ETV Bharat / bharat

ଆଜି ପ୍ରଧାନମନ୍ତ୍ରୀଙ୍କ 59ତମ ‘ମନ୍ କି ବାତ୍’ - nov24 maan ki baat

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ମାସର ଶେଷ ରବିବାର ସମଗ୍ର ଦେଶବାସୀଙ୍କୁ ରେଡିଓ କାର୍ଯ୍ୟକ୍ରମ ‘ମନ୍ କି ବାତ୍’ ମାଧ୍ୟମରେ ସମ୍ବୋଧିତ କରିବେ। ଏହା ପିଏମ ମୋଦିଙ୍କ 59ତମ ‘ମନ୍ କି ବାତ୍’ କାର୍ଯ୍ୟକ୍ରମ।

ଫାଇଲ ଫଟୋ
author img

By

Published : Nov 24, 2019, 8:10 AM IST

Updated : Nov 24, 2019, 9:08 AM IST

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ପ୍ରତି ମାସର ଶେଷ ରବିବାର ଆଜି ‘ମନ୍ କି ବାତ୍’ କାର୍ଯ୍ୟକ୍ରମ ମାଧ୍ୟମରେ ଦେଶବାସୀଙ୍କୁ ସମ୍ବୋଧିତ କରିବେ । ଏହା ପିଏମ ମୋଦିଙ୍କ 59ତମ ‘ମନ୍ କି ବାତ୍’ କାର୍ଯ୍ୟକ୍ରମ । ରବିବାର ଦିନ 11ଟା ସମୟରେ ଅଲ୍ ଇଣ୍ଡିଆ ରେଡିଓ, ଡିଡି ଏବଂ ନରେନ୍ଦ୍ର ମୋଦି ମୋବାଇଲ ଆପ୍ ଜରିୟାରେ ‘ମନ୍ କି ବାତ୍’ ପ୍ରସାରିତ ହେବ। ଗତ ଥର ଏହି କାର୍ଯ୍ୟକ୍ରମକୁ କନ୍ୟାଙ୍କ ଉଦ୍ଦେଶ୍ୟରେ ଦୀପାବଳୀ ପାଳନ କରିବାକୁ ଦେଶବାସୀଙ୍କୁ ଆହ୍ବାନ ଦେଇଥିଲେ ପ୍ରଧାନମନ୍ତ୍ରୀ।

maan ki baat
ଫଟୋ ସୌଜନ୍ୟ:ଟ୍ବିଟର@narendramodi

Intro:Body:

BLANK FOR LINK 

Conclusion:
Last Updated : Nov 24, 2019, 9:08 AM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.