ETV Bharat / bharat

କ୍ବାରେଣ୍ଟାଇନରେ ପଞ୍ଜାବ ମୁଖ୍ୟମନ୍ତ୍ରୀ

author img

By

Published : Aug 29, 2020, 7:00 AM IST

ପଞ୍ଜାବର 2 ଜଣ କଂଗ୍ରେସ ବିଧାୟକଙ୍କୁ ଭେଟିବା ପରେ 7 ଦିନ କ୍ବାରେଣ୍ଟାଇନରେ ରହିବେ ମୁଖ୍ୟମନ୍ତ୍ରୀ କ୍ୟାପଟେନ ଅମରିନ୍ଦର ସିଂ । ଅଧିକ ପଢନ୍ତୁ...

କୋରୋନା ଆକ୍ରାନ୍ତ ବିଧାୟକଙ୍କୁ ଭେଟିଲେ କ୍ୟାପ୍ଟେନ ଅମରନ୍ଦର, କ୍ବାରେଣ୍ଟାଇନରେ ରହିବେ 7 ଦିନ

ଚଣ୍ଡିଗଡ: କୋରୋନାରେ ଆକ୍ରାନ୍ତ ହୋଇଥିବା ପଞ୍ଜାବର 2 ଜଣ କଂଗ୍ରେସ ବିଧାୟକଙ୍କୁ ଭେଟିବା ପରେ ଗୃହସଙ୍ଗରୋଧକୁ ଯାଇଛନ୍ତି ମୁଖ୍ୟମନ୍ତ୍ରୀ କ୍ୟାପଟେନ ଅମରିନ୍ଦର ସିଂ । ତେବେ ମୁଖ୍ୟମନ୍ତ୍ରୀ 7 ଦିନ କ୍ବାରେଣ୍ଟାଇନରେ ରହିବେ ।

ମୁଖ୍ୟମନ୍ତ୍ରୀଙ୍କ ଗଣମାଧ୍ୟମ ପରାମର୍ଶଦାତା ରବୀନ ଥୁକ୍ରାଲ ଟ୍ବିଟ କରି ଏହି ସୂଚନା ଦେଇଛନ୍ତି। ତେବେ କୋରୋନାରେ ଆକ୍ରାନ୍ତ ହୋଇଥିବା 2 କଂଗ୍ରେସ ବିଧାୟକ ହେଉଛନ୍ତି କୁଲବୀର ସିଂ ଜିରା ଏବଂ ନିର୍ମଲ ସିଂ ଚୁତ୍ରନା।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.