ETV Bharat / bharat

ରାଣୀ ଲକ୍ଷ୍ମୀବାଇ କେନ୍ଦ୍ରୀୟ କୃଷି ବିଶ୍ୱବିଦ୍ୟାଳୟ ଉଦଘାଟନ କରିବେ ମୋଦି - Rani Lakshmi Bai Central Agricultural University

ଆଜି ଭିଡିଓ କନଫରେନ୍ସିଂ ମାଧ୍ୟମରେ ରାଣୀ ଲକ୍ଷ୍ମୀ ବାଇ (ଆରଏଲବି) କେନ୍ଦ୍ରୀୟ କୃଷି ବିଶ୍ୱବିଦ୍ୟାଳୟର କଲେଜ ଏବଂ ପ୍ରଶାସନ ଭବନର ଉଦଘାଟନ କରିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଆରଏଲବି କେନ୍ଦ୍ରୀୟ କୃଷି ବିଶ୍ୱବିଦ୍ୟାଳୟ ଝାନ୍ସିରେ ଅବସ୍ଥିତ ଏବଂ ବୁନ୍ଦେଲଖଣ୍ଡ ଅଞ୍ଚଳର ଏକ ପ୍ରତିଷ୍ଠିତ ପ୍ରତିଷ୍ଠାନ ଅଟେ। ଅଧିକ ପଢନ୍ତୁ...

ଝାନ୍ସି ଆରଏଲବି କେନ୍ଦ୍ରୀୟ କୃଷି ବିଶ୍ୱବିଦ୍ୟାଳୟ ଉଦଘାଟନ କରିବେ ମୋଦୀ

author img

By

Published : Aug 29, 2020, 10:35 AM IST

ନୂଆଦିଲ୍ଲୀ: ଆଜି ଭିଡିଓ କନଫରେନ୍ସିଂ ମାଧ୍ୟମରେ ରାଣୀ ଲକ୍ଷ୍ମୀ ବା (ଆରଏଲବି) କେନ୍ଦ୍ରୀୟ କୃଷି ବିଶ୍ୱବିଦ୍ୟାଳୟର କଲେଜ ଏବଂ ପ୍ରଶାସନ ଭବନର ଉଦଘାଟନ କରିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଆରଏଲବି କେନ୍ଦ୍ରୀୟ କୃଷି ବିଶ୍ୱବିଦ୍ୟାଳୟ ଝାନ୍ସିରେ ଅବସ୍ଥିତ ଏବଂ ବୁନ୍ଦେଲଖଣ୍ଡ ଅଞ୍ଚଳର ଏକ ପ୍ରତିଷ୍ଠିତ ପ୍ରତିଷ୍ଠାନ ଅଟେ। ବିଶ୍ୱବିଦ୍ୟାଳୟ 2014-15 ରେ ଏହାର ପ୍ରଥମ ଶିକ୍ଷଣୀୟ ଅଧିବେଶନ ଆରମ୍ଭ କରିଛି ଏବଂ କୃଷି, ଉଦ୍ୟାନ ବିଜ୍ଞାନ ଏବଂ ବନ ବିକ୍ଷାନରେ ସ୍ନାତକ ଏବଂ ସ୍ନାତକୋତ୍ତର ପାଠ୍ୟକ୍ରମ ପ୍ରଦାନ କରୁଛି ।

ମୁଖ୍ୟ ଅଟ୍ଟାଳିକା ପ୍ରସ୍ତୁତ ହେଉଥିବାରୁ ଏହା ବର୍ତ୍ତମାନ ଇଣ୍ଡିଆନ ଗ୍ରାସଲ୍ୟାଣ୍ଡ ଏବଂ ଫୋଡର୍ ରିସର୍ଚ୍ଚ ଇନଷ୍ଟିଚ୍ୟୁଟ୍, ଝାନ୍ସିରୁ କାର୍ଯ୍ୟ କରୁଛି । ଏହି କାର୍ଯ୍ୟକ୍ରମ ମାଧ୍ୟମରେ ପ୍ରଧାନମନ୍ତ୍ରୀ ବିଶ୍ୱବିଦ୍ୟାଳୟର ଛାତ୍ରଛାତ୍ରୀମାନଙ୍କ ସହ ମଧ୍ୟ କଥାବାର୍ତ୍ତା କରିପାରନ୍ତି ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.