କରାଯାଇଥିଲା । ବର୍ତ୍ତମାନ ଧାର୍ମିକ ସ୍ଥାନଗୁଡିକରେ ଲଙ୍ଗର ଓ ପ୍ରସାଦ ସେବନକୁ ଅନୁମତି ଦେବା ପାଇଁ ନିଷ୍ପତ୍ତି ନିଆଯାଇଛି । ଖାଦ୍ୟ ପ୍ରସ୍ତୁତ ଓ ବଣ୍ଟନ କରିବା ସମୟରେ କୋଭିଡ ଗାଇଡଲାଇନ୍ ଅବଲମ୍ବନ କରାଯିବ ବୋଲି ରାଜ୍ୟ ସରକାର ନିର୍ଦ୍ଦେଶ ଦେଇଛନ୍ତି ।

ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟର ଷ୍ଟାଣ୍ଡାର୍ଡ ଅପରେଟିଂ ପ୍ରଣାଳୀ (SOP)କୁ ଧାର୍ମିକ ଅନୁଷ୍ଠାନଗୁଡିକ ପାଳନ କରିବାକୁ ନିର୍ଦ୍ଦେଶ ଦିଆଯାଇଛି ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.