ETV Bharat / bharat

ପଞ୍ଜାବ ମୁଖ୍ୟମନ୍ତ୍ରୀଙ୍କ କୋରୋନା ରିପୋର୍ଟ ନେଗେଟିଭ - ପଞ୍ଜାବ ମୁଖ୍ୟମନ୍ତ୍ରୀ କ୍ୟାପଟେନ ଅମରିନ୍ଦର ସିଂ

ପଞ୍ଜାବ ମୁଖ୍ୟମନ୍ତ୍ରୀ କ୍ୟାପଟେନ ଅମରିନ୍ଦର ସିଂଙ୍କ କୋରୋନା ରିପୋର୍ଟ ନେଗେଟିଭ ଆସିଛି । ସେ 3 ଥର ନିଜର କୋରୋନା ପରୀକ୍ଷା କରାଇଥିଲେ ।

ପଞ୍ଜାବ ମୁଖ୍ୟମନ୍ତ୍ରୀଙ୍କ କୋରୋନା ରିପୋର୍ଟ ନେଗେଟିଭ

author img

By

Published : Sep 5, 2020, 6:50 PM IST

ଚଣ୍ଡିଗଡ: ପଞ୍ଜାବ ମୁଖ୍ୟମନ୍ତ୍ରୀ କ୍ୟାପଟେନ ଅମରିନ୍ଦର ସିଂଙ୍କ କୋରୋନା ରିପୋର୍ଟ ନେଗେଟିଭ ଆସିଛି । କୋରୋନା ମହାମାରୀ ଆରମ୍ଭ ହେବାଠାରୁ ସେ 3 ଥର ନିଜର କୋରୋନା ପରୀକ୍ଷା କରାଇଥିଲେ । ତେବେ ସୌଭାଗ୍ୟବସତଃ 3ଥର ଯାକ ତାଙ୍କ ରିପୋର୍ଟ ନେଗେଟିଭ ଆସିଥିଲା । ମୁଖ୍ୟମନ୍ତ୍ରୀ ଗତ 1 ସପ୍ତାହରୁ ସଂଗରୋଧରେ ରହିଥିଲେ । ତେବେ ତାଙ୍କ କୋରୋନା ରିପୋର୍ଟ ନେଗେଟିଭ ଆସିବା ପରେ ସେ ସଂଗରୋଧରୁ ବାହାରିଥିବା ଜଣାପଡିଛି ।

କ୍ୟାପଟେନ ଅମରିନ୍ଦର ସିଂ ଗତ ଅଗଷ୍ଟ 28 ତାରିଖରୁ ସଂଗରୋଧରେ ରହିଥିଲେ । କୋରୋନାରେ ଆକ୍ରାନ୍ତ ଥିବା 2 କଂଗ୍ରେସ ନେତାଙ୍କ ସଂସ୍ପର୍ଷରେ ଆସିବା ପରେ ସେ ସଂଗରୋଧରେ ରହିଥିଲେ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.