ETV Bharat / bharat

ପିଏମଙ୍କୁ ପରିବାରର ସଜ୍ଞା ବୁଝାଇଲେ ପାୱାର

ପିଏମ ମୋଦିଙ୍କ ବଂଶବାଦ ଟିପ୍ପଣୀକୁ ନେଇ ରାଷ୍ଟ୍ରବାଦୀ କଂଗ୍ରେସ ପାର୍ଟି(ଏନସିପି) ଅଧ୍ୟକ୍ଷ ପାଲଟା ଜବାବ ଦେଇଛନ୍ତି । ପରିବାର କିପରି ଚାଲିଥାଏ ତାହା ମୋଦିଙ୍କୁ ଜଣା ଅଛି କି ବୋଲି ପ୍ରଶ୍ନ କରିଛନ୍ତି ସେ ।

author img

By

Published : Apr 17, 2019, 10:30 PM IST

ଫାଇଲ ଫଟୋ

ନୂଆଦିଲ୍ଲୀ: ସାଧାରଣ ନିର୍ବାଚନକୁ ନେଇ ବେଶ ସରଗରମ ହୋଇ ଉଠିଛି ପ୍ରଚାର ଅଭିଯାନ । ନେତାଙ୍କ ମଧ୍ୟରେ ଜାରି ରହିଛି ଆରୋପ ପ୍ରତ୍ୟାରୋପର ପର୍ବ । ନେତାମାନେ ପରସ୍ପର ଦଳକୁ ସମାଲୋଚନା କରିବାକୁ ଯାଇ ବ୍ୟକ୍ତିଗତ ଟାର୍ଗେଟ କରିବାକୁ ପଛାଉ ନାହାନ୍ତି । ଏହାର ସଦ୍ୟ ଉଦାହରଣ ହେଉଛି ପ୍ରଧାନମନ୍ତ୍ରୀ ମୋଦି ଓ ଏନସିପି ସୁପ୍ରିମୋ ଶରଦ ପାୱାରଙ୍କ ମଧ୍ୟରେ ହୋଇଥିବା ବୟାନବାଜୀ ।

  • Sharad Pawar: Modi Ji says 'Pawar Sahab is a good man but has family issues. His nephews are out of his hands.' I wanted to ask him what does he have to do with issues at my home? But then I realised I've my wife, daughter; son-in-law, nephews visit us, but he has no one. (15.4) pic.twitter.com/pKoWCCjScV

    — ANI (@ANI) April 17, 2019 " class="align-text-top noRightClick twitterSection" data=" ">

ପିଏମ ମୋଦିଙ୍କ ପରିବାରବାଦ ଟିପ୍ପଣୀକୁ ନେଇ ରାଷ୍ଟ୍ରବାଦୀ କଂଗ୍ରେସ ପାର୍ଟି(ଏନସିପି) ଅଧ୍ୟକ୍ଷ ପାଲଟା ଜବାବ ଦେଇଛନ୍ତି । ପରିବାର କିପରି ଚାଲିଥାଏ ତାହା ମୋଦିଙ୍କୁ ଜଣା ଅଛି କି ବୋଲି ପ୍ରଶ୍ନ କରିଛନ୍ତି ସେ ।

ପାୱାର କହିଛନ୍ତି ଯେ, ସେ(ମୋଦି) ପରିବାର ବିଷୟରେ କିଛି ଜାଣନ୍ତି ନାହିଁ । ଏହି କାରଣରୁ ସେ ଅନ୍ୟର ଘରକୁ ଆଖି ପକାଉଛନ୍ତି । ମୁଁ ଏହା ଠାରୁ ବହୁତ କିଛି ଅଧିକ କହି ପାରିବ କିନ୍ତୁ ମୁଁ ନିମ୍ନ ସ୍ତରକୁ ଯାଇ ପାରିବି ନାହିଁ । ମୋଦି କହନ୍ତି ପାୱାର ହେଉଛନ୍ତି ବହୁତ ଭଲ ବ୍ୟକ୍ତି । କିନ୍ତୁ ତାଙ୍କ ପାରିବାରିକ ସମସ୍ୟା ରହିଛି । ତାଙ୍କ ପୁତୁରା ହାତ ଛଡା ହୋଇଯାଇଛନ୍ତି ।

ମୁଁ ପଚାରିବାକୁ ଚାହୁଛି ମୋ ଘରେ କ’ଣ ଚାଲୁଛି ସେଥିରୁ ମୋଦିଜୀ ଆପଣଙ୍କୁ ଲାଭ ମିଳିବ । କିନ୍ତୁ ଏହାପରେ ମୋତେ ଲାଗୁଛି ମୋର ପତ୍ନୀ ଅଛନ୍ତି, ଝିଅ, ଜ୍ବାଇଁ ଓ ପୁତୁରା ଅଛନ୍ତି କିନ୍ତୁ ତାଙ୍କ(ମୋଦି)ଙ୍କ ପାଖରେ କେହି ମଧ୍ୟ ନାହାନ୍ତି ବୋଲି ଏନସିପି ସୁପ୍ରିମୋ କହିଛନ୍ତି ।

Intro:Body:

dfh

Conclusion:

For All Latest Updates

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.