ETV Bharat / bharat

ଭିନ୍ନକ୍ଷମଙ୍କୁ ମୋଦି ବାଣ୍ଟିଲେ ସହାୟତା ଉପକରଣ - ଭିନ୍ନକ୍ଷମଙ୍କୁ ମୋଦି ବାଣ୍ଟିଲେ ସହାୟତା ଉପକରଣ

ପ୍ରୟାଗରାଜର ଏକ ଭିନ୍ନକ୍ଷମ ଶିବିରରେ ରହୁଥିବା ବୃଦ୍ଧ ଲୋକ ଓ ଭିନ୍ନକ୍ଷମମାନଙ୍କୁ ଭେଟିବା ସହ ବିଭିନ୍ନ ସହାୟତା ଉପକରଣ ବଣ୍ଟନ କରିଛନ୍ତି ପ୍ରଧାନମନ୍ତ୍ରୀ । ଏହା ସହ ଭିନ୍ନକ୍ଷମଙ୍କ ବିଭିନ୍ନ ବିଷୟରେ ମଧ୍ୟ ପଚାରି ବୁଝିଥିଲେ । ଆଗକୁ ପଢନ୍ତୁ...

Narendra Modi
Narendra Modi
author img

By

Published : Feb 29, 2020, 6:41 PM IST

ଲକ୍ଷ୍ନୌ: ପ୍ରୟାଗରାଜ ଗସ୍ତରେ ଅଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ବୁନ୍ଦେଲଖଣ୍ଡ ଏକ୍ସପ୍ରେସ ୱେକୁ ଶିଳାନ୍ୟାସ କରିବା ସହ ଏକ ସାଧାରଣ ସଭାରେ ଉଦବୋଧନ ଦେବେ ପ୍ରଧାନମନ୍ତ୍ରୀ । ଏହି ଅବସସରେ ଏକ ଭିନ୍ନକ୍ଷମ ଶିବିରକୁ ମଧ୍ୟ ଗସ୍ତ କରିଥିଲେ ମୋଦି ।

ସେଠାରେ ରହୁଥିବା ବୃଦ୍ଧ ଲୋକ ଓ ଭିନ୍ନକ୍ଷମମାନଙ୍କୁ ଭେଟିବା ସହ ବିଭିନ୍ନ ସହାୟତା ଉପକରଣ ବଣ୍ଟନ କରିଥିଲେ ପ୍ରଧାନମନ୍ତ୍ରୀ । ଏହା ସହ ଭିନ୍ନକ୍ଷମ ଲୋକମାନଙ୍କ ବିଭିନ୍ନ ବିଷୟରେ ମଧ୍ୟ ପଚାରି ବୁଝିଥିଲେ ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.