ETV Bharat / bharat

ଚାରୋଟି ସହରରେ ବଢିଲା ଡିଜେଲ ଦର - diesel prices increase in chhenai

ଗତ 9 ଦିନ ମଧ୍ୟରେ ଡିଜେଲ ଲିଟର ପିଛା  ଦର 15-16 ପଇସା ବୃଦ୍ଧି ପାଇଛି । ଦିଲ୍ଲୀ ଏବଂ କୋଲକାତାରେ ଡିଜେଲ ଦର ଲିଟର ପିଛା 15  ପଇସା ବୃଦ୍ଧି ହୋଇଥିବା ବେଳେ ମୁମ୍ବାଇ ଏବଂ ଚେନ୍ନାଇରେ ଡିଜେଲ ଦର ଲିଟର ପିଛା 16 ପଇସା ବୃଦ୍ଧି ହୋଇଛି ।

diesel prices hiked
ଫାଇଲ ଫଟୋ
author img

By

Published : Dec 19, 2019, 10:59 AM IST

ନୂଆଦିଲ୍ଲୀ: ବଢିଲା ଡିଜେଲ ଦର । ଗତ 9 ଦିନ ମଧ୍ୟରେ ଡିଜେଲ ଲିଟର ପିଛା ଦର 15-16 ପଇସା ବୃଦ୍ଧି ପାଇଛି । ଦିଲ୍ଲୀ ଏବଂ କୋଲକାତାରେ ଡିଜେଲ ଦର ଲିଟର ପିଛା 15 ପଇସା ବୃଦ୍ଧି ହୋଇଥିବା ବେଳେ ମୁମ୍ବାଇ ଏବଂ ଚେନ୍ନାଇରେ ଡିଜେଲ ଦର ଲିଟର ପିଛା 16 ପଇସା ବୃଦ୍ଧି ହୋଇଛି ।

ଇଣ୍ଡିଆନ ଅଏଲ ୱେବସାଇଟ୍ ଅନୁଯାୟୀ, ଦିଲ୍ଲୀ, କୋଲକତା, ମୁମ୍ବାଇ ଏବଂ ଚେନ୍ନାଇରେ ପେଟ୍ରୋଲ ଦର ପୂର୍ବରୁ କ୍ରମଶଃ 74.63, 77. 29, 80.29 ଏବଂ 77.58 ପଇସା ଥିବାବେଳେ ଏବେ ଏହି ଚାରୋଟି ସହରରେ ଡିଜେଲ ଦର ବୃଦ୍ଧି ହୋଇ 66.19 , 68.60, 69. 43 ଏବଂ 69.97 ପଇସା ଲିଟର ପିଛା ବୃଦ୍ଧି ପାଇଛି ।

Intro:Body:

testing

Conclusion:
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.