ETV Bharat / bharat

ବିଧାନସଭା ନିର୍ବାଚନ: ଝାଡଖଣ୍ଡରେ ମୋଦି-ରାହୁଲ ମୁହାଁମୁହିଁ - ଝାଡଖଣ୍ଡ ବିଧାନସଭା ନିର୍ବାଚନ

ଆଜି ଝାଡଖଣ୍ଡରେ ଗର୍ଜିବେ ପ୍ରଧାନମନ୍ତ୍ରୀ ମୋଦି ଏବଂ କଂଗ୍ରେସ ନେତା ରାହୁଲ ଗାନ୍ଧୀ । ଝାଡଖଣ୍ଡର ଭିନ୍ନ ଭିନ୍ନ ସ୍ଥାନରେ ଆୟୋଜିତ ଜନସଭାରେ ସମ୍ବୋଧିତ କରିବେ ଉଭୟ ନେତା ।

rahul-gandh
ଫାଇଲ ଫଟୋ
author img

By

Published : Dec 9, 2019, 9:17 AM IST

ରାଞ୍ଚି: ଆଜି ଝାଡଖଣ୍ଡରେ ଶୁଭିବ ପ୍ରଧାନମନ୍ତ୍ରୀ ମୋଦି ଏବଂ କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କ ରଣହୁଙ୍କାର । ଡିସେମ୍ବର 12 ରେ ଝାଡଖଣ୍ଡର ତୃତୀୟ ପର୍ଯ୍ୟାୟ ମତଦାନ ଅନୁଷ୍ଠିତ ହେବ । ଏନେଇ ଭୋଟରଙ୍କୁ ନିଜ ନିଜ ପକ୍ଷକୁ ଆକୃଷ୍ଠ କରିବା ପାଇଁ ମୋଦି ଏବଂ ରାହୁଲ ଝାଡଖଣ୍ଡର ଭିନ୍ନ ଭିନ୍ନ ସ୍ଥାନରେ ଗର୍ଜିବେ ।

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଝାଡଖଣ୍ଡର ବାରହି ଏବଂ ବୋକାରୋରେ ଆୟୋଜିତ ଜନସଭାକୁ ସମ୍ବୋଧିତ କରିବେ । ଅନ୍ୟପକ୍ଷରେ ରାହୁଲ ଗାନ୍ଧୀ ବାରକାଗାଁଓ ଏବଂ ରାଞ୍ଚିରେ ଜନସଭାକୁ ସମ୍ବୋଧିତ କରିବେ ।

81 ଆସନଯୁକ୍ତ ଝାଡଖଣ୍ଡ ବିଧାନସଭା ନିର୍ବାଚନ 5 ଟି ପର୍ଯ୍ୟାୟରେ ଅନୁଷ୍ଠିତ ହେଉଛି । ନଭେମ୍ବର 30 ଏବଂ ଡିସେମ୍ବର 7 ରେ ପ୍ରଥମ ଏବଂ ଦ୍ବିତୀୟ ପର୍ଯ୍ୟାୟ ମତଦାନ ସରିଥିବା ବେଳେ ଡିସେମ୍ବର 12 ରେ ତୃତୀୟ ପର୍ଯ୍ୟାୟ ମତଦାନ ଅନୁଷ୍ଠିତ ହେବ । ସେହିପରି ଡିସେମ୍ବର 16 ରେ ଚତୁର୍ଥ ଏବଂ ଡିସେମ୍ବର 20 ରେ ପଞ୍ଚମ ତଥା ଶେଷ ପର୍ଯ୍ୟାୟ ମତଦାନ ଅନୁଷ୍ଠିତ ହେବ ।

Intro:Body:

testing

Conclusion:
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.