ETV Bharat / bharat

ଜନତା କର୍ଫ୍ୟୁକୁ ସମର୍ଥନ, ସାଧାରଣ ପରିବହନ ସ୍ଥଗିତ ରହିବ: କେରଳ ମୁଖ୍ୟମନ୍ତ୍ରୀ

ମହାମାରୀ କୋରୋନାକୁ ମୁକାବିଲା କରିବା ପାଇଁ କେରଳ ସରକାର କେନ୍ଦ୍ର ସରକାରଙ୍କ ସମସ୍ତ ସତର୍କତାମୂଳକ ନିୟମକୁ କାର୍ଯ୍ୟକାରୀ କରିବ କେରଳ ସରକାର । ଏନେଇ ମୁଖ୍ୟମନ୍ତ୍ରୀ ପିନାରି ବିଜୟନ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସହିତ ଭିଡିଓ ବାର୍ତ୍ତାରେ ମହାମାରୀ କୋରୋନା ବିଷୟରେ ଆଲୋଚନା କରିଛନ୍ତି ।

author img

By

Published : Mar 21, 2020, 7:51 AM IST

public-transport-of-kerala-to-support-public-curfew-will-be-suspended-kerala-chief-minister
ଜନତା କର୍ଫ୍ୟୁ ସମର୍ଥନ, ସାଧାରଣ ପରିବହନ ସ୍ଥଗିତ ରହିବ :କେରଳ ମୁଖ୍ୟମନ୍ତ୍ରୀ

ଥିରୁବନ୍ତପୁରମ: ମହାମାରୀ କୋରୋନାକୁ ମୁକାବିଲା କରିବା ପାଇଁ କେରଳ ସରକାର କେନ୍ଦ୍ର ସରକାରଙ୍କ ସମସ୍ତ ସତର୍କତାମୂଳକ ନିୟମକୁ କାର୍ଯ୍ୟକାରୀ କରିବ କେରଳ ସରକାର । ଏନେଇ ମୁଖ୍ୟମନ୍ତ୍ରୀ ପିନାରି ବିଜୟନ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସହିତ ଭିଡିଓ ବାର୍ତ୍ତାରେ ମହାମାରୀ କୋରୋନାକୁ ନେଇ କହିଛନ୍ତି ।

କେରଳ ମୁଖ୍ୟମନ୍ତ୍ରୀ କହିଛନ୍ତି ଗତକାଲି ପ୍ରଧାନମନ୍ତ୍ରୀଙ୍କ ମହାମାରୀ କୋରୋନାକୁ ନେଇ ଦେଶବାସୀଙ୍କୁ ସମ୍ବୋଧନ କରିଥିଲେ । ଏହାକୁ କେରଳ ମୁଖ୍ୟମନ୍ତ୍ରୀ କେନ୍ଦ୍ର ସରକାର କୋରୋନାକୁ ମୁକାବିଲା କରିବା ପାଇଁ ପ୍ରତିବଦ୍ଧତା ଦେଖାଇ ପରିସ୍ଥିତି ଉପରେ ନଜର ରଖିଛନ୍ତି ବୋଲି କହିଛନ୍ତି । ମାର୍ଚ୍ଚ 22 ତାରିଖରେ ହେବାକୁ ଥିବା ଜନତା କର୍ଫ୍ୟୁକୁ କେରଳ ସରକାର ମଧ୍ୟ ସମର୍ଥନ କରିବ । ରାଜ୍ୟର ସମସ୍ତ ପରିବହନ ବ୍ୟବସ୍ଥାକୁ ସ୍ଥଗିତ ରଖାଯିବ ବୋଲି କହିଛନ୍ତି ।

କେରଳ ମୁଖ୍ୟମନ୍ତ୍ରୀ ପିନାରୀ ବିଜୟନ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଭିଡିଓ ବାର୍ତ୍ତାରେ ମହାମାରୀ କୋରୋନାର ମୁକାବିଲା ପାଇଁ ନିଆଯାଇଥିବା ପଦକ୍ଷେପ ଉପରେ ଆଲୋଚନା କରାଯାଇଥିଲା ।ଭିଡିଓ କନଫରେନ୍ସ ସମୟରେ ମୁଖ୍ୟମନ୍ତ୍ରୀ ଖାଦ୍ୟ, ନରେଗା ଶ୍ରମିକ ଏବଂ ଅଣସଂଗଠିତ କ୍ଷେତ୍ରର ଶ୍ରମିକମାନଙ୍କ ପାଇଁ ଦିଆଯାଉଥିବା ଦେୟ ଏବଂ ଖାଦ୍ୟ ଏବଂ ଶସ୍ୟ ଇତ୍ୟାଦି ପାଇଁ ସବସିଡି ଇତ୍ୟାଦି ବୃଦ୍ଧି କରିବାକୁ ଆଲୋଚନା କରିଛନ୍ତି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.