ETV Bharat / bharat

ଇଷ୍ଟର୍ଣ୍ଣ ଇକୋନୋମିକ ଫୋରମରେ ମୁଖ୍ୟ ଅତିଥି ହେବେ ମୋଦି - ଇଷ୍ଟର୍ଣ୍ଣ ଇକୋନୋମିକ ଫୋରମ

ରାଷ୍ଟ୍ରପତି ଭ୍ଲାଦିମିର ପୁତିନ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ଭ୍ଲାଦିବୋସ୍ତୋକରେ ହେବାକୁ ଥିବା ଇଷ୍ଟର୍ଣ୍ଣ ଇକୋନୋମିକ ଫୋରମରେ ମୁଖ୍ୟ ଅତିଥି ଭାବେ ଯୋଗ ଦେବାକୁ ନିମନ୍ତ୍ରଣ କରିଛନ୍ତି । ମୋଦି ମଧ୍ୟ ନିମନ୍ତ୍ରଣ ସ୍ବୀକାର କରିଛନ୍ତି ।

ଫାଇଲ ଫଟୋ
author img

By

Published : Jun 14, 2019, 12:34 PM IST

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସାଂଘାଇ ସହଯୋଗ ଶିଖର ସମ୍ମିଳନୀରେ ଯୋଗ ଦେବା ପାଇଁ କିର୍ଗିଜିସ୍ତାନ ଗସ୍ତରେ ଅଛନ୍ତି । ଏଠାରେ ମୋଦି ଋଷ ଓ ଚୀନଙ୍କ ସହ ପ୍ରତିନିଧି ମଣ୍ଡଳସ୍ତରୀୟ ଆଲୋଚନା କରିବା ସହ ଋଷକୁ ଭାରତର ପୁରୁଣା ବନ୍ଧୁ କହି ଧନ୍ୟବାଦ ଜଣାଇଛନ୍ତି ।

ଅନ୍ୟପକ୍ଷରେ ରାଷ୍ଟ୍ରପତି ଭ୍ଲାଦିମିର ପୁତିନ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ଭ୍ଲାଦିବୋସ୍ତୋକରେ ହେବାକୁ ଥିବା ଇଷ୍ଟର୍ଣ୍ଣ ଇକୋନୋମିକ ଫୋରମରେ ମୁଖ୍ୟ ଅତିଥି ଭାବେ ଯୋଗ ଦେବାକୁ ନିମନ୍ତ୍ରଣ କରିଛନ୍ତି । ମୋଦି ମଧ୍ୟ ନିମନ୍ତ୍ରଣ ସ୍ବୀକାର କରିଥିବା ନେଇ ଭାରତର ବିଦେଶ ସଚିବ ବିଜୟ ଗୋଖଲେ ସୂଚନା ଦେଇଛନ୍ତି ।

ଏଥିସହ ଜାପାନରେ ହେବାକୁ ଯାଉଥିବା ଜି-20 ସମ୍ମିଳନୀରେ ଋଷ, ଭାରତ ଓ ଚୀନ ମଧ୍ୟରେ ତ୍ରିପାକ୍ଷିକ ଆଳୋଚନା ହେବା ନେଇ ଜଣାପଡିଛି ।

Intro:Body:

dhdhd

Conclusion:
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.