ETV Bharat / bharat

ମୁମ୍ବାଇ ପରେ ଦିଲ୍ଲୀରେ ‘ଫ୍ରି କାଶ୍ମୀର’ ପୋଷ୍ଟର

author img

By

Published : Jan 9, 2020, 12:05 PM IST

ମୁମ୍ବାଇ ପରେ ବର୍ତ୍ତମାନ ଦିଲ୍ଲୀରେ ‘ଫ୍ରି କାଶ୍ମୀର’ ପୋଷ୍ଟର ଦେଖିବାକୁ ମିଳିଛି । ପ୍ରଥମେ ଏହି ପୋଷ୍ଟର ମୁମ୍ବାଇର ଗେଟ ୱେ ଅଫ୍ ଇଣ୍ଡିଆରେ ପ୍ରଦର୍ଶନ ସମୟରେ ଦେଖିବାକୁ ମିଳିଥିଲା । ଆଗକୁ ପଢନ୍ତୁ...

Poster of 'Free Kashmir' in Delhi
ଦିଲ୍ଲୀରେ ‘ଫ୍ରି କାଶ୍ମୀର’ ପୋଷ୍ଟର

ନୂଆଦିଲ୍ଲୀ: ମୁମ୍ବାଇ ପରେ ବର୍ତ୍ତମାନ ଦିଲ୍ଲୀରେ ‘ଫ୍ରି କାଶ୍ମୀର’ ପୋଷ୍ଟର ଦେଖିବାକୁ ମିଳିଛି । ପ୍ରଥମେ ଏହି ପୋଷ୍ଟର ମୁମ୍ବାଇର ଗେଟ ୱେ ଅଫ୍ ଇଣ୍ଡିଆରେ ପ୍ରଦର୍ଶନ ସମୟରେ ଦେଖିବାକୁ ମିଳିଥିଲା । ଏହାକୁ ନେଇ ପ୍ରଦର୍ଶନକାରୀଙ୍କ ବିରୋଧରେ ମାମଲା ମଧ୍ୟ ରୁଜୁ କରଯାଇଛି ।

ଦିଲ୍ଲୀର ସ୍ଥାନୀୟ ପୋଲିସ ଷ୍ଟେସନରୁ କିଛି ଫଟୋ ମିଳିଛି, ଏଥିରେ କାଶ୍ମୀର ଆଜାଦ ବୋଲି ଲେଖାଯାଇଛି । ପୋଷ୍ଟର ସମ୍ପୂର୍ଣ୍ଣ ଦେଖାଯାଉନଥିବା ସହ ଯିଏ ପୋଷ୍ଟର ଧରିଛି ସେମାନଙ୍କ ମୁହଁ ମଧ୍ୟ ସ୍ପଷ୍ଟ ଜଣାପଡୁନାହିଁ । ଏହି ମାମଲାର କୌଣସି ଅଭିଯୋଗ ମଧ୍ୟ ହୋଇନାହିଁ ।

ଜେଏନୟୁରେ ହୋଇଥିବା ହିଂସାକୁ ନେଇ ବୁଧବାର ଦିଲ୍ଲୀ ବିଶ୍ବବିଦ୍ୟାଳୟରେ ପ୍ରତିବାଦ କରାଯାଉଥିଲା । ପ୍ରକାଶଥାଉକି, ଗେଟ ୱେ ଅଫ୍ ଇଣ୍ଡିଆରେ ଫ୍ରି କାଶ୍ମୀରର ପୋଷ୍ଟର ମିର୍ଜା ପ୍ରଭୁ ଧରି ପ୍ରତିବାଦ କରୁଥିଲେ । ଏହାପରେ କେନ୍ଦ୍ର ସରକାର ଶିବସେନା, କଂଗ୍ରେସ ଓ ଏନସିପିକୁ ଟାର୍ଗେଟ କରିଥିଲା ।

Intro:Body:

BLANK

Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.