ETV Bharat / bharat

ଶିବକୁମାରଙ୍କ ଗିରଫକୁ ନେଇ କର୍ଣ୍ଣାଟକରେ ହିଂସା, ସ୍କୁଲ-କଲେଜ ବନ୍ଦ - ରାମନଗର

କଂଗ୍ରେସର ବରିଷ୍ଠ ନେତା ଡି.କେ.ଶିବକୁମାରଙ୍କୁ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ(ଇଡି) ଗିରଫ ପରେ ଅଶାନ୍ତ କର୍ଣ୍ଣାଟକ । ରାମନଗରଠାରେ ୨ଟି ବସ ଜାଳିଛନ୍ତି ବିକ୍ଷୋଭକାରୀ । ସୁରକ୍ଷାକୁ ଦୃଷ୍ଟିରେ ରଖି ରାମନଗରର ସମସ୍ତ ସ୍କୁଲ-କଲେଜକୁ ବନ୍ଦ ।

ଫଟୋ ସୌଜନ୍ୟ: ଇଟିଭି ଭାରତ, ବ୍ୟୁରୋ
author img

By

Published : Sep 4, 2019, 1:05 PM IST

ବେଙ୍ଗାଲୁରୁ: କର୍ଣ୍ଣାଟକ କଂଗ୍ରେସର ସଙ୍କଟମୋଚକ ଭାବେ ପରିଚିତ ବରିଷ୍ଠ ନେତା ଡି.କେ.ଶିବ କୁମାରଙ୍କୁ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ(ଇଡି) ଗିରଫ କରିଛି । ଏହାପରେ ଆଶାନ୍ତ ହୋଇ ଉଠିଛି ସହର । ପରିସ୍ଥିତି କ୍ରମଶଃ ଅଣାୟତ୍ତ ହେବାରେ ଲାଗିଛି । ଗିରଫ ପରେ ଦିଲ୍ଲା ଠାରୁ ବେଙ୍ଗାଲୁରୁ ସବୁଠି ତାଙ୍କ ସମର୍ଥନଙ୍କ ବିରୋଧ ପ୍ରଦର୍ଶନ ଜାରି ରହିଛି । ଅନେକ ସ୍ଥାନରେ କଂଗ୍ରେସ କର୍ମୀ ଟାୟାର ଜାଳି ରାସ୍ତାରୋକ କରିଥିବା ବେଳେ କର୍ଣ୍ଣାଟକ ରାଜ୍ୟ ପରିବହନ ବସ୍‌କୁ ନିଆଁ ଲଗାଇଦେଇଛନ୍ତି ବିକ୍ଷୋଭକାରୀ ।

protests-erupt-in-parts-of-karnataka
ଫଟୋ ସୌଜନ୍ୟ: ଇଟିଭି ଭାରତ, ବ୍ୟୁରୋ

ସୂଚନା ଅନୁସାରେ ରାମନଗର ଠାରେ ୨ ବସ୍‌କୁ ବିକ୍ଷୋଭକାରୀ ଜଳାଇ ଦେଇଛନ୍ତି । 10ଟି ବସ୍‌କୁ ପଥର ମାଡ କରି କାଚ ଭାଙ୍ଗିଛନ୍ତି ପ୍ରଦର୍ଶନକାରୀ । ସୁରକ୍ଷାକୁ ଦୃଷ୍ଟିରେ ରଖି ପ୍ରଶାସନ ପକ୍ଷରୁ ରାମନଗରର ସମସ୍ତ ସ୍କୁଲ-କଲେଜକୁ ବନ୍ଦ ରଖାଯାଇଛି । ବେଲଗାମି ବାଗଲକୋଟ ଜାତୀୟ ରାଜପଥକୁ ପ୍ରଦର୍ଶନକାରୀ ବନ୍ଦ କରିଦେଇଛନ୍ତି।

protests-erupt-in-parts-of-karnataka
ଫଟୋ ସୌଜନ୍ୟ: ଇଟିଭି ଭାରତ, ବ୍ୟୁରୋ

ସୂଚନା ଯୋଗ୍ୟ ଯେ ଶିବ କୁମାରଙ୍କୁ ମନି ଲଣ୍ଡରିଂ ମାମଲାରେ ଇଡି ଗତ ଶୁକ୍ରବାର ଦିନ ସମନ୍‌ କରିଥିଲା । ଚତୁର୍ଥ ଥର ପାଇଁ ସେ ଇଡିର ଖାନ୍‌ ମାର୍କେଟ ସ୍ଥିତ ମୁଖ୍ୟାଳୟରେ ଜେରା ପାଇଁ ଯାଇଥିଲେ । ଦୀର୍ଘ ସମୟ ଧରି ଜେରା କରିବା ପରେ ଇଡି ତାଙ୍କୁ ଗିରଫ କରିଛନ୍ତି ।

Intro:Body:ರಾಮನಗರ : ಮಾಜಿ ಸಚಿವ ಕಾಂಗ್ರೇಸ್ ನ ಟ್ರಬಲ್ ಶೂಟರ್ ಎಂದೇ ಖ್ಯಾತಿ ಪಡೆದಿದ್ದ ಡಿಕೆಶಿ ವಿಚಾರಣೆ ವೇಳೆ ಜಾರಿ ನಿರ್ದೇಶನಾಲಯದ ಅಧಿಕಾರಿಹಳು ಬಂದಿಸಿದ್ದು ಕಾಂಗ್ರೇಸ್ ಕಾರ್ಯಕರ್ತರಲ್ಲಿ ಆಕ್ರೋಶ‌ ಮುಗಿಲು ಮುಟ್ಟಿದೆ.
ಅತ್ತ ದೆಹಲಿಯಲ್ಲಿ ಬಂಧನ‌ ಸುದ್ದಿ ಪ್ರಸಾರವಾಗುತ್ತಿದ್ದಂತಯೇ ಪ್ರತಿಭಟನೆ ರಾಜ್ಯಾದ್ಯಂತ ಪ್ರಾರಂಭವಾಗಿದ್ದು ಸ್ವಕ್ಷೇತ್ರ ಕನಕಪುರ ಹಾಗೂ ತವರು ಜಿಲ್ಲೆ ರಾಮನಗರ‌ದಲ್ಲಿ ಪ್ರತಿಭಟನೆ ಹಾಗೂ ಬಂದ್ ನ‌ಕಾವು ಜೋರಾಗಿದೆ.
ನಿನ್ನಯಷ್ಟೇ ಕಾಂಗ್ರೇಸ್ ಕಾರ್ಯಕರ್ತರು ಬಂದ್ ಗೆ ಕರೆ ನೀಡಿದ್ದು ಬೆಳಗ್ಗೆಯಿಂದಲೇ ಯಾವುದೇ ಸರ್ಕಾರಿ ಹಾಗೂ ಬಸ್ ಗಳು ರಸ್ತೆಗಿಳಿದಿಲ್ಲ ತೀರ ವಿರಳವಾಗಿದೆ. ಬೆಂಗಳೂರು ಮೈಸೂರು ಹೆದ್ದಾರಿಯಲ್ಲಿಯೂ ವಾಹನ‌ಸಂಚಾರ ಸ್ಥಗಿತಗೊಂಡಂತಾಗಿದೆ.
ಜಿಲ್ಲೆಯಲ್ಲಿ ಕಟ್ಟೆಚ್ಚರ ವಹಿಸುವ ಹಿನ್ನಲೆಯಲ್ಲಿ ಈಗಾಗಲೇ‌ ಸೇನಾ‌ ತುಕಡಿ‌ ಜೊತೆಗೆ ಡಿಆರ್ ಹಾಗೂ ಪೋಲೀಸ್ ಸಿಬ್ಬಂದಿಗಳು ಬಂದೂಬಸ್ತ್ ಗಾಗಿ‌ ಮೊಕ್ಕಾಂ‌ ಹೂಡಿದ್ದಾರೆ. ಇನ್ನು ಡಿಕೆಶಿ ಸ್ವಕ್ಷೇತ್ರ ಕನಕಪುರದಲ್ಲಿ ಸ್ವತಹ ಪೋಲಿಸ್ ವರಿಷ್ಟಾಧಿಕಾರಿ ಸೇರಿದಂತೆ‌ ಹಿರಿಯ ಅಧಿಕಾರಿಗಳು ಮೊಕ್ಕಾ‌ ಹೂಡಿದ್ದು ಯಾವುದೇ ಅಹಿತಕರ ಘಟನೆಗೆ ಅವಕಾಶ‌ ನೀಡದಂತೆ ಕಟ್ಟೆಚ್ಚರ ವಹಿಸಿದ್ದಾರೆ.
ಬಹುತೇಖ‌‌ ರಾಮನಗರ ಮತ್ತು ಕನಕಪುರದಲ್ಲಿ‌ ಬಂದ್ ‌ವಾತಾವರಣ ಸೃಷ್ಠಿಯಾಗಿದೆ.
ಜಿಲ್ಲೆಯಾಧ್ಯಂತ ಮುನ್ನೆಚ್ಚರಿಕೆ‌ಕ್ರಮವಾಗಿ ಇಂದು ಶಾಲಾ ಕಾಲೇಜುಗಳಿಗೆ ರಜೆ ಘೋಷಣೆ ಮಾಡಲಾಗಿದೆ.
ಇಂದಿನಿಂದ ಮೂರು ದಿನಗಳ ಕಾಲ ಮಧ್ಯ ಮಾರಾಟ‌ೂಡ ನಿಷೇಧಿಸಲಾಗಿದೆ.Conclusion:
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.