ETV Bharat / bharat

କ୍ବାରେଣ୍ଟାଇନ ସେଣ୍ଟରରେ ସଂକ୍ରମିତ ବାପାର ଆତ୍ମହତ୍ୟା, ପୁଅ ପଜେଟିଭ

କ୍ବାରେଣ୍ଟାଇନ କେନ୍ଦ୍ରରେ ଆତ୍ମହତ୍ୟା କଲେ କୋରୋନା ଆକ୍ରାନ୍ତ ବାପା। ପୁଣେ ମୁନସିପାଲ କର୍ପୋରେସନ କନ୍ଧଓ୍ବାରେ ଘଟିଛି ଏଭଳି ଘଟଣା । ଅଧିକ ପଢନ୍ତୁ....

Pune: 60-Year-Old Man Dies by Suicide at Quarantine Centre He Was at With His Son, After Both Tested Positive For COVID-19
କ୍ବାରେନଣ୍ଟାଇନ କେନ୍ଦ୍ରରେ ସଂକ୍ରମିତ ବାପାର ଆତ୍ମହତ୍ୟା, ପୁଅ ପଜେଟିଭ
author img

By

Published : Jul 7, 2020, 10:13 AM IST

ମୁମ୍ବାଇ: କ୍ବାରେଣ୍ଟାଇନ କେନ୍ଦ୍ରରେ ଆତ୍ମହତ୍ୟା କଲେ କୋରୋନା ଆକ୍ରାନ୍ତ । ଏଭଳି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ମହାରାଷ୍ଟ୍ରର ପୁଣେ ମୁନସିପାଲ କର୍ପୋରେସନର କନ୍ଧଓ୍ବାରେ । ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି । କିଭଳି ପରିସ୍ଥିତିରେ ଆତ୍ମହତ୍ୟା କଲେ ସେନେଇ ଛାନଭିନ ଜାରି ରଖିଛି ପୋଲିସ।

ସୂଚନା ଅନୁସାରେ, ଜଣେ 60 ବୟସ୍କ ବ୍ୟକ୍ତି ଓ ତାଙ୍କ ପୁଅ କୋରୋନାରେ ଆକ୍ରାନ୍ତ ହୋଇ କନ୍ଧଓ୍ବା କ୍ବାରେଣ୍ଟାଇନ ସେଣ୍ଟରରେ ରହୁଥିଲେ । ହେଲେ ସୋମବାର ଦିନ ବୃଦ୍ଧ ଜଣକ କ୍ବାରେଣ୍ଟାଇନ କେନ୍ଦ୍ରରେ ଆତ୍ମହତ୍ୟା କରିଥିଲେ । ସେହିପରି ପୁଣେରେ ଏପରି ଏକ ସମାନ ଘଟଣା ମଧ୍ୟ ଦେଖିବାକୁ ମିଳିଛି । ନିଜ ପୁଅ ସହ କ୍ବାରେଣ୍ଟାଇନ ସେଣ୍ଟର ଥିବା ସମୟରେ ଜଣ ବୟସ୍କ ମଧ୍ୟ ଆତ୍ମହତ୍ୟା କରିଥିଲେ । ତେବେ,ମହାରାଷ୍ଟ୍ରରେ କୋରୋନା ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି । ରାଜ୍ୟରେ କୋଭିଡ ମାମଲା 2,06,619 ରହିଥିବା ବେଳେ ମୃତ୍ୟୁ ସଂଖ୍ୟା 8822 ରହିଛି ।

ସୌଜନ୍ୟ @ ANI

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.