ETV Bharat / bharat

ତେଲେଙ୍ଗାନାର ପ୍ରସିଦ୍ଧ ଯାତ୍ରା ବୋନାଲୁ ପାଇଁ 2000 ପୋଲିସ ମୁତୟନ - famous festival of telengana

ତେଲେଙ୍ଗାନାର  ବଡ ପର୍ବ ବୋନାଲୁ ତେଲେଙ୍ଗାନାର ସିକନ୍ଦରାବାଦ ସ୍ଥିତ ଉଜୈନୀ ମହାକାଳୀ ମନ୍ଦିରରେ ଆରମ୍ଭ ହୋଇଛି । ଏଥିପାଇଁ ପାଖାପାଖି 2000 ପୋଲିସ ମନ୍ଦିରରେ ନିୟୋଜିତ ଅଛନ୍ତି ।

ଫଟୋ ସୌଜନ୍ୟ: ଇଟିଭି ଭାରତ, ବ୍ୟୁରୋ
author img

By

Published : Jul 21, 2019, 5:09 PM IST

ହାଇଦ୍ରାବାଦ: ତେଲେଙ୍ଗାନାର ସିକନ୍ଦରାବାଦ ସ୍ଥିତ ଉଜୈନୀ ମହାକାଳୀ ମନ୍ଦିରରେ ଆରମ୍ଭ ହୋଇଛି ବୋନାଲୁ ବା ଆଶାଦ ଯାତ୍ରା । ଏହା ତେଲେଙ୍ଗାନାର ବଡ ପର୍ବ ମଧ୍ୟରୁ ଅନ୍ୟତମ । ଏହା ବର୍ଷକେ ଥରେ ଜୁଲାଇ-ଅଗଷ୍ଟ ମାସରେ ଅନୁଷ୍ଠିତ ହୋଇଥାଏ । ତେବେ ଆଜି ସକାଳୁ ରାଜ୍ୟମନ୍ତ୍ରୀ ତଲସାନୀ ଶ୍ରୀନିବାସ ଯାଦବ ଉଜୈନୀ ମହାକାଳୀ ମନ୍ଦିରରେ ମା କାଳୀଙ୍କ ନିକଟରେ ସାଢୀ ଚଢାଇ ଯାତ୍ରାର ଶୁଭାରମ୍ଭ କରିଛନ୍ତି ।

ଭିଡିଓ ସୌଜନ୍ୟ: ଇଟିଭି ଭାରତ, ବ୍ୟୁରୋ

ଆଜି ଏବଂ ଆସନ୍ତା କାଲି ପ୍ରାୟ 4 ଲକ୍ଷ ଭକ୍ତ ଏହି ଯାତ୍ରାରେ ସାମିଲ ହେବେ । ଏନେଇ ହାଇଦ୍ରାବାଦ ପୋଲିସ ପକ୍ଷରୁ ସୁରକ୍ଷା ବ୍ୟବସ୍ଥା କଡାକଡି କରାଯାଇଛି । ପାଖାପାଖି 2000 ପୋଲିସ ଏଠାରେ ନିୟୋଜିତ ଅଛନ୍ତି ।

ପୌରାଣିକ କଥା ଅନୁଯାୟୀ, ପ୍ରତିବର୍ଷ ମା କାଳୀ ପ୍ରତି ବର୍ଷ ଆଷାଢ ମାସରେ ନିଜ ବାପା ଘରକୁ ଯାଆନ୍ତି । ଏହି ସମୟରେ ଲୋକେ ଉତ୍ସୋବ ମନାନ୍ତି । ଶ୍ରଦ୍ଧା ଏବଂ ଭକ୍ତିର ସହ ମା କାଳୀଙ୍କୁ ସ୍ବାଗତ କରନ୍ତି । ନାଚ-ଗୀତ ସହ ଶାଢୀ, ଚୁଢୀ ଏବଂ ବିଭିନ୍ନ ପ୍ରାକର ଭୋଗ ମା'ଙ୍କ ନିକଟରେ ଅର୍ପଣ କରନ୍ତି ।

New Delhi, Jul 21 (ANI): Kargil 'Victory Run' flagged off by Lieutenant-General Ashwani Kumar from Vijay Chowk. The run will conclude at India Gate. The run is held to commemorate the courage and valour displayed by the war heroes who made Kargil War a success.
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.