ETV Bharat / bharat

‘ସ୍ବଚ୍ଛ ଭାରତ’ ପାଇଁ ଆମେରିକାରେ ସମ୍ମାନିତ ହେବେ ମୋଦି

author img

By

Published : Sep 2, 2019, 5:12 PM IST

Updated : Sep 2, 2019, 5:22 PM IST

‘ସ୍ବଚ୍ଛ ଭାରତ’ ଅଭିଯାନ ପାଇଁ ବିଲ୍ ଓ ମେଲିଣ୍ଡା ଗେଟ୍ସ ଫାଉଣ୍ଡେସନ ପକ୍ଷରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ସମ୍ମାନିତ କରାଯିବ । ପିଏମ ମୋଦିଙ୍କ ଆମେରିକା ଗସ୍ତ ସମୟରେ ତାଙ୍କୁ ଏହି ସମ୍ମାନ ପ୍ରଦାନ କରାଯିବ ।

ଫାଇଲ ଫଟୋ

ନୂଆଦିଲ୍ଲୀ: ଆଉ ଏକ ଅନ୍ତରାଷ୍ଟ୍ରୀୟ ପୁରସ୍କାରରେ ସମ୍ମାନିତ ହେବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ‘ସ୍ବଚ୍ଛ ଭାରତ’ ଅଭିଯାନ ପାଇଁ ତାଙ୍କୁ ବିଲ୍ ଓ ମେଲିଣ୍ଡା ଗେଟ୍ସ ଫାଉଣ୍ଡେସନ ପକ୍ଷରୁ କରାଯିବ ସମ୍ମାନିତ। ପିଏମ ମୋଦିଙ୍କ ଆମେରିକା ଗସ୍ତ ସମୟରେ ତାଙ୍କୁ ଏହି ସମ୍ମାନ ପ୍ରଦାନ କରାଯିବ ।

କେନ୍ଦ୍ରମନ୍ତ୍ରୀ ଜିତେନ୍ଦ୍ର ସିଂହ ସୋମବାର ଏନେଇ ଟ୍ବିଟ କରି ସୂଚନା ଦେଇଛନ୍ତି । ଆଉ ଏକ ଐତିହାସିକ ନିଷ୍ପତ୍ତି ପାଇଁ ଆଉ ଏକ ପୁରସ୍କାର ମିଳିବ। ଏହା ସମସ୍ତ ଭାରତୀୟଙ୍କ ପାଇଁ ଗର୍ବର ବିଷୟ ବୋଲି ସେ କହିଛନ୍ତି।

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି 2014 ରେ ତାଙ୍କର ପ୍ରଥମ କାର୍ଯ୍ୟକାଳରେ ‘ସ୍ବଚ୍ଛ ଭାରତ’ ଅଭିଯାନର ଶୁଭାରମ୍ଭ କରିଥିଲେ । ଏହି ଯୋଜନାକୁ ମୋଦି ଅକ୍ଟୋବର 2 ମହାତ୍ମା ଗାନ୍ଧୀଙ୍କ ଜୟନ୍ତୀ ଅବସରରେ ଶୁଭାରମ୍ଭ କରିଥିଲେ। ତେବେ ପ୍ରଧାନମନ୍ତ୍ରୀଙ୍କ ଏହି ଯୋଜନା ସାରା ବିଶ୍ବରେ ପ୍ରଶଂସା ସାଉଁଟୁଛି।

Intro:Body:

BLANK FOR LINK

Conclusion:
Last Updated : Sep 2, 2019, 5:22 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.