ଚଣ୍ଡିଗଡ: ଶନିବାର ହରିୟାଣା ବିଧାନସଭା ନିର୍ବାଚନର ଶେଷ ପ୍ରଚାର। ରାଜନୈତିକ ଦୃଷ୍ଟିକୋଣରୁ ଆଜିର ଦିନଟି ବେଶ ଗୁରୁତ୍ବ ରଖୁଛି। ଶନିବାର ପ୍ରଚାର ସରିବାକୁ ଯାଉଥିବାରୁ ଦଳୀୟ ପ୍ରାର୍ଥୀଙ୍କ ପାଇଁ ଶେଷଥର ଭୋଟ ମାଗିବେ ପ୍ରଧାନମନ୍ତ୍ରୀ ମୋଦି। ଏହିକ୍ରମରେ ରାଜ୍ୟର ସିରସା ଏବଂ ରିୱାଡିରେ ଆୟୋଜିତ ହେଉଥିବା ଜନସଭାକୁ ସମ୍ବୋଧନ କରିବେ ସେ।
ହରିୟାଣା ବିଧାନସଭା ନିର୍ବାଚନ: ପ୍ରଚାରର ଶେଷ ଦିନରେ ପ୍ରଧାନମନ୍ତ୍ରୀ ମୋଦି - pm modi address public rallies in Sirsa and Rewari in Haryana
ଶନିବାର ହରିୟାଣା ବିଧାନସଭା ନିର୍ବାଚନର ଶେଷ ପ୍ରଚାର। ଏହିକ୍ରମରେ ରାଜ୍ୟର ସିରସା ଏବଂ ରିୱାଡିରେ ଆୟୋଜିତ ହେଉଥିବା ଜନସଭାକୁ ସମ୍ବୋଧନ କରିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି।
![ହରିୟାଣା ବିଧାନସଭା ନିର୍ବାଚନ: ପ୍ରଚାରର ଶେଷ ଦିନରେ ପ୍ରଧାନମନ୍ତ୍ରୀ ମୋଦି](https://etvbharatimages.akamaized.net/etvbharat/prod-images/768-512-4798238-thumbnail-3x2-screenshot-3696jpeg.jpg?imwidth=3840)
ଫାଇଲ ଫଟୋ
ଚଣ୍ଡିଗଡ: ଶନିବାର ହରିୟାଣା ବିଧାନସଭା ନିର୍ବାଚନର ଶେଷ ପ୍ରଚାର। ରାଜନୈତିକ ଦୃଷ୍ଟିକୋଣରୁ ଆଜିର ଦିନଟି ବେଶ ଗୁରୁତ୍ବ ରଖୁଛି। ଶନିବାର ପ୍ରଚାର ସରିବାକୁ ଯାଉଥିବାରୁ ଦଳୀୟ ପ୍ରାର୍ଥୀଙ୍କ ପାଇଁ ଶେଷଥର ଭୋଟ ମାଗିବେ ପ୍ରଧାନମନ୍ତ୍ରୀ ମୋଦି। ଏହିକ୍ରମରେ ରାଜ୍ୟର ସିରସା ଏବଂ ରିୱାଡିରେ ଆୟୋଜିତ ହେଉଥିବା ଜନସଭାକୁ ସମ୍ବୋଧନ କରିବେ ସେ।
Intro:Body:
Conclusion:
BLANK FOR LINK
Conclusion: