ETV Bharat / bharat

2 ନଭେମ୍ବରରୁ ବ୍ୟାଙ୍କକ୍‌ ଗସ୍ତରେ ଯିବେ ମୋଦି - ବ୍ୟାଙ୍କକ୍‌ ଯିବେ ମୋଦି

ନଭେମ୍ବର 2 ରୁ 4 ତାରିଖ ଯାଏଁ ଥାଇଲାଣ୍ଡ ଗସ୍ତ କରିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଏହି ଗସ୍ତ ଅବସରରେ ପିଏମ୍‌ 16 ତମ ଆସିଆନ-ଭାରତ ଶିଖର ସମ୍ମିଳନୀ ଓ 14 ତମ ପୂର୍ବ ଏସିୟା ଶିଖର ସମ୍ମିଳନୀ, ତୃତୀୟ ଆଞ୍ଚଳିକ ବ୍ୟାପକ ଅର୍ଥନୈତିକ ଭାଗୀଦାରୀ (ଆରସିଇପି) ଶିଖର ସମ୍ମିଳନୀ ଓ ଏହାସହ ଅନ୍ୟାନ୍ୟ କେତେକ କାର୍ଯ୍ୟକ୍ରମରେ ଯୋଗ ଦେବେ । ଅଧିକ ପଢନ୍ତୁ...

ଫାଇଲ ଫଟୋ
author img

By

Published : Oct 31, 2019, 7:43 PM IST

ନୂଆଦିଲ୍ଲୀ: ଥାଇଲାଣ୍ଡ ପ୍ରଧାନମନ୍ତ୍ରୀଙ୍କ ନିମନ୍ତ୍ରଣ ରକ୍ଷା କରି ତିନି ଦିନିଆ ଥାଇଲାଣ୍ଡ ଗସ୍ତରେ ଯିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ନଭେମ୍ବର 2 ରୁ 4 ତାରିଖ ଯାଏଁ ସେ ଥାଇଲାଣ୍ଡ ଗସ୍ତ କରିବେ । ଏହି ଗସ୍ତ ଅବସରରେ ପିଏମ୍‌ 16 ତମ ଆସିଆନ-ଭାରତ ଶିଖର ସମ୍ମିଳନୀ ଓ 14 ତମ ପୂର୍ବ ଏସିୟା ଶିଖର ସମ୍ମିଳନୀ, ତୃତୀୟ ଆଞ୍ଚଳିକ ବ୍ୟାପକ ଅର୍ଥନୈତିକ ଭାଗୀଦାରୀ (ଆରସିଇପି) ଶିଖର ସମ୍ମିଳନୀ ଓ ଏହାସହ ଅନ୍ୟାନ୍ୟ କେତେକ କାର୍ଯ୍ୟକ୍ରମରେ ଯୋଗ ଦେବେ । ବୈଦେଶିକ ମନ୍ତ୍ରଣାଳୟର ସଚିବ(ପୂର୍ବ) ବିଜୟ ଠାକୁର ସିଂହ ଏନେଇ ସୂଚନା ପ୍ରଦାନ କରିଛନ୍ତି ।

Prime Minister Narendra Modi to visit Bangkok
ଫଟୋ ସୌଜନ୍ୟ: ଏଏନଆଇ

ଆଞ୍ଚଳିକ ବ୍ୟାପକ ଅର୍ଥନୈତିକ ଭାଗୀଦାରୀ(ଆରସିଇପି) ମୁଦ୍ଦାର ସମାଧାନ ପାଇଁ ବ୍ୟାଙ୍କକ୍‌ରେ ଆଲୋଚନା ଜାରି ରହିଛି । ନେତାଙ୍କ ସାମିଲ ପରେ ଏହି ସମ୍ମିଳନୀରେ ଆଲୋଚ୍ୟ ପ୍ରସଙ୍ଗର ସ୍ଥିତି ସମୀକ୍ଷା କରାଯିବ । ଆରସିଇପି ବ୍ଲକରେ ଏସିଆନ ସମୂହର 10 ଦେଶ। ବ୍ରୁନେଇ, କମ୍ବୋଡିଆ, ଇଣ୍ଡୋନେସିଆ, ମାଲେସିଆ, ମିଆଁମାର, ସିଙ୍ଗାପୁର, ଥାଇଲାଣ୍ଡ, ଫିଲିପିନ୍ସ, ଲାଓସ ଓ ଭିଏତନାମ ପରି ଦେଶ ସାମିଲ ରହିଛି । ଭାରତ, ଚୀନ, ଜାପାନ, ଦକ୍ଷିଣ କୋରିଆ, ଅଷ୍ଟ୍ରେଲିଆ ଓ ନ୍ୟୁଜିଲାଣ୍ଡ ଛଅଟି ଦେଶ ଏଫଟିଏ ସହଯୋଗକାରୀ ଦେଶ ଭାବରେ ଏହି ସମ୍ମିଳନୀରେ ସାମିଲ ହେବେ ।

Intro:Body:

BLANK

Conclusion:
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.