ETV Bharat / bharat

‘ଯୁବପୀଢି ଭୋଟ ଦିଅନ୍ତୁ,ଗଣତନ୍ତ୍ରକୁ ସୁଦୃଢ କରନ୍ତୁ’

ଗଣତନ୍ତ୍ରର ମହାପର୍ବରେ ସାମିଲ ହେବାକୁ ଯୁବପୀଢିଙ୍କୁ ପ୍ରଧାନମନ୍ତ୍ରୀଙ୍କ ଆହ୍ବନ।

author img

By

Published : Oct 21, 2019, 8:20 AM IST

Updated : Oct 21, 2019, 8:34 AM IST

ଫାଇଲ ଫଟୋ

ହାଇଦ୍ରାବାଦ: ମହାରାଷ୍ଟ୍ର ଓ ହରିୟାଣା ବିଧାନସଭା ନିର୍ବାଚନ ପାଇଁ ମତଦାନ ଆରମ୍ଭ ହୋଇଥିବା ବେଳେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଭୋଟରଙ୍କୁ ଶୁଭେଛା ଜଣାଇଛନ୍ତି। ଟ୍ବିଟ ଯୋଗେ ମୋଦି କହିଛନ୍ତି ଆଜି ହେଉଛି ମତଦାନର ଦିନ। ସମସ୍ତ ମତଦାତା ନିଜ ଭୋଟ ନିଶ୍ଚିତ ଦିଅନ୍ତୁ। ଅଧିକ ମାତ୍ରାରେ ଭୋଟ ଦେବା ପାଇଁ ଯୁବପୀଢିଙ୍କୁ ଆହ୍ୱାନ ଦେଇଛନ୍ତି ସେ।

PHOTO
@narendramodi

Intro:Body:

BLANK

Conclusion:
Last Updated : Oct 21, 2019, 8:34 AM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.