ETV Bharat / bharat

ପୁଲୱାମାରେ ସୁରକ୍ଷାକର୍ମୀ-ଆତଙ୍କବାଦୀ ଗୁଳିବିନିମୟ ଜାରି , 4 ଯବାନ ଶହୀଦ - kashmir

ପୁଲୱାମାରେ ସୁରକ୍ଷାକର୍ମୀ-ଆତଙ୍କବାଦୀ ଗୁଳିମିନିମୟ । 2ରୁ 3 ଆତଙ୍କବାଦୀଙ୍କୁ ଘେରାବନ୍ଦୀ କରାଯାଇଛି । ଆତଙ୍କୀ ଗୁଳିରେ 4 ଯବାନ ଶହୀଦ ହୋଇଛନ୍ତି ।

ପ୍ରତୀକାତ୍ମକ ଫଟୋ
author img

By

Published : Feb 18, 2019, 9:42 AM IST

ଶ୍ରୀନଗର: ଜମ୍ମୁ-କାଶ୍ମୀର ପୁଲୱାମାରେ ମୁହାଁମୁହିଁ ସୁରକ୍ଷାକର୍ମୀ ଓ ଆତଙ୍କବାଦୀ । ବିଳମ୍ବିତ ରାତ୍ରୀରେ ଏହି ଗୁଳି ବିନିମୟ ଜାରି ରହିଛି । ପ୍ରାୟ 2ରୁ 3 ଜଣ ଆତଙ୍କବାଦୀଙ୍କୁ ଘେରାବନ୍ଦୀ କରି ରଖିଛନ୍ତି ସୁରକ୍ଷାକର୍ମୀ । ସମସ୍ତ ଆକଙ୍କୀ ଜୈସ-ଇ-ମହମ୍ମଦର ବୋଲି ଜଣାପଡିଛି । ଏନକାଉଣ୍ଟର ବେଳେ 4 ସୁରକ୍ଷାକର୍ମୀ ଶହୀଦ ହୋଇଥିବା ଖବର ମିଳିଛି ।

ଏବେ ସର୍ଚ୍ଚ ଅପରେସନ ଜାରି ରହିଛି । ସମ୍ପୃକ୍ତ ଅଞ୍ଚଳରେ ଇଣ୍ଟରନେଟ ସେବାକୁ ବନ୍ଦ କରିଦିଆଯାଇଛି । 55 ଆରଆର, ସିଆରପିଏଫ ଏବଂ ଏସଓଜି ପୁଲୱାମା ଅପରେସନରେ ସାମିଲ ହୋଇଛନ୍ତି ।

ଜଣେ ସାଧାରଣ ଲୋକର ମଧ୍ୟ ମୃତ୍ୟୁ ହୋଇଥିବା ସୂଚନା ରହିଛି ।

ପୁଲୱାମା ହମଲା ପରେ ଆତଙ୍କୀବାଦୀଙ୍କୁ ସଫା କରିବା ପାଇଁ ଅଣ୍ଟା ଭିଡିଛି ଭାରତୀୟ ସେନା । ସର୍ଚ୍ଚ ଅପରେସନକୁ ଜୋରଦାର କରାଯାଇଛି । ଆତଙ୍କୀ ହମଲାରେ 40ରୁ ଉର୍ଦ୍ଧ୍ବ ସୁରକ୍ଷାକର୍ମୀଙ୍କ ମୃତ୍ୟୁ ହେବା ପରେ ଆତଙ୍କୀଙ୍କୁ ଅଲଆଉଟ କରିବା ପାଇଁ ଲାଗିପଡିଛନ୍ତି ସୁରକ୍ଷାକର୍ମୀ ।

Intro:Body:

ପୁଲୱାମାରେ ସୁରକ୍ଷାକର୍ମୀ-ଆତଙ୍କବାଦୀ ଗୁଳିବିନିମୟ ଜାରି

ଶ୍ରୀନଗର: ଜମ୍ମୁ-କାଶ୍ମୀର ପୁଲୱାମାରେ ସୁରକ୍ଷା କର୍ମୀ ଓ ଆତଙ୍କବାଦୀଙ୍କ ମଧ୍ୟରେ ଗୁଳି ବିନିମୟ । ବିଳମ୍ବିତ  ରାତ୍ରୀରେ ଏହି ଗୁଳି ବିନିମୟ ଜାରି ରହିଛି। ପ୍ରାୟ 2ରୁ 3 ଜଣ ଆତଙ୍କବାଦୀଙ୍କୁ ଘେରାବନ୍ଦୀ କରି ରଖିଛନ୍ତି ସୁରକ୍ଷାକର୍ମୀ । ଏନକାଉଣ୍ଟର ବେଳେ 3 ସୁରକ୍ଷାକର୍ମୀ ଆହତ ହୋଇଥିବା ଜଣାପଡିଛି ।

ଏବେ ସର୍ଚ୍ଚ ଅପରେସନ ଜାରି ରହିଛି । ସମ୍ପୃକ୍ତ ଅଞ୍ଚଳରେ ଇଣ୍ଟରନେଟ ସେବାକୁ ବନ୍ଦ କରିଦିଆଯାଇଛି । 55 ଆରଆର, ସିଆରପିଏଫ ଏବଂ ଏସଓଜି ପୁଲୱାମା ଅପରେସନରେ ସାମିଲ ହୋଇଛନ୍ତି।

ପୁଲୱାମା ହମଲା ପରେ ଆତଙ୍କୀବାଦୀଙ୍କୁ ସଫା କରିବା ପାଇଁ ଅଣ୍ଟା ଭିଡିଛି ଭାରତୀୟ ସେନା । ସର୍ଚ୍ଚ ଅପରେସନକୁ ଜୋରଦାର କରାଯାଇଛି । ଆତଙ୍କୀ ହମଲାରେ 40ରୁ ଉର୍ଦ୍ଧ୍ବ ସୁରକ୍ଷାକର୍ମୀଙ୍କ ମୃତ୍ୟୁ ହେବା ପରେ ଆତଙ୍କୀଙ୍କୁ ଅଲଆଉଟ କରିବା ପାଇଁ ଲାଗିପଡିଛନ୍ତି ସୁରକ୍ଷାକର୍ମୀ ।

Conclusion:
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.