ETV Bharat / bharat

ଚୀନରେ ବ୍ୟାନ ହ୍ବାଟ୍ସଆପ-ଫେସବୁକ୍

ଚୀନରେ ଭାରତୀୟ ୱେବସାଇଟ୍ ବ୍ୟତୀତ ଅନେକ ଆନ୍ତର୍ଜାତୀୟ ସାଇଟ୍ ଏବଂ ମୋବାଇଲ୍ ଆପକୁ ବ୍ଲକ୍ କରିଛି । ଏହା ଦୀର୍ଘ ଦିନ ଧରି ଚୀନରେ ବ୍ୟାନ ହୋଇଛି । ଅଧିକ ପଢନ୍ତୁ..

ଚୀନରେ ବ୍ୟାନ ହ୍ବାଟ୍ସଆପ-ଫେସବୁକ୍
ଚୀନରେ ବ୍ୟାନ ହ୍ବାଟ୍ସଆପ-ଫେସବୁକ୍
author img

By

Published : Jul 6, 2020, 4:55 PM IST

ନୂଆଦିଲ୍ଲୀ: ଗତ ସପ୍ତାହରେ ଭାରତ ସରକାର ଚୀନ୍ ଉପରେ ଡିଜିଟାଲ୍ ଷ୍ଟ୍ରାଇକ୍ କରିଥିଲେ । ଯାହାର ପ୍ରତିଶୋଧ ନେବାକୁ ଚୀନ ଭାରତୀୟ ମିଡିଆ ହାଉସର ୱେବସାଇଟକୁ ବେଜିଂରେ ବ୍ଲକ୍ କରିଥିଲା । ତେବେ ଚାଇନାରେ ଭାରତୀୟ ୱେବସାଇଟ୍ ବ୍ୟତୀତ ଅନେକ ଆନ୍ତର୍ଜାତୀୟ ସାଇଟ୍ ଏବଂ ମୋବାଇଲ୍ ଆପକୁ ବ୍ଲକ୍ କରିଛି । ଏହା ଦୀର୍ଘ ଦିନ ଧରି ଚୀନରେ ବ୍ୟାନ ହୋଇଛି । ତେଣୁ ଆମେ ଆପଣଙ୍କୁ ଏଠାରେ କିଛି ସେହିପରି ୱେବସାଇଟ୍ ଏବଂ ମୋବାଇଲ୍ ଆପ୍ ସମ୍ପର୍କରେ ଅବଗତ କରାଇବୁ ଯାହା ବର୍ତ୍ତମାନ ଚାଇନାରେ ବ୍ଲକ୍ କରାଯାଇଛି ।

ଗୁଗୁଲ୍

ଚାଇନାରେ ଗୁଗୁଲ୍ ଉପରେ ଲାଗିଛି ବ୍ୟାନ । ଏଠାରେ ଲୋକମାନେ ଗୁଗୁଲ ପରିବର୍ତ୍ତେ ବାଇଡ(Baidu) ବ୍ରାଉଜର ବ୍ୟବହାର କରଥାଆନ୍ତି । ଆପଣଙ୍କ ସୂଚନା ପାଇଁ କହିରଖୁଛୁ ଚୀନ୍ ସରକାର ଇଣ୍ଟରନେଟ୍ ପାଇଁ ଖୁବ୍ କଠୋର ନିୟମ ଲାଗୁ କରିଛନ୍ତି । ଯାହାକୁ ଚୀନ ନାଗରିକମାନେ ଅନୁସରଣ କରିଥାଆନ୍ତି ।

ଫେସବୁକ

ଆଜି ବିଶ୍ବର ଅଧାରୁ ଅଧିକ ଲୋକ ସୋସିଆଲ ମିଡିଆ ଆପ୍ ଫେସବୁକ୍ ବ୍ୟବହାର କରୁଛନ୍ତି । କିନ୍ତୁ ଏହି ଆପ୍ ଗୁଡିକ ଚାଇନାରେ ବ୍ଲକ କରାଯାଇଛି । ଚାଇନାର ବ୍ୟବହାରକାରୀମାନେ ଫେସବୁକ ପରିବର୍ତ୍ତେ ଭି-ଚାଟ୍ ବ୍ୟବହାର କରନ୍ତି ।

ଇନଷ୍ଟାଗ୍ରାମ

ଚାଇନାରେ ଫେସବୁକ୍ ପରି ଇନଷ୍ଟାଗ୍ରାମ ମଧ୍ୟ ଏକ ବ୍ଲକ କରାଯାଇଛି ଚାଇନାର ଉପଭୋକ୍ତା ଏଥିପାଇଁ ମଧ୍ୟ ଭି-ଚାଟ୍ ବ୍ୟବହାର କରିଥାଆନ୍ତି ।

ହ୍ବାଟ୍ସଆପ୍

ଇନଷ୍ଟାଣ୍ଟ ମେସେଜିଙ୍ଗ୍ ଆପ୍ ହ୍ବାଟ୍ସଆପ୍ । ଏହି ଆପର ଲୋକପ୍ରିୟତା ସବୁ ଦେଶରେ ରହିଛି ମାତ୍ର ଚାଇନାରେ ଏହି ଆପର ବ୍ୟବହାରକୁ ବ୍ୟାନ କରାୟାଇଛି । ଚାଇନାରେ ଉପଭୋକ୍ତାମାନେ ହ୍ବାଟ୍ସଆପ୍ ପରିବର୍ତ୍ତେ କ୍ୟୁକ୍ୟୁ(QQ) ଆପ୍ ବ୍ୟବହାର କରନ୍ତି ।

କ୍ବେରା

ପ୍ରଶ୍ନ ଏବଂ ଉତ୍ତର ପାଇଁ ପପୁଲାର ସାଇଟ୍ କୋରା । ଏହି ସାଇଟ୍ ଚାଇନାରେ ବ୍ୟାନ । ଏହାର ଉପଭୋକ୍ତାମାନେ ଜିହୁ ସାଇଟକୁ ବ୍ୟବହାର କରନ୍ତି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.