ETV Bharat / bharat

ବିଶ୍ବ ନିବେଶକ ସମ୍ମିଳନୀରେ ପିଏମ ମୋଦି - ବିଶ୍ବ ନିବେଶକ ସମ୍ମିଳନୀ ନ୍ୟୁଜ

ଧର୍ମଶାଳାରେ ବିଶ୍ବ ନିବେଶକ ସମ୍ମିଳନୀକୁ ଉଦ୍‌ଘାଟନ କଲେ ପିଏମ ମୋଦି । ଏହି ସମ୍ମିଳନୀରେ 583 ଚୁକ୍ତି ସ୍ବାକ୍ଷରିତ କରାଯାଇଛି ।

modi
author img

By

Published : Nov 7, 2019, 3:16 PM IST

ସିମଲା: ପିଏମ ମୋଦିଙ୍କ ଧର୍ମଶାଳା ଗସ୍ତ । ସେଠାରେ ଆୟୋଜିତ ବିଶ୍ବ ନିବେଶକ ସମ୍ମିଳନୀର ଉଦଘାଟନ କରିଛନ୍ତି । ସମ୍ମିଳନୀରେ ଦେଶ ଓ ବିଦେଶରୁ ନିବେଶକ ଯୋଗ ଦେଇଥିବାବେଳେ 583 ଚୁକ୍ତି ସ୍ବାକ୍ଷରିତ କରାଯାଇଛି । ଏହାଫଳରେ ହିମାଚଳରେ 82ହଜାର କୋଟିର ନିବେଶ କରାଯିବାର ସମ୍ଭାବନା ରହିଛି ।

ଭିଡିଓ ସୌଜନ୍ୟ: ଏଏନଆଇ

ତେବେ ଭାରତର ପାର୍ଟନର ରାଷ୍ଟ୍ର ୟୁଏଇ ପକ୍ଷରୁ 1710ଜଣ ବ୍ୟବସାୟୀ ପ୍ରତିନିଧି ଯୋଗଦାନ ଦେଇଛନ୍ତି । ଏଥିସହ ପ୍ରାୟ 200 ଅନ୍ତର୍ଜାତୀୟ ପ୍ରତିନିଧି ଯୋଗ ଦେଇଛନ୍ତି । ସୂଚନାଥାଉକି, ପର୍ଯ୍ୟଟନ କ୍ଷେତ୍ରରେ 192 ଚୁକ୍ତି ସ୍ବାକ୍ଷରିତ ହୋଇଛି, ଫଳରେ ହିମାଚଳରେ 15କୋଟି ନିବେଶର ସମ୍ଭବନା ରହିଛି । ପାଓ୍ବାର ସେକ୍ଟରରେ 15ଟି ଚୁକ୍ତି ସ୍ବାକ୍ଷରିତ ହୋଇଥିବାବେଳେ 27812 କୋଟିର ନିବେଶ ସମ୍ଭାବନା ରହିଛି । ହାଉସିଂ ସେକ୍ଟରରେ 42ଟି ଚୁକ୍ତି ଓ ଇଣ୍ଡଷ୍ଟ୍ରି ସେକ୍ଟରରେ 207ଟି ଚୁକ୍ତି ସ୍ବାକ୍ଷରିତ ହୋଇଛି ।

global investors meet
ଫଟୋ ସୌଜନ୍ୟ: ସୋସିଆଲମିଡିଆ@ANI

ତେବେ 2ଦିନ ଧରି ଚାଲିଥିବା ଏହି ସମ୍ମିଳନୀରେ ନେଦରାଣ୍ଡରୁ 23, ୟୁଏଇରୁ 6,ଭିଏତନାମାରୁ 28, ଜର୍ମାନୀରୁ 40, ସ୍ବତନ୍ତ୍ର ଭାବେ 60ଜଣ ଓ ରୁଷିଆରୁ 11 ଓ ୟୁଏସଆଇଟିସିରୁ 6ଜଣ ପ୍ରତିନିଧି ଯୋଗଦାନ ଦେଇଛନ୍ତି । ଏଥିସହ 12ଟି ଦେଶର ରାଜଦୂତମାନେ ଏହି ବିଶ୍ବ ନିବେଶକ ସମ୍ମିଳନୀରେ ଯୋଗଦାନ ଦେଇଛନ୍ତି ।

Intro:Body:

BLANK FOR LINK 

Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.