ETV Bharat / bharat

କୋରୋନା ସଙ୍କଟ: ଟେଲିଫୋନ ଯୋଗେ କଥା ହେଲେ ଦକ୍ଷିଣ କୋରିଆ ରାଷ୍ଟ୍ରପତି-ମୋଦି - corona

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଗୁରୁବାର ଟେଲିଫୋନ ଯୋଗେ ଦକ୍ଷିଣ କୋରିଆର ରାଷ୍ଟ୍ରପତି ମୁନ ଜେ-ଇନଙ୍କ ସହ କଥା ହୋଇଛନ୍ତି । ଦୁଇ ରାଷ୍ଟ୍ରନେତା COVID19 ମହାମାରୀ ଏବଂ ବିଶ୍ବ ସ୍ବାସ୍ଥ୍ୟ ବ୍ୟବସ୍ଥା ଏବଂ ଅର୍ଥନୈତିକ ପରିସ୍ଥିତି ପାଇଁ ଆହ୍ବାନ ବିଷୟରେ ଆଲୋଚନା କରିଥିଲେ। ମହାମାରୀର ମୁକାବିଲା ପାଇଁ ସେମାନେ ନିଜ ଦେଶରେ ନିଆଯାଇଥିବା ପଦକ୍ଷେପ ବିଷୟରେ ସୂଚନା ବାଣ୍ଟିଥିଲେ। ଅଧିକ ପଢନ୍ତୁ...

ଫାଇଲ ଫଟୋ
ଫାଇଲ ଫଟୋ
author img

By

Published : Apr 9, 2020, 6:13 PM IST

ନୂଆଦିଲ୍ଲୀ: ଭାରତ ସମତେ ବିଶ୍ବର ଶତାଧିକ ରାଷ୍ଟ୍ର ଏବେ କୋରୋନା କବଳରେ । କୋରୋନା ଚିନ୍ତାରେ ଏବେ ବିଶ୍ବର ରାଷ୍ଟ୍ରନେତା । ବିଶ୍ବ ସମସ୍ୟାରେ ଏବେ ସମସ୍ତ ରାଷ୍ଟ୍ରନେତା ଏହି ମହାମାରୀ ମୁକାବିଲା ପାଇଁ ଚେଷ୍ଟାରତ । ଏପରିସ୍ଥଳେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଗୁରୁବାର ଟେଲିଫୋନ ଯୋଗେ ଦକ୍ଷିଣ କୋରିଆର ରାଷ୍ଟ୍ରପତି ମୁନ ଜେ-ଇନଙ୍କ ସହ କଥା ହୋଇଛନ୍ତି । ଦୁଇ ରାଷ୍ଟ୍ରନେତା COVID19 ମହାମାରୀ ଏବଂ ବିଶ୍ବ ସ୍ବାସ୍ଥ୍ୟ ବ୍ୟବସ୍ଥା ଏବଂ ଅର୍ଥନୈତିକ ପରିସ୍ଥିତି ପାଇଁ ଆହ୍ବାନ ବିଷୟରେ ଆଲୋଚନା କରିଥିଲେ। ମହାମାରୀର ମୁକାବିଲା ପାଇଁ ସେମାନେ ନିଜ ଦେଶରେ ନିଆଯାଇଥିବା ପଦକ୍ଷେପ ବିଷୟରେ ସୂଚନା ବାଣ୍ଟିଥିଲେ।

ସୂଚନା ଯୋଗ୍ୟ ଯେ, କୋରୋନା ଭାଇରସ ମହାମାରୀର ବିଶ୍ବବ୍ୟାପୀ ସଙ୍କଟ ମଧ୍ୟରେ ପିଏମ ନରେନ୍ଦ୍ର ମୋଦି ଦୁନିଆର ବିଭିନ୍ନ ନେତାଙ୍କ ସହ କଥାବାର୍ତ୍ତା କରୁଛନ୍ତି । ଗତ ମଙ୍ଗଳବାରରେ ଏହି ସେ ଓମାନର ସୁଲତାନ ଏବଂ ସ୍ବିଡେନର ପ୍ରଧାନମନ୍ତ୍ରୀଙ୍କ ସହ କଥା ହୋଇଥିଲେ ଏବଂ ସେମାନଙ୍କୁ ସମସ୍ତ ସାହାଯ୍ୟର ଆଶ୍ବାସନା ଦେଇଥିଲେ ।

ବାସ୍ତବରେ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ହେଉଛନ୍ତି ଏକମାତ୍ର ବିଶ୍ବସ୍ତରୀୟ ନେତା ଯିଏ ଏହି ସଙ୍କଟ ସମୟରେ ଅନ୍ୟ ଦେଶର ମୁଖ୍ୟଙ୍କ ସହ ନିରନ୍ତର ଯୋଗାଯୋଗରେ ଅଛନ୍ତି ଏବଂ ସେମାନଙ୍କୁ ସାହାଯ୍ୟର ଆଶ୍ବସନା ଦେଉଛନ୍ତି ।

@ANI

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.