ETV Bharat / bharat

CAA: ଆସାମ ମୁଖ୍ୟମନ୍ତ୍ରୀଙ୍କୁ କଳାପତାକା ଦେଖାଇଲେ ପ୍ରଦର୍ଶନକାରୀ

author img

By

Published : Jan 2, 2020, 10:10 AM IST

ସିଏଏକୁ ବିରୋଧ କରି ବୁଧବାର ଆସାମ ମୁଖ୍ୟମନ୍ତ୍ରୀ ସର୍ବାନନ୍ଦ ସୋନେୱାଲଙ୍କୁ କଳା ପତାକା ଦେଖାଇଛନ୍ତି ପ୍ରଦର୍ଶନକାରୀ ।

black-flags-to-assam-chief-minister
ଫାଇଲ ଫଟୋ

ଗୌହାଟୀ: ସଂଶୋଧିତ ନାଗରିକତା ଆଇନ୍‌(ସିଏଏ)କୁ ନେଇ ଦେଶର ଅଧିକାଂଶ ଅଞ୍ଚଳରେ ପ୍ରଦର୍ଶନ ଜାରି ରହିଛି । ଏହି ଆଇନ୍‌କୁ ନେଇ ଆସାମରେ ମଧ୍ୟ ଜୋରଦାର ପ୍ରଦର୍ଶନ ହେଉଛି । ସିଏଏକୁ ବିରୋଧ କରି ବୁଧବାର ଆସାମ ମୁଖ୍ୟମନ୍ତ୍ରୀ ସର୍ବାନନ୍ଦ ସୋନେୱାଲଙ୍କୁ କଳା ପତାକା ଦେଖାଇଛନ୍ତି ପ୍ରଦର୍ଶନକାରୀ ।

ଭିଡିଓ ସୌଜନ୍ୟ: ଇଟିଭି ଭାରତ

ସୂଚନା ମୁତାବକ, ମୁଖ୍ୟମନ୍ତ୍ରୀ ସୋନେୱାଲ ବୁଧବାର ବାରପେଟା ଜିଲ୍ଲା ସ୍ଥିତ ଧାର୍ମିକ ଉପଦେଶକ କୃଷ୍ଣାଗୁରୁଙ୍କ ଆଶ୍ରମ ଅଭିମୁଖେ ଯାଉଥିଲେ । ଏହି ସମୟରେ ଆସାମ ଷ୍ଟୁଡେଣ୍ଟ ୟୁନିୟନ(ଏଏସୟୁ) ଏବଂ ଆସାମ ଜାତୀୟତାବାଦୀ ଯୁବ ଛାତ୍ର ପରିଷଦ(ଏଜେୱାଇସିପି)ର କାର୍ଯ୍ୟକର୍ତ୍ତା ତାଙ୍କୁ ଅନେକ ସ୍ଥାନରେ କଳା ପତାକା ଦେଖାଇଥିଲେ । ସୋନେୱାଲଙ୍କ ଗାଡି ନଲୱାଡି ଏବଂ ବାରପେଟା ଜିଲ୍ଲା ଦେଇଯାଇଥିବା ବେଳେ ପ୍ରଦର୍ଶନକାରୀ ସିଏଏ ଏବଂ ସରକାରଙ୍କ ବିରୋଧରେ ନାରାବାଜି ମଧ୍ୟ କରିଥିଲେ ।

Intro:Body:

blank

Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.