ETV Bharat / bharat

ଇସ୍ରୋ ବୈଜ୍ଞାନିକଙ୍କୁ ରାଷ୍ଟ୍ରପତିଙ୍କ ପ୍ରଶଂସା

author img

By

Published : Sep 7, 2019, 10:05 AM IST

ଇସ୍ରୋ ବୈଜ୍ଞାନିକଙ୍କୁ ପ୍ରଂଶସା କଲେ ରାଷ୍ଟ୍ରପତି । କହିଲେ ବୈଜ୍ଞାନିକଙ୍କୁ ନେଇ ଗର୍ବିତ ଦେଶ ।

ଫାଇଲ ଫଟୋ

ନୂଆଦିଲ୍ଲୀ: ଇସ୍ରୋ ଟିମର ଅକ୍ଲାନ୍ତ ପରିଶ୍ରମ ଓ ପ୍ରତିବଦ୍ଧତା ପାଇଁ ପ୍ରଶଂସା କଲେ ରାଷ୍ଟ୍ରପତି । ଇସ୍ରୋ ବୈଜ୍ଞାନିକଙ୍କୁ ନେଇ ଦେଶ ଗର୍ବିତ ବୋଲି କହିଲେ ରାମନାଥ କୋବିନ୍ଦ।

ଟିମର ଅନୁକରଣୀୟ ସାହସ ପାଇଁ ଅନେକ ଅନେକ ଅଭିନନ୍ଦନ । ଚନ୍ଦ୍ରରୁ 2.1 କିଲୋମିଟର ପଛରେ ଅଟକିଲା ଚନ୍ଦ୍ରଯାନ 2 । ଦୂରରୁ ଲ୍ୟାଣ୍ଡର ବିକ୍ରମ ଠାରୁ ଅର୍ବିଟରର ଯୋଗାଯୋଗ ହେଲା ବିଚ୍ଛିନ୍ନ ।

ଏହାକୁ ନେଇ ସ୍ତବ୍ଧ ଇସ୍ରୋ ଟିମ । ଆଉ ସଫଳତାର ସ୍ବାଦ ଚାଖିପାରିଲା ନାହିଁ ଇସ୍ରୋ । ହେଲେ ଟିମର ଅକ୍ଲାନ୍ତ ପରିଶ୍ରମ ଯୋଗୁଁ ଶୁଭେଚ୍ଛା ଜଣାଇଛନ୍ତି ରାଷ୍ଟ୍ରପତି ରାମନାଥ କୋବିନ୍ଦ ।

Intro:Body:

BLANK FOR GALLERY 

Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.