ETV Bharat / bharat

ଜେଏନୟୁ ଛାତ୍ର ବିବାଦ: ଆନ୍ଦୋଳନକାରୀଙ୍କୁ ପୋଲିସର ଲାଠିଚାର୍ଜ - ପୋଲିସର ଲାଠିଚାର୍ଜ ଜାରି

ଦିଲ୍ଲୀ ଜେଏନୟୁ ଛାତ୍ର ଆନ୍ଦୋଳନ ବେଳେ ପୋଲିସ-ଆନ୍ଦୋଳନକାରୀ ମୁହାଁମୁହିଁ । ଆନ୍ଦୋଳନକାରୀଙ୍କ ଉପରେ ପୋଲିସର ଲାଠିଚାର୍ଜ ଜାରି । ଆଗକୁ ଆହୁରି ପଢନ୍ତୁ...

lathicharge,delhi,jnu
ଜେଏନୟୁ ଛାତ୍ର ବିବାଦ
author img

By

Published : Dec 9, 2019, 4:35 PM IST

ନୂଆଦିଲ୍ଲୀ: ହଷ୍ଟେଲ ଫିସ୍ ବୃଦ୍ଧିକୁ ନେଇ ଦୀର୍ଘ ମାସେ ହେବ ଜବାହାରଲାଲ୍ ନେହେରୁ ବିଶ୍ବବିଦ୍ୟାଳୟର ଛାତ୍ର ଆନ୍ଦୋଳନ କରୁଛନ୍ତି । ସୋମବାର ଜେଏନୟୁ ଛାତ୍ର ସଂଘ ପକ୍ଷରୁ ବ୍ୟାନର ଧରି ରାଷ୍ଟ୍ରପତି ଭବନ ଯାଏଁ ପଦଯାତ୍ରା କରିଥିଲେ ଛାତ୍ର । କିନ୍ତୁ ସେହି ସମୟରେ ପୋଲିସ ସହ ଗଣ୍ଡଗୋଳ ହୋଇଥିଲା । ଫଳରେ ଆନ୍ଦୋଳନକାରୀଙ୍କ ଉପରେ ପୋଲିସ ଲାଠିଚାର୍ଜ କରିଛି ।

ଆନ୍ଦୋଳନକାରୀଙ୍କ ଉପରକୁ ପୋଲିସର ଲାଠିଚାର୍ଜ

ଆନ୍ଦୋଳନକୁ ଦୃଷ୍ଟିରେ ରଖି ଜେଏନୟୁର ସମସ୍ତ ଗେଟରେ କଡା ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଥିଲା । ଅନ୍ୟପକ୍ଷେ ବାବା ଗଙ୍ଗନାଥ ରୋଡକୁ ଟ୍ରାଫିକ୍ ପାଇଁ ସମ୍ପୂର୍ଣ୍ଣ ବନ୍ଦ କରାଯାଇଛି । ତେବେ ଏହା ପୂର୍ବରୁ ଛାତ୍ରଛାତ୍ରୀମାନେ ସଂସଦ ଘେରାଉ କରିବାକୁ ପ୍ରୟାସ କରିଥିଲେ । ଏହି ସମୟରେ ଛାତ୍ରଛାତ୍ରୀଙ୍କୁ ଅଟକାଇବା ପାଇଁ ବହୁ ସଂଖ୍ୟାରେ ପୋଲିସ ମୁତୟନଥିଲେ । କିନ୍ତୁ 5ଟି ବ୍ୟାରିକେଟ ଭାଙ୍ଗି ଶେଷରେ ସଫଦରଜଙ୍ଗ ପର୍ଯ୍ୟନ୍ତ ପହଞ୍ଚିପାରିଥିଲେ ଆନ୍ଦୋଳନକାରୀ ।

Intro:Body:

BLANK FOR LINK 

Conclusion:
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.