ଗାନ୍ଧୀନଗର: ସାରା ଦେଶରେ ସିଏଏକୁ ବିରୋଧର କରି ହିଂସାତ୍ମକ ବିରୋଧ ପ୍ରଦର୍ଶନ ଜାରି ରହିଛି । ଦେଶର ବିଭିନ୍ନ ଭାଗରେ ସିଏଏକୁ ସମର୍ଥନ କରାଯାଉଛି । ଏହିକ୍ରମରେ ଗୁଜରାଟରେ ସିଏଏକୁ ସମର୍ଥନ ଦିଆଯାଇଛି । ଏହାକୁ ସମର୍ଥନ ଜଣାଇ ଦେଶର ବୟନ ନଗରୀ ଭାବେ ପରିଚିତ ସୁରଟରେ 150 ମିଟର ଲମ୍ବର ତ୍ରୀରଙ୍ଗା ଶୋଭାଯାତ୍ରା କରାଯାଇଛି । ଏହି ରାଲିର ଆୟୋଜନ ସୁରଟ ନାଗରିକ ସମିତି ଦ୍ବାରା କରାଯାଇଛି । ବନିତା ବିଶ୍ରାମ ଗ୍ରାଉଣ୍ଡ ଠାରୁ ଆରମ୍ଭ କରି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପର୍ଯ୍ୟନ୍ତ ଏହି ରାଲି କରାଯାଇଥିଲା । ଏହି ରାଲିରେ ଏନଆରସି ଏବଂ ସିଏଏକୁ ସମର୍ଥନ କରି 3000ରୁ ଊର୍ଦ୍ଧ୍ବ ଲୋକେ ସାମିଲ ହୋଇଥିଲେ ।
ସିଏଏକୁ ସମର୍ଥନ: ସୁରାଟରେ 150 ମିଟର ପତାକା ନେଇ ବିଶାଳ ଶୋଭାଯାତ୍ରା - ସୁରାଟରେ 150 ମିଟର ପତାକା ନେଇ ବିଶାଳ ଶୋଭାଯାତ୍ରା
ଗୁଜରାଟରେ ସିଏଏକୁ ସମର୍ଥନ କରାଯାଉଛି । ଏହାକୁ ସମର୍ଥନ କରିବାକୁ ଯାଇ ଏକ ବିଶାଳ ଶୋଭାଯାତ୍ରାର ଆୟୋଜନ କରାଯାଇଛି।
ଗାନ୍ଧୀନଗର: ସାରା ଦେଶରେ ସିଏଏକୁ ବିରୋଧର କରି ହିଂସାତ୍ମକ ବିରୋଧ ପ୍ରଦର୍ଶନ ଜାରି ରହିଛି । ଦେଶର ବିଭିନ୍ନ ଭାଗରେ ସିଏଏକୁ ସମର୍ଥନ କରାଯାଉଛି । ଏହିକ୍ରମରେ ଗୁଜରାଟରେ ସିଏଏକୁ ସମର୍ଥନ ଦିଆଯାଇଛି । ଏହାକୁ ସମର୍ଥନ ଜଣାଇ ଦେଶର ବୟନ ନଗରୀ ଭାବେ ପରିଚିତ ସୁରଟରେ 150 ମିଟର ଲମ୍ବର ତ୍ରୀରଙ୍ଗା ଶୋଭାଯାତ୍ରା କରାଯାଇଛି । ଏହି ରାଲିର ଆୟୋଜନ ସୁରଟ ନାଗରିକ ସମିତି ଦ୍ବାରା କରାଯାଇଛି । ବନିତା ବିଶ୍ରାମ ଗ୍ରାଉଣ୍ଡ ଠାରୁ ଆରମ୍ଭ କରି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପର୍ଯ୍ୟନ୍ତ ଏହି ରାଲି କରାଯାଇଥିଲା । ଏହି ରାଲିରେ ଏନଆରସି ଏବଂ ସିଏଏକୁ ସମର୍ଥନ କରି 3000ରୁ ଊର୍ଦ୍ଧ୍ବ ଲୋକେ ସାମିଲ ହୋଇଥିଲେ ।
Body:150 મીટર તિરંગા સાથે સુરતના માં CAA કાયદાના જનસમર્થન માં રેલી નિકળી.નાગરિકતા સુધારા ધારા સામે દેશભરમાં વિરોધ પ્રદર્શન થઈ રહ્યાં છે, પથ્થરમારો, આગચંપીની ઘટનાઓ ચાલુ છે, લોકો જીવ ગુમાવી રહ્યાં છે છતાં દેશના અમુક રાજ્યોમાં આ બિલનો વિરોધ ચાલુ રહેતા હવે સીએએ અને એનઆરસીના સમર્થનમાં સુરત નાગરિક સમિતિ દ્વારા રેલીનું આયોજન કરવામાં આવ્યું છે. આ રેલી વનિતા વિશ્રામ ગ્રાઉન્ડથી કલેક્ટર કચેરી સુધી યોજવામાં આવી હતી જેમાં મોટી સંખ્યામાં લોકો સીએએ અને એનઆરસીના સમર્થનના બેનરો સાથે જોડાયા હતા. જ્યારે રેલીના પગલે પોલીસ બંદોબસ્ત પણ ગોઠવી દેવામાં આવ્યો હતો આ રેલીમાં આ બીલ મુશ્લીમોના વિરોધમાં નથી તેનો સંદેશો પણ આપવામાં આવ્યો હતો સાથે જ ભાજપના નેતાઓ પણ જોડાયા હતા Conclusion:તો બીજી તરફ કોઈ અનિચ્છનીય બનાવ ન બને તે માટે આર.એ.એફ.ની ટુકડીઓ પણ તૈનાત કરી દેવામાં આવી હતી..