ETV Bharat / bharat

ମହାରାଷ୍ଟ୍ର ନିର୍ବାଚନ: ଆଜି ପ୍ରଚାର ମୈଦାନକୁ ଓହ୍ଲାଇବେ ମୋଦି-ରାହୁଲ - modi in maharstra

ମହାରାଷ୍ଟ୍ରରେ ରବିବାର ପ୍ରଧାନମନ୍ତ୍ରୀ 2ଟି ଓ ରାହୁଲ ଗାନ୍ଧୀ 3 ରାଲିକୁ ସମ୍ବୋଧିତ କରିବେ । ମୋଦି ମଧ୍ୟାହ୍ନ 12ଟାରେ ଉତ୍ତର ମହାରାଷ୍ଟ୍ରର ଜଲଗାଁରୁ ପ୍ରଚାର ଅଭିଯାନ ଆରମ୍ଭ କରିବେ ।

ଫାଇଲ ଫଟୋ
author img

By

Published : Oct 13, 2019, 9:17 AM IST

ନୂଆଦିଲ୍ଲୀ: ହରିୟାଣା ଓ ମହାରାଷ୍ଟ୍ରରେ ବିଧାନସଭା ନିର୍ବାଚନ ପାଇଁ ଆଠ ଦିନ ପରେ ହେବାକୁ ଯାଉଛି ମତଦାନ । ଭୋଟରମାନଙ୍କୁ ନିଜ ନିଜ ପକ୍ଷକୁ ଆକୃଷ୍ଠ କରିବା ପାଇଁ ସବୁ ଦଳ ଦିନ ରାତି ଏକ କରିଦେଇଛନ୍ତି । ରବିବାର ପ୍ରଚାର ମୈଦାନକୁ ଓହ୍ଲାଉଛନ୍ତି ପ୍ରଧାନମନ୍ତ୍ରୀ ମୋଦି ଓ ରାହୁଲ ଗାନ୍ଧୀ ।

ପ୍ରଧାନମନ୍ତ୍ରୀ ମୋଦି ମଧ୍ୟାହ୍ନ 12ଟାରେ ଉତ୍ତର ମହାରାଷ୍ଟ୍ରର ଜଲଗାଁରୁ ପ୍ରଚାର ଅଭିଯାନ ଆରମ୍ଭ କରିବେ । ଏହା ପରେ ମୋଦି ସଂଧ୍ୟା 4ଟାରେ ବିଦର୍ଭର ଭଣ୍ଡାରା ଜିଲ୍ଲାରେ ଦ୍ବିତୀୟ ଜନସଭାକୁ ସମ୍ବୋଧିତ କରିବେ । ନିର୍ବାଚନ ପ୍ରଚାର ସମୟରେ ମୋଦି ମହାରାଷ୍ଟ୍ରରେ ମୋଟ 9ଟି ରାଲିକୁ ସମ୍ବୋଧିତ କରିବେ ।

ଅନ୍ୟପକ୍ଷେ କଂଗ୍ରେସର ପୂର୍ବତନ ଅଧ୍ୟକ୍ଷ ରାହୁଲ ଗାନ୍ଧୀ ମହାରାଷ୍ଟ୍ରର ଲାତୁରରେ ରବିବାର ପ୍ରଥମ ଜନସଭାକୁ ସମ୍ବୋଧିତ କରିବେ । ଏହାପରେ ସେ ମୁମ୍ବାଇର କାନ୍ଦିବଲି ଓ ଧାରାଭିରେ ପ୍ରାର୍ଥୀଙ୍କ ପାଇଁ ଭୋଟ ମାଗିବେ ।

Intro:Body:

BLANK FOR LINK 

Conclusion:
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.