ETV Bharat / bharat

ପୋଲିସ ଗୁଳିରେ ଟଳିଲେ 7 ମାଓବାଦୀ

author img

By

Published : Jul 27, 2019, 7:44 PM IST

Updated : Jul 27, 2019, 10:09 PM IST

ପୋଲିସ ପାଇଲା ସଫଳତା । ମାରି ଗଡ଼ାଇଲା 7 ମାଓବାଦୀଙ୍କ ମୁଣ୍ଡ । ମାଲାକାନାଗିରି ସୀମାନ୍ତ ଓ ବସ୍ତର ଅଞ୍ଚଳରେ ମାଓବାଦୀଙ୍କ ସହ ଚାଲିଥିଲା ଗୁଳି ବିନିମୟ ।

ଫାଇଲ ଫଟୋ

ରାୟପୁର: ଛତିଶଗଡ଼ ପୋଲିସକୁ ସଫଳତା । ମାଓବାଦୀଙ୍କ ସହ ଚାଲିଥିବା ଗୁଳିବିନିମୟରେ ଜିତାପଟ ହାସଲ କରିଛି ଛତିଶଗଡ଼ ପୋଲିସ । ମାଲାକାନାଗିରି ସୀମାନ୍ତ ତିରିଆ ମାଚକୋଟ ଜଙ୍ଗଲରେ ସେନା ଓ ସ୍ଥାନୀୟ ପୋଲିସ କରିଛି ଏହି ଏନକାଉଣ୍ଟର ।

ଦାର୍ଘ ସମୟ ଧରି ପୋଲିସ- ମାଏବାଦୀଙ୍କ ମଧ୍ୟରେ ଚାଲିଥିଲା ଗୁଳି ବିନିମୟ । ଫଳରେ ପୋଲିସ ଗୁଳିରେ 7 ଜଣ ଟପ କ୍ୟାଡ଼ରର ନକ୍ସଲଙ୍କ ମୃତ୍ୟୁ ଘଟିଛି । ଘଟଣାସ୍ଥଳରୁ ପୋଲିସ 5ଟି ରାଇଫଲ ସହ ବିପୁଳ ପରିମାଣର ଅସ୍ତ୍ରଶସ୍ତ୍ର ଓ ଗୋଳାବାରୁଦ ଜବତ କରିଛି ।

ମୃତ୍ୟୁ ଘଟିଥିବା ମାଓବାଦୀଙ୍କୁ ମାରିବା ପାଇଁ ସରକାର ପୂର୍ବରୁ 32 ଲକ୍ଷ ଟଙ୍କାର ପୁରସ୍କାର ରାଶି ଘୋଷଣା କରିଥିଲେ । ଏନକାଉଣ୍ଟରର ଏହି ସଫଳତାରେ ସାମିଲ ରହିୁଥିଲେ DRG ଓ STF ଜବାନ ।

Intro:Body:

BLANK FOR LINK 

Conclusion:
Last Updated : Jul 27, 2019, 10:09 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.