ETV Bharat / bharat

52 ବର୍ଷରେ କେଜ୍ରିୱାଲ, ଶୁଭେଚ୍ଛା ଜଣାଇଲେ ମୋଦି

author img

By

Published : Aug 16, 2020, 10:41 AM IST

ଆଜି ଦିଲ୍ଲୀର ମୁଖ୍ୟମନ୍ତ୍ରୀ କେଜ୍ରିୱାଲ ତାଙ୍କର 52 ତମ ଜନ୍ମଦିନ ପାଳନ କରୁଛନ୍ତି । ଏହି ଅବସରରେ ପ୍ରଧାନମନ୍ତ୍ରୀ ମୋଦି ତାଙ୍କୁ ଶୁଭେଚ୍ଛା ଜଣାଇଛନ୍ତି । ଅଧିକ ପଢନ୍ତୁ...

52 ବର୍ଷରେ କେଜ୍ରିୱାଲ, ଶୁଭେଚ୍ଛା ଜଣାଇଲେ ମୋଦି
52 ବର୍ଷରେ କେଜ୍ରିୱାଲ, ଶୁଭେଚ୍ଛା ଜଣାଇଲେ ମୋଦି

ନୂଆଦିଲ୍ଲୀ: 52 ବର୍ଷରେ ପଦାର୍ପଣ କଲେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ । ଦିଲ୍ଲୀ ମୁଖିଆଙ୍କୁ ଜନ୍ମ ଦିନର ଅଭିନନ୍ଦନ ଜଣାଇଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ମୋଦି ଟୁଇଟ କରି କେଜ୍ରିୱାଲଙ୍କ ଉତ୍ତମ ସ୍ବାସ୍ଥ୍ୟ ଓ ଦୀର୍ଘାୟୁ କାମନା କରିଛନ୍ତି । ମୋଦିଙ୍କ ଶୁଭେଚ୍ଛା ପରେ କେଜ୍ରିୱାଲ ଧନ୍ୟବାଦ ଜଣାଇଛନ୍ତି ।

କ୍ରମାଗତ ତୃତୀୟ ଥର ପାଇଁ କେଜ୍ରିୱାଲ ଦିଲ୍ଲୀର ମୁଖ୍ୟମନ୍ତ୍ରୀ ପଦ ସମ୍ଭାଳିଛନ୍ତି । ସେ 1968 ମସିହାର ଅଗଷ୍ଟ 16ରେ ହରିଆଣାର ସିୱାନୀ ଠାରେ ଜନ୍ମଗ୍ରହଣ କରିଥିଲେ । ଆମ ଆଦମୀ ପାର୍ଟିର ଆବାହକ ଭାବେ ପ୍ରଥମେ ମୁଖ୍ୟମନ୍ତ୍ରୀ ଭାବେ 2013 ଡିସେମ୍ବରରୁ ଫେବୃୟାରୀ 2014, ପରେ ଦ୍ବିତୀୟ ପାଳି 2015ରେ ଆରମ୍ଭ କରିଥିଲେ ।

@ANI

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.