", "primaryImageOfPage": { "@id": "https://etvbharatimages.akamaized.net/etvbharat/images/768-512-2676722-644-13246b8a-577f-46c0-883f-c81c1da2e342.jpg" }, "inLanguage": "or", "publisher": { "@type": "Organization", "name": "ETV Bharat", "url": "https://www.etvbharat.com", "logo": { "@type": "ImageObject", "contentUrl": "https://etvbharatimages.akamaized.net/etvbharat/images/768-512-2676722-644-13246b8a-577f-46c0-883f-c81c1da2e342.jpg" } } }
", "articleSection": "bharat", "articleBody": "ଟ୍ବିଟରେ ମୋଦି ସମସ୍ତ ବିପକ୍ଷ ଦଳର ନେତାଙ୍କୁ ଟ୍ବିଟରରେ ଟ୍ୟାଗ୍‌ କରି ଦେଶବାସୀଙ୍କୁ ମତଦାନ କରିବାକୁ ପ୍ରେରିତ ତଥା ପ୍ରୋତ୍ସାହିତ କରିବା ପାଇଁ କହିବା ସହ ମତଦାନ ପାଇଁ ସଚେତନ କରିବାକୁ ଅନୁରୋଧ କରିଛନ୍ତି ।ନୂଆଦିଲ୍ଲୀ: ଲୋକସଭା ନିର୍ବାଚନ 2019 ପାଇଁ ନିର୍ବାଚନ ତାରିଖ ଘୋଷଣା ପରେ ପ୍ରଚାର ଅଭିଯାନ ଆରମ୍ଭ ହୋଇଛି । ନିର୍ବାଚନ ଯୁଦ୍ଧ ଜିତିବା ପାଇଁ ବିଭିନ୍ନ ପ୍ରକାର ଅସ୍ତ୍ରଶସ୍ତ୍ର ପରସ୍ପର ଉପରେ ପ୍ରୟୋଗ କରିବାରେ ବ୍ୟସ୍ତ ରହିଲେଣି ରାଜନୈତିକ ଦଳ । ଏଭଳି ସମୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସମସ୍ତ ବିପକ୍ଷ ଦଳର ନେତା, ସିନେମା, କ୍ରୀଡା, ଗଣମାଧ୍ୟମ ପ୍ରତିନିଧିଙ୍କୁ ଟ୍ବିଟ କରିଛନ୍ତି । ଟ୍ବିଟରେ ମୋଦି ସମସ୍ତ ଟାଣୁଆ ନେତା ତଥା ବିରୋଧୀ ମୁଖିଆଙ୍କୁ ଅନୁରୋଧ କରିଛନ୍ତି । ବିପକ୍ଷ ଦଳର ନେତାଙ୍କୁ ଟ୍ବିଟରରେ ଟ୍ୟାଗ୍‌ କରି ଦେଶବାସୀଙ୍କୁ ମତଦାନ କରିବାକୁ ପ୍ରେରିତ ତଥା ପ୍ରୋତ୍ସାହିତ କରିବା ପାଇଁ କହିବା ସହ ମତଦାନ ପାଇଁ ସଚେତନ କରିବାକୁ ଅନୁରୋଧ କରିଛନ୍ତି ।ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀ, ମମତା ବାନାର୍ଜୀ, ଶରଦ ପାୱାର, ମାୟାବତୀ, ଅଖିଳେଶ ଯାଦବ, ତେଜସ୍ବୀ ଯାଦବ ଏବଂ ଏମକେ ଷ୍ଟାଲିନଙ୍କୁ ଲୋକସଭା ନିର୍ବାଚନ ପାଇଁ ଲୋକମାନଙ୍କୁ ପ୍ରେରିତ କରିବା ପାଇଁ ଟ୍ବିଟର ମାଧ୍ୟମରେ ଅପିଲ୍‌ କରିଛନ୍ତି । ଏହାସହ ଯେତେ ସଂଖ୍ୟାରେ ଭୋଟର ମତଦାନରେ ସାମିଲ ହେବେ ଏହା ଗଣତନ୍ତ୍ର ପ୍ରତି ଶୁଭ ସଙ୍କେତ ଅଟେ ବୋଲି ସେ କହିଛନ୍ତି ।ପିଏମ୍‌ ଟ୍ୱିଟ କରି ଚନ୍ଦ୍ରବାବୁ ନାଇଡୁ, ଏଚଡି କୁମାରସ୍ବାମୀ, ନବୀନ ପଟ୍ଟନାୟକ ଓ ଜଗମୋହନ ରେଡ୍ଡି, ନୀତୀଶ କୁମାର, ପବନ ଚାମଲିଙ୍ଗ, ରାମ ବିଳାସ ପାଶୱାନଙ୍କୁ ଟ୍ୟାଗ କରି ଯଥା ସମ୍ଭବ ମତଦାନ ପ୍ରତି ଲୋକଙ୍କୁ ସଚେତନ କରିବା ସହ ଭୋଟ ଗ୍ରହଣ କେନ୍ଦ୍ରକୁ ଭୋଟରଙ୍କୁ ଆକୃଷ୍ଟ କରିବା ପାଇଁ ପ୍ରେରିତ କରିବା ପାଇଁ କହିଛନ୍ତି । ମାତ୍ର ଏହି ଟ୍ୱିଟ ଲିଷ୍ଟରେ କେଜରିୱାଲ ବାଦ ପଡିଛନ୍ତି । Dear @HarsimratBadal_ , @ichiragpaswan and @AUThackeray, increasing awareness among the youth on the importance of voting is a paramount task in front of us. Urging you to do your best to ensure high public participation in the upcoming elections.— Narendra Modi (@narendramodi) March 13, 2019 ଏହାସହ ପ୍ରଧାନମନ୍ତ୍ରୀ କ୍ରୀଡା ଜଗତର ସଚିନ ତେନ୍ଦୁଲକର, ଅନୀଲ କୁମ୍ବଲେ, ଭିଭିଏସ ଲକ୍ଷ୍ମଣ, ବିରେନ୍ଦ୍ର ସେୱାଗ, ଏମଏସ୍‌ ଧୋନୀ, ବିରାଟ କୋହଲି , କିଦାମ୍ବୀ ଶ୍ରୀକାନ୍ତ, ଅଲମ୍ପିକ ମଡେଲ ଯୋଗେଶ୍ୱର ଦତ୍ତ, ସୁଶୀଲ କୁମାର, ପିଭି ସିନ୍ଧୁ, ଗୀତା, ବବିତା, ରିତୁ ଫୋଗଟ, ବଜରଙ୍ଗ ପୁନିଆଙ୍କୁ ମଧ୍ୟ ପ୍ରଧାନମନ୍ତ୍ରୀ ମତଦାନ ପାଇଁ ସଚେତନତା କରିବାକୁ କହିଛନ୍ତି । ଏହାସହ ମୋଦି ନୋବେଲ ପୁରସ୍କାର ବିଜେତା କୈଳାଶ ସତ୍ୟାର୍ଥୀ, ରାଜ୍ୟପାଳ କିରଣ ବେଦୀ, ସାଉଥର କଳାକାର ମୋହନଲାଲ, ସୁଦର୍ଶନ ପଟ୍ଟନାୟକଙ୍କୁ ମଧ୍ୟ ଟ୍ବିଟ କରିଛନ୍ତି । Dear @NitishKumar, @irvpaswan and @pawanchamling5, soliciting your support and active participation in improving voting across the country in the coming elections. Let us strive to create an atmosphere where maximum voting can take place.— Narendra Modi (@narendramodi) March 13, 2019 ସେ ଆଧ୍ୟାତ୍ମିକ ଗୁରୁ ସଦ୍‌ଗୁରୁ, ରବିଶଙ୍କର, ରାମଦେବଙ୍କୁ ଟ୍ୟାଗ କରି ଆଧ୍ୟାତ୍ମିକ ଭାବନା ସଫଳ ଭାବରେ ଜନାଦୃତ କରିବା ଭଲି ଭୋଟ ଦେବା ପାଇଁ ଲୋକଙ୍କୁ ପ୍ରେରିତ କରିବା ପାଇଁ କହିଛନ୍ତି ମୋଦି । ଉଦ୍ୟୋଗ ଜଗତର ଆନନ୍ଦ ମହିନ୍ଦ୍ରା, ରତନ ଟାଟା ଏବଂ ଆଶୀଷ ଚୌହ୍ବାନଙ୍କୁ ମଧ୍ୟ ନିବେଦନ କରିଛନ୍ତି । Dear @HarsimratBadal_ , @ichiragpaswan and @AUThackeray, increasing awareness among the youth on the importance of voting is a paramount task in front of us. Urging you to do your best to ensure high public participation in the upcoming elections.— Narendra Modi (@narendramodi) March 13, 2019 ପ୍ରଧାନମନ୍ତ୍ରୀ ବଲିଉଡ କଳାକାର ଅମିତାଭ ବଚ୍ଚନ, ଏଆର ରେହମାନ, ରଣବୀର କପୁର, ବରୁଣ ଧାବନ, ଅମୀର, ସଲମାନ, ଶାହାରୁଖ, ବିକି କୌଶଲ, ଅନୁଷ୍କା ଶର୍ମା, ଦୀପିକା ପାଦୁକୋନ, ଆଲିଆ ଭଟ୍ଟଙ୍କୁ ମତଦାନ ପାଇଁ ଜନସାଧାରଣଙ୍କୁ ପ୍ରେରିତ କରିବା ସହ ସଚେତନତା ସୃଷ୍ଟି କରିବା ପାଇଁ କହିଛନ୍ତି ।ଏହାସହ ଗଣମାଧ୍ୟମ ପ୍ରତିନିଧିଙ୍କୁ ମଧ୍ୟ ଟ୍ବିଟ କରି ମତଦାନ ପାଇଁ ଜନସାଧାରଣଙ୍କୁ ଜାଗ୍ରତ ଓ ସଚେତନ କରିବା ପାଇଁ କହିଛନ୍ତି ।", "url": "https://www.etvbharat.com/oriya/odisha/bharat/bharat-news/pm-modi-calls-on-rivals-celebs-to-bring-voters-to-booth-1/or20190313152408574", "inLanguage": "or", "datePublished": "2019-03-13T15:24:10+05:30", "dateModified": "2019-03-13T15:24:10+05:30", "dateCreated": "2019-03-13T15:24:10+05:30", "thumbnailUrl": "https://etvbharatimages.akamaized.net/etvbharat/images/768-512-2676722-644-13246b8a-577f-46c0-883f-c81c1da2e342.jpg", "mainEntityOfPage": { "@type": "WebPage", "@id": "https://www.etvbharat.com/oriya/odisha/bharat/bharat-news/pm-modi-calls-on-rivals-celebs-to-bring-voters-to-booth-1/or20190313152408574", "name": "ଭୋଟରଙ୍କୁ ଜାଗ୍ରତ କରିବା ପାଇଁ ବିରୋଧୀଙ୍କୁ ଟ୍ବିଟ କଲେ ପିଏମ୍‌, ବାଦ ପଡିଲେ କେଜରିୱାଲ", "image": "https://etvbharatimages.akamaized.net/etvbharat/images/768-512-2676722-644-13246b8a-577f-46c0-883f-c81c1da2e342.jpg" }, "image": { "@type": "ImageObject", "url": "https://etvbharatimages.akamaized.net/etvbharat/images/768-512-2676722-644-13246b8a-577f-46c0-883f-c81c1da2e342.jpg", "width": 1200, "height": 900 }, "author": { "@type": "Organization", "name": "ETV Bharat", "url": "https://www.etvbharat.com/author/undefined" }, "publisher": { "@type": "Organization", "name": "ETV Bharat Odisha", "url": "https://www.etvbharat.com", "logo": { "@type": "ImageObject", "url": "https://etvbharatimages.akamaized.net/etvbharat/static/assets/images/etvlogo/oriya.png", "width": 82, "height": 60 } } }

ETV Bharat / bharat

ଭୋଟରଙ୍କୁ ଜାଗ୍ରତ କରିବା ପାଇଁ ବିରୋଧୀଙ୍କୁ ଟ୍ବିଟ କଲେ ପିଏମ୍‌, ବାଦ ପଡିଲେ କେଜରିୱାଲ - celebs

ଟ୍ବିଟରେ ମୋଦି ସମସ୍ତ ବିପକ୍ଷ ଦଳର ନେତାଙ୍କୁ ଟ୍ବିଟରରେ ଟ୍ୟାଗ୍‌ କରି ଦେଶବାସୀଙ୍କୁ ମତଦାନ କରିବାକୁ ପ୍ରେରିତ ତଥା ପ୍ରୋତ୍ସାହିତ କରିବା ପାଇଁ କହିବା ସହ ମତଦାନ ପାଇଁ ସଚେତନ କରିବାକୁ ଅନୁରୋଧ କରିଛନ୍ତି ।

ଡିଜାଇନ ଫଟୋ
author img

By

Published : Mar 13, 2019, 3:24 PM IST

ନୂଆଦିଲ୍ଲୀ: ଲୋକସଭା ନିର୍ବାଚନ 2019 ପାଇଁ ନିର୍ବାଚନ ତାରିଖ ଘୋଷଣା ପରେ ପ୍ରଚାର ଅଭିଯାନ ଆରମ୍ଭ ହୋଇଛି । ନିର୍ବାଚନ ଯୁଦ୍ଧ ଜିତିବା ପାଇଁ ବିଭିନ୍ନ ପ୍ରକାର ଅସ୍ତ୍ରଶସ୍ତ୍ର ପରସ୍ପର ଉପରେ ପ୍ରୟୋଗ କରିବାରେ ବ୍ୟସ୍ତ ରହିଲେଣି ରାଜନୈତିକ ଦଳ । ଏଭଳି ସମୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସମସ୍ତ ବିପକ୍ଷ ଦଳର ନେତା, ସିନେମା, କ୍ରୀଡା, ଗଣମାଧ୍ୟମ ପ୍ରତିନିଧିଙ୍କୁ ଟ୍ବିଟ କରିଛନ୍ତି । ଟ୍ବିଟରେ ମୋଦି ସମସ୍ତ ଟାଣୁଆ ନେତା ତଥା ବିରୋଧୀ ମୁଖିଆଙ୍କୁ ଅନୁରୋଧ କରିଛନ୍ତି । ବିପକ୍ଷ ଦଳର ନେତାଙ୍କୁ ଟ୍ବିଟରରେ ଟ୍ୟାଗ୍‌ କରି ଦେଶବାସୀଙ୍କୁ ମତଦାନ କରିବାକୁ ପ୍ରେରିତ ତଥା ପ୍ରୋତ୍ସାହିତ କରିବା ପାଇଁ କହିବା ସହ ମତଦାନ ପାଇଁ ସଚେତନ କରିବାକୁ ଅନୁରୋଧ କରିଛନ୍ତି ।

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀ, ମମତା ବାନାର୍ଜୀ, ଶରଦ ପାୱାର, ମାୟାବତୀ, ଅଖିଳେଶ ଯାଦବ, ତେଜସ୍ବୀ ଯାଦବ ଏବଂ ଏମକେ ଷ୍ଟାଲିନଙ୍କୁ ଲୋକସଭା ନିର୍ବାଚନ ପାଇଁ ଲୋକମାନଙ୍କୁ ପ୍ରେରିତ କରିବା ପାଇଁ ଟ୍ବିଟର ମାଧ୍ୟମରେ ଅପିଲ୍‌ କରିଛନ୍ତି । ଏହାସହ ଯେତେ ସଂଖ୍ୟାରେ ଭୋଟର ମତଦାନରେ ସାମିଲ ହେବେ ଏହା ଗଣତନ୍ତ୍ର ପ୍ରତି ଶୁଭ ସଙ୍କେତ ଅଟେ ବୋଲି ସେ କହିଛନ୍ତି ।

ପିଏମ୍‌ ଟ୍ୱିଟ କରି ଚନ୍ଦ୍ରବାବୁ ନାଇଡୁ, ଏଚଡି କୁମାରସ୍ବାମୀ, ନବୀନ ପଟ୍ଟନାୟକ ଓ ଜଗମୋହନ ରେଡ୍ଡି, ନୀତୀଶ କୁମାର, ପବନ ଚାମଲିଙ୍ଗ, ରାମ ବିଳାସ ପାଶୱାନଙ୍କୁ ଟ୍ୟାଗ କରି ଯଥା ସମ୍ଭବ ମତଦାନ ପ୍ରତି ଲୋକଙ୍କୁ ସଚେତନ କରିବା ସହ ଭୋଟ ଗ୍ରହଣ କେନ୍ଦ୍ରକୁ ଭୋଟରଙ୍କୁ ଆକୃଷ୍ଟ କରିବା ପାଇଁ ପ୍ରେରିତ କରିବା ପାଇଁ କହିଛନ୍ତି । ମାତ୍ର ଏହି ଟ୍ୱିଟ ଲିଷ୍ଟରେ କେଜରିୱାଲ ବାଦ ପଡିଛନ୍ତି ।

  • Dear @HarsimratBadal_ , @ichiragpaswan and @AUThackeray, increasing awareness among the youth on the importance of voting is a paramount task in front of us.

    Urging you to do your best to ensure high public participation in the upcoming elections.

    — Narendra Modi (@narendramodi) March 13, 2019 " class="align-text-top noRightClick twitterSection" data=" ">

ଏହାସହ ପ୍ରଧାନମନ୍ତ୍ରୀ କ୍ରୀଡା ଜଗତର ସଚିନ ତେନ୍ଦୁଲକର, ଅନୀଲ କୁମ୍ବଲେ, ଭିଭିଏସ ଲକ୍ଷ୍ମଣ, ବିରେନ୍ଦ୍ର ସେୱାଗ, ଏମଏସ୍‌ ଧୋନୀ, ବିରାଟ କୋହଲି , କିଦାମ୍ବୀ ଶ୍ରୀକାନ୍ତ, ଅଲମ୍ପିକ ମଡେଲ ଯୋଗେଶ୍ୱର ଦତ୍ତ, ସୁଶୀଲ କୁମାର, ପିଭି ସିନ୍ଧୁ, ଗୀତା, ବବିତା, ରିତୁ ଫୋଗଟ, ବଜରଙ୍ଗ ପୁନିଆଙ୍କୁ ମଧ୍ୟ ପ୍ରଧାନମନ୍ତ୍ରୀ ମତଦାନ ପାଇଁ ସଚେତନତା କରିବାକୁ କହିଛନ୍ତି । ଏହାସହ ମୋଦି ନୋବେଲ ପୁରସ୍କାର ବିଜେତା କୈଳାଶ ସତ୍ୟାର୍ଥୀ, ରାଜ୍ୟପାଳ କିରଣ ବେଦୀ, ସାଉଥର କଳାକାର ମୋହନଲାଲ, ସୁଦର୍ଶନ ପଟ୍ଟନାୟକଙ୍କୁ ମଧ୍ୟ ଟ୍ବିଟ କରିଛନ୍ତି ।

  • Dear @NitishKumar, @irvpaswan and @pawanchamling5, soliciting your support and active participation in improving voting across the country in the coming elections.

    Let us strive to create an atmosphere where maximum voting can take place.

    — Narendra Modi (@narendramodi) March 13, 2019 " class="align-text-top noRightClick twitterSection" data=" ">

ସେ ଆଧ୍ୟାତ୍ମିକ ଗୁରୁ ସଦ୍‌ଗୁରୁ, ରବିଶଙ୍କର, ରାମଦେବଙ୍କୁ ଟ୍ୟାଗ କରି ଆଧ୍ୟାତ୍ମିକ ଭାବନା ସଫଳ ଭାବରେ ଜନାଦୃତ କରିବା ଭଲି ଭୋଟ ଦେବା ପାଇଁ ଲୋକଙ୍କୁ ପ୍ରେରିତ କରିବା ପାଇଁ କହିଛନ୍ତି ମୋଦି । ଉଦ୍ୟୋଗ ଜଗତର ଆନନ୍ଦ ମହିନ୍ଦ୍ରା, ରତନ ଟାଟା ଏବଂ ଆଶୀଷ ଚୌହ୍ବାନଙ୍କୁ ମଧ୍ୟ ନିବେଦନ କରିଛନ୍ତି ।

ପ୍ରଧାନମନ୍ତ୍ରୀ ବଲିଉଡ କଳାକାର ଅମିତାଭ ବଚ୍ଚନ, ଏଆର ରେହମାନ, ରଣବୀର କପୁର, ବରୁଣ ଧାବନ, ଅମୀର, ସଲମାନ, ଶାହାରୁଖ, ବିକି କୌଶଲ, ଅନୁଷ୍କା ଶର୍ମା, ଦୀପିକା ପାଦୁକୋନ, ଆଲିଆ ଭଟ୍ଟଙ୍କୁ ମତଦାନ ପାଇଁ ଜନସାଧାରଣଙ୍କୁ ପ୍ରେରିତ କରିବା ସହ ସଚେତନତା ସୃଷ୍ଟି କରିବା ପାଇଁ କହିଛନ୍ତି ।

ଏହାସହ ଗଣମାଧ୍ୟମ ପ୍ରତିନିଧିଙ୍କୁ ମଧ୍ୟ ଟ୍ବିଟ କରି ମତଦାନ ପାଇଁ ଜନସାଧାରଣଙ୍କୁ ଜାଗ୍ରତ ଓ ସଚେତନ କରିବା ପାଇଁ କହିଛନ୍ତି ।

Intro:Body:

Hyderabad: Tiger Shroff and Disha Patani have been in talks for their undeclared affair for a notable period of time. Lately, there have also been conjectures of their marriage. And here we bring to you what daddy Shroff thinks about it.

Recently, Jackie Shroff was asked about his take on Tiger and Disha's relationship to which he said that his son found a friend in her at the age of 25. Meanwhile, he was all praises for Disha and said that they dance and work out together.

Talking about their future plans, Jackie said that Disha and Tiger might get married, date openly or even remain, friends, as everything is up to them.

The alleged couple might have been tight-lipped about their relationship but the duo has dropped enough hints of their growing closeness.

Conclusion:

For All Latest Updates

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.