ETV Bharat / bharat

ବିଜାପୁରରେ ନକ୍ସଲ ଆଡ୍ଡା ଧ୍ବସଂ, ମାଓ ସାମଗ୍ରୀ ଜବତ

ରାଜ୍ୟରୁ ନକ୍ସଲବାଦର ମୂଳୋତ୍ପାଟଟ ପାଇଁ ପ୍ରୟାସ ଜାରି ରଖିଛି ଛତିଶଗଡ ପୋଲିସ । ଏହି କ୍ରମରେ ରାଜ୍ୟର ବିଜାପୁର ଜିଲ୍ଲାରେ ଗ୍ରହଣ କରାଯାଇଥିବା କାର୍ଯ୍ୟାନୁଷ୍ଠାନରେ ନକ୍ସଲଙ୍କ ଏକ କ୍ୟାମ୍ପ ଧ୍ବଂସ ହେବା ସହ ବିପୁଳ ପରିମାଣର ମାଓ ସାମଗ୍ରୀ ଜବତ କରାଯାଇଛି ।

author img

By

Published : Aug 17, 2019, 12:02 PM IST

ଫଟୋ ସୌଜନ୍ୟ: ଇଟିଭି ଭାରତ ବ୍ୟୁରୋ

ରାୟପୁର: ପଡୋଶୀ ଛତିଶଗଡ ପୋଲିସକୁ ମିଳିଛି ସଫଳତା । ରାଜ୍ୟର ବିଜାପୁର ଜିଲ୍ଲା ସ୍ଥିତ ହଙ୍ଗୁର ଗାଁରେ ଶୁକ୍ରବାର ସର୍ଚ୍ଚ ଅପରେସନ ସମୟରେ ପୋଲିସ ଏବଂ ଡିଆରଜି ଟିମ ନକ୍ସଲଙ୍କ ଏକ ଆଡ୍ଡାକୁ ଧ୍ବଂସ କରିବାରେ ସକ୍ଷମ ହୋଇଛି । ଘଟଣାସ୍ଥଳରୁ ବିପୁଳ ପରିମାଣର ମାଓ ସାମଗ୍ରୀ ଜବତ କରାଯାଇଛିି ।

Naxalite memorial
ଫଟୋ ସୌଜନ୍ୟ: ଇଟିଭି ଭାରତ ବ୍ୟୁରୋ

ତେବେ ନକ୍ସଲବାଦର ମୂଳୋତ୍ପାଟନ ପାଇଁ ସୁରକ୍ଷାବଳ ପକ୍ଷରୁ ଉଦ୍ୟମ ଜାରି ରହିଛି । ଏହି କ୍ରମରେ ଗତ ଶୁକ୍ରବାର ବିଜାପୁରରେ ଥିବା ନକ୍ସଲଙ୍କ ଏକ ଆଡ୍ଡାକୁ ଧ୍ବସଂ କରାଯିବା ସହ ସେଠାରେ ସର୍ଚ୍ଚ ଅପରେସନ କରିଥିଲା ପୋଲିସ ଟିମ୍।

Intro:Body:

BLANK FOR LINK 

Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.